Home Bibles ପ୍ରଥମ ରାଜାବଳୀ 11:30 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 11:30 · ଓଡ଼ିଆ ବାଇବେଲ

ତା'ପରେ ଅହିଯ ଆପଣା ଦହରେ ନୂତନ ବସ୍ତ୍ରକୁ ବାରଖଣ୍ତ କରି ଚିରିଲା।

Cross references

ପ୍ରଥମ ଶାମୁୟେଲ 15:27

ଯେତବେେଳେ ଶାମକ୍ସ୍ଟଯଲେ ଫରେିୟିବା ପାଇଁ ବାହାରନ୍ତେ, ସେ ତାହାଙ୍କ ଗ୍ଭଗୋର ଅଞ୍ଚଳ ଧରି ଟାଣିଲେ, ତହିଁରେ ତାହା ଚିରିଗଲା।

ପ୍ରଥମ ଶାମୁୟେଲ 24:4

ଦାଉଦର ଲୋକମାନେ କହିଲେ, ସଦାପ୍ରଭୁ ଯେଉଁଦିନ ବିଷଯ ରେ କହିଥିଲେ, ଆଜି ହେଉଛି ସହେି ବିଶଷେ ଦିନ। ସଦାପ୍ରଭୁ ତକ୍ସ୍ଟମ୍ଭଙ୍କକ୍ସ୍ଟ କହିଥିଲେ, ମୁ ତୁମ୍ଭର ଶତୃକକ୍ସ୍ଟ ତକ୍ସ୍ଟମ୍ଭ ହସ୍ତ ରେ ସମର୍ପଣ କରିବି। ତୁମ୍ଭକୁ ଯାହା ଭଲ ଦିଶିବ ତାହା ତା'ର ପ୍ରତି କର। ତା'ପରେ ଦାଉଦ ଗକ୍ସ୍ଟରକ୍ସ୍ଟଣ୍ତି ଗକ୍ସ୍ଟରକ୍ସ୍ଟଣ୍ତି ଶାଉଲଙ୍କ ପାଖକକ୍ସ୍ଟ ଗଲେ। ସେ ଶାଉଲ ପିନ୍ଧିଥିବା ବସ୍ତ୍ରର ଏକ କାନିକକ୍ସ୍ଟ କାଟି ଦେଲେ।

Interlinear

Choose Theme