Home Bibles ଯିରିମିୟ 32:31 · ଓଡ଼ିଆ ବାଇବେଲ
ଯିରିମିୟ 32:31 · ଓଡ଼ିଆ ବାଇବେଲ

ଆଉ ସମାନେେ ଏହି ନଗର ନିର୍ମାଣ ଆରମ୍ଭ କରିବା ଦିନଠାରୁ ଆଜି ପର୍ୟ୍ଯନ୍ତ କବଳେ ଆମ୍ଭର କୋରଧ ଓ କୋପ ବଢ଼ାଇ ଆସିଛନ୍ତି। ତେଣୁ ଆମ୍ଭେ ତାହାକୁ ଆମ୍ଭ ସମ୍ମୁଖରୁ ଦୂ ରଇେ ଦବୋ।

Cross references

ପ୍ରଥମ ରାଜାବଳୀ 11:7

ଶ ଲୋମନ ୟିରୁଶାଲମର ପରବର୍ତ୍ତୀ ପର୍ବତ ରେ ମାୟୋବର ଘୃଣାୟୋଗ୍ଯ କମାେଣ ମୂର୍ତ୍ତି ଓ ଅମ୍ମାନେ-ସନ୍ତାନଗଣର ଘୃଣା ଯୋଗ୍ଯ ମାେଲକର ଉପାସନା ନିମନ୍ତେ ଉଚ୍ଚସ୍ଥଳୀ ନିର୍ମାଣ କଲେ।

ଦିତୀୟ ରାଜାବଳୀ 21:4

ପୁଣି ଆମ୍ଭେ ୟିରୁଶାଲମ୍ ରେ ଆପଣା ନାମ ସ୍ଥାପନ କରିବା ବୋଲି ସଦାପ୍ରଭୁ ଯେଉଁ ମନ୍ଦିର ବିଷଯ ରେ କହିଥିଲେ। ସଦାପ୍ରଭୁଙ୍କ ସହେି ମନ୍ଦିର ରେ ସେ ୟଜ୍ଞବଦେି ନିର୍ମାଣ କଲେ।

ଦିତୀୟ ରାଜାବଳୀ 21:16

ପୁଣି ମନଃଶି ବହୁ ନିର୍ଦ୍ଦୋଶ ଲୋକଙ୍କୁ ହତ୍ଯା କରି ୟିରୁଶାଲମ୍ ରେ ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ୟ୍ଯନ୍ତ ରକ୍ତ ରେ ପରିପୂର୍ଣ୍ଣ କଲେ। ଏହା ସହିତ ସେ ଯିହୁଦାକୁ ପାପରେ ଅଶିଂକୃତ କରାଇଲେ ଓ ସଦାପ୍ରଭୁଙ୍କ ଦୃଷ୍ଟି ରେ ଦୁଷ୍କର୍ମ କଲେ।'

ଦିତୀୟ ରାଜାବଳୀ 22:16

'ସଦାପ୍ରଭୁ ଏହା କହନ୍ତି, ଆମ୍ଭେ ଏହି ସ୍ଥାନ ଉପରେ ଓ ତନ୍ବିବାସୀ ଲୋକମାନଙ୍କ ଉପରେ ଅମଙ୍ଗଳ ଘଟାଇବା। ଏହି ପୁସ୍ତକରେ ଲିଖିତ ଯିହୁଦା ରାଜାଙ୍କ ପଠିତ ବାକ୍ଯ ଅନୁସାରେ ସମସ୍ତ ଅମଙ୍ଗଳ ଘଟାଇବା।

ଦିତୀୟ ରାଜାବଳୀ 23:15

ନବାଟଙ୍କ ପୁତ୍ର ୟାରବିଯାମ ବୈଥଲେ ରେ ଯେଉଁ ୟଜ୍ଞବଦେୀ ନିର୍ମାଣ କରି ଇଶ୍ରାୟେଲ ଲୋକଙ୍କୁ ପାପ କରାଇଥିଲେ ଓ ସେ ଯେଉଁ ଉଚ୍ଚସ୍ଥଳୀ ନିର୍ମାଣ କରିଥିଲେ, ଯୋଶିୟଯ ସହେି ୟଜ୍ଞବଦେୀ ଓ ଉଚ୍ଚସ୍ଥଳୀ ଭାଙ୍ଗି ପକାଇଲେ। ଯୋଶିୟଯ ସହେି ପ୍ରସ୍ତରକୁ ପଷେି ଚୁର୍ଣ୍ଣ କଲେ ଓ ଆଶରୋ ମୂର୍ତ୍ତୀକୁ ଦଗ୍ଧ କଲେ।

ଦିତୀୟ ରାଜାବଳୀ 23:27

ସଦାପ୍ରଭୁ କହିଲେ, ମୁଁ ଯିହୁଦାକୁ ଅପସାରଣ କରିବି, ଯଭେଳି ମୁଁ ଇଶ୍ରାୟେଲକୁ ମାରଦେୃଷ୍ଟିରୁ ଅପସାରଣ କରିଛି। ମୁଁ ମାରେ ମନୋନୀତ ସହର ୟିରୁଶାଲମକୁ ପରିତ୍ଯାଗ କରିବି। ମୁଁ ଯେଉଁ ମନ୍ଦିର ବିଷଯ ରେ କହିଥିଲି, ' ମାରେ ନାମ ସଠାେରେ ରହିବ।'

ଦିତୀୟ ରାଜାବଳୀ 24:3

ମନଃଶିର ପାପ କର୍ମ ଯୋଗୁଁ ସଦାପ୍ରଭୁ ଯିହୁଦା ରେ ଏହି ଘଟଣାସବୁ ଘଟିବାକୁ ଦେଲେ। ଏହି ରୂପେ ସଦାପ୍ରଭୁ ସମାନଙ୍କେୁ ତାଙ୍କ ଦୃଷ୍ଟିରୁ ଦୂ ରଇେ ଦେଲେ।

ଯିରିମିୟ 5:9

ସଦାପ୍ରଭୁ କହନ୍ତି, ଆମ୍ଭେ କ'ଣ ଏହିସବୁର ପ୍ରତିଫଳ ଦବୋ ନାହିଁ ? ଆମ୍ଭେ କ'ଣ ଏ ପ୍ରକାର ଲୋକମାନଙ୍କ ପ୍ରତି ଦଣ୍ଡ ବିଧାନ କରି ପ୍ରତିଶାଧେ ନବୋ ନାହିଁ ? ହଁ, ଏହା ନିଶ୍ଚିତ ଯେ, ଏ ପ୍ରକାର ଲୋକ ଦଣ୍ଡ ପାଇବା ଯୋଗ୍ଯ।

ଯିରିମିୟ 6:6

କାରଣ ସୈନ୍ଯାଧିପତି ସଦାପ୍ରଭୁ ଏହା କହନ୍ତି, ବୃକ୍ଷସବୁ କାଟ ଏବଂ ରାସ୍ତାରୋଧକ କାଠଗଣ୍ଡି ୟିରୁଶାଲମ ବିରୁଦ୍ଧ ରେ ନିର୍ମାଣ କର। ସହେି ନଗର ପ୍ରତିଫଳ ପାଇବାର ଯୋଗ୍ଯ। ତାହାର ଭିତର ସୂର୍ଣ୍ଣ ଉପଦ୍ରବମଯ।

ଯିରିମିୟ 23:14

ୟିରୁଶାଲମର ଭବିଷ୍ଯଦବକ୍ତାମାନଙ୍କ ମଧିଅରେ ଆମ୍ଭେ ସହେି ଭୟଙ୍କର ଜିନିଷ ଦେଖୁଅଛୁ। ସମାନେେ ପର ସ୍ତ୍ରୀ ନିକଟକୁ ଗମନ କରନ୍ତି, ମିଥ୍ଯାଚରଣ କରନ୍ତି ଓ ଦୂରାଚାରୀମାନଙ୍କ ହସ୍ତ ଏପରି ସବଳ କରନ୍ତି ଯେ ସମାନଙ୍କେ ମଧ୍ଯରୁ କହେି ଆପଣା ଆପଣା ଦୁଷ୍ଟତାରୁ ଫରନ୍େତି ନାହିଁ। ସେ ସମସ୍ତେ ଆମ୍ଭ ପ୍ରତି ସଦୋମର ତୁଲ୍ଯ ଓ ତାହାର ନିବାସୀଗଣ ହା ମାରେର ସମାନ ଅଟନ୍ତି।

ଯିରିମିୟ 23:39

ମାତ୍ର ତୁମ୍ଭମାନେେ ଆମ୍ଭର ବାକ୍ଯକୁ ଭାରୋକ୍ତି ବୋଲି କହିଲ। ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ପରିତ୍ଯାଗ କରିବା। ପୁଣି ତୁମ୍ଭମାନଙ୍କୁ ଓ ତୁମ୍ଭ ପୂର୍ବପୁରୁଷଗଣଙ୍କୁ ଯେଉଁ ନଗର ଦଇେଅଛୁ, ତାହାକୁ ଆମ୍ଭ ସମ୍ମୁଖରୁ ଦୂର କରିବା।

ଯିରିମିୟ 27:10

ମାତ୍ର ତୁମ୍ଭମାନଙ୍କୁ ସ୍ବଦେଶରୁ ଦୂ ରଇେ ଦବୋପାଇଁ ଓ ଆମ୍ଭେ ତୁମ୍ଭମାନଙ୍କୁ ତଡ଼ି ଦେଲେ ତୁମ୍ଭମାନେେ ଯେପରି ନଷ୍ଟ ହବେ, ଏଥିପାଇଁ ସମାନେେ ତୁମ୍ଭମାନଙ୍କ ନିକଟରେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରୁଛନ୍ତି।

ଯିରିମିୟଙ୍କ ବିଳାପ 1:8

ୟିରୁଶାଲମ ଅତିଶଯ ପାପ କରିଅଛି, ଏଣୁ ସେ ନଗର ଧ୍ବଂସପ୍ରାପ୍ତ ହାଇେଅଛି। ଯେଉଁମାନେ ତାକୁ ପୂର୍ବେ ସମ୍ମାନ କରୁଥିଲେ, ଏବେ ସମାନେେ ତାକୁ ଘୃଣା କରୁଛନ୍ତି। କାରଣ ସମାନେେ ତାକୁ ଗାଳି ଦିଅନ୍ତି। ୟିରୁଶାଲମ ଦୀର୍ଘ ନିଃଶ୍ବାସ ଛାଡ଼ୁଅଛି ଓ ପଛକୁ ମୁଖ ଫରୋଉଛି।

ଯିହିଜିକଲ 22:2

ହେ ମନୁଷ୍ଯ ପୁତ୍ର, ତୁମ୍ଭେ କ'ଣ ଏହି ରକ୍ତପାତ ନଗରୀର ବିଚାର କରିବ ? ତବେେ ତାହାର ଘୃଣା ଯୋଗ୍ଯ ସମସ୍ତ କ୍ରିଯା ଏହାକୁ ଜ୍ଞାତ କରାଅ।

ମାଥିଉଲିଖିତ ସୁସମାଚାର 23:37

ୟିରୁଶାଲମ! ରେ ୟିରୁଶାଲମ! ତୁ ଭବିଷ୍ଯଦ୍ବକ୍ତାମାନଙ୍କୁ ହତ୍ଯା କରିଛୁ। ପରମେଶ୍ବର ଯେଉଁମାନଙ୍କୁ ତୋ ପାଖକୁ ପଠାଇଥିଲେ, ତୁ ସମାନଙ୍କେୁ ପଥର ଫୋପାଡ଼ି ହତ୍ଯା କରିଛୁ। ତୋର ଲୋକମାନଙ୍କୁ ମୁଁ ବହୁତ ଥର ସାହାୟ୍ଯ କରିବାକୁ ଇଚ୍ଛା କରିଥିଲା। ଯଭେଳି ଗୋଟିଏ କୁକୁଡ଼ା ନିଜ ଛୁଆମାନଙ୍କୁ ନିଜ ପକ୍ଷତଳେ ଏକାଠି କରେ, ସହେିପରି ତୋର ସମସ୍ତ ସନ୍ତାନମାନଙ୍କୁ ଏକାଠି କରିବା ପାଇଁ ମୁଁ ଅନକେ ଥର ଚ଼ାହିଁଥିଲି। କିନ୍ତୁ ତୁ ମାେତେ ତାହା କରଇେ ଦଲେୁନାହିଁ।

ଲୂକଲିଖିତ ସୁସମାଚାର 13:33

କିନ୍ତୁ ମୁଁ ଏସବୁ କାର୍ୟ୍ଯ ଆଜି ଓ ଆସନ୍ତା କାଲି ନିଶ୍ଚୟ କରିବି। ତା'ପରେ ମୁଁ ୟିବି। କାରଣ ସମସ୍ତ ଭବିଷ୍ଯଦ୍ବକ୍ତା ୟିରୁଶାଲମ ରେ ମରନ୍ତି।

Interlinear

Choose Theme