Home Bibles ଯିହିଜିକଲ 28:13 · ଓଡ଼ିଆ ବାଇବେଲ
ଯିହିଜିକଲ 28:13 · ଓଡ଼ିଆ ବାଇବେଲ

ତୁମ୍ଭେ ପରମେଶ୍ବର ଉଦ୍ୟାନ ଏଦନ ରେ ଥିଲ। ଚୁଣୀ, ପିତମଣି, ହୀରକ, ବୈଦୁର୍ୟ୍ଯମଣି, ଗୋମଦେକମଣି, ସୂର୍ୟ୍ଯକାନ୍ତ, ନୀଳକାନ୍ତ, ପଦ୍ମରାଗ ଓ ମରକତ ଆଦି ୟାବତୀଯ ବହୁମୂଲ୍ଯ ପ୍ରସ୍ତର ସୁବର୍ଣ୍ଣ ରେ ଖଚିତ ହାଇେଥିଲା। ତୁମ୍ଭେ ସୃଷ୍ଟି ହବୋ ଦିନରୁ ସମସ୍ତ ସୌନ୍ଦର୍ୟ୍ଯ ଶିଳ୍ପ ଚାଚୁରୀ ରେ ପରିପୂର୍ଣ୍ଣ ଥିଲା।

Cross references

ଆଦି ପୁସ୍ତକ 2:8

ଏହାପରେ ସଦାପ୍ରଭୁ ପରମେଶ୍ବର, ଏଦନ୍ର ପୂର୍ବ ଦିଗ ରେ ଏକ ଉଦ୍ୟାନ ରୋପଣ କଲେ, ଏବଂ ସଠାେରେ ସେ ସୃଷ୍ଟି କରିଥିବା ମନୁଷ୍ଯକୁ ରଖିଲେ।

ଆଦି ପୁସ୍ତକ 2:11

ପ୍ରଥମ ନଦୀର ନାମ ପିଶାେନ୍ ଥିଲା। ତାହା ସମସ୍ତ ହବିଲା ଦେଶ ଚ଼ତୁପାଶର୍ବ ଦଇେ ବହିଗଲା, ଯେଉଁ ସ୍ଥାନ ରେ ସୁବର୍ଣ୍ଣ ଅଛି।

ଆଦି ପୁସ୍ତକ 3:23

ତେଣୁ ସଦାପ୍ରଭୁ ପରମେଶ୍ବର, ଏଦନ ଉଦ୍ୟାନରୁ ତାଙ୍କୁ ବାହାର କରି ଦେଲେ। ଓ ସେ ଯେଉଁ ମୃତ୍ତିକାରୁ ସୃଷ୍ଟି ହାଇେଥିଲେ, ତହିଁରେ କୃଷି କର୍ମ କରିବାକୁ ନିୟୁକ୍ତ କଲେ।

ଆଦି ପୁସ୍ତକ 13:10

ଲୋଟ ୟର୍ଦ୍ଦନ ନଦୀର ଉପତ୍ୟକା ଆଡ଼େ ନିରୀକ୍ଷଣ କଲେ। ଲୋଟ ଦେଖିଲେ ସଠାେରେ ବହୁତ ଜଳ ଥିଲା। ସଦାପ୍ରଭୁ ସଦୋମ ଓ ହ ମାରୋକୁ ଧ୍ବଂସ କରିବା ପୂର୍ବରୁ ଏହାଥିଲା। ସହେି ସମୟରେ ୟର୍ଦ୍ଦନ ଉପତ୍ୟକା ସୋଯର ପର୍ୟ୍ଯନ୍ତ ସମସ୍ତ ପ୍ରାନ୍ତର ସଦାପ୍ରଭୁଙ୍କ ଉଦ୍ୟାନପରି ସଜଳ ଓ ମିଶର ଦେଶ ତୁଲ୍ଯ ଥିଲା।

ଯାତ୍ରା ପୁସ୍ତକ 28:17

ତାହାକୁ ଚାରି ମଣି ପଂକ୍ତି ରେ ଖଚିତ କରିବ। ତହିଁରେ ପ୍ରଥମ ପଂକ୍ତି ରେ ଚୂଣୀ ଓ ପୀତମଣି ମର୍କତ,

ଯାତ୍ରା ପୁସ୍ତକ 39:10

ତାକୁ ଚାରି ପକ୍ତି ମଣି ରେ ଖଚିତ କଲେ। ତାହାର ପ୍ରଥମ ପଂକ୍ତି ରେ ଚୁଣି, ପିତମଣି ଓ ମରକତ ଇତ୍ଯାଦି ରଖିଲେ।

ଆୟୁବ ପୁସ୍ତକ 28:19

କୂଶ ଦେଶରୁ ମିଳୁଥିବା ହଳଦିଆ ପୋଖରାଜ ମଣି ମଧ୍ଯ ଜ୍ଞାନଭଳି ମୂଲ୍ଯବାନ ନୁହେଁ। ତୁମ୍ଭେ ଖାଣ୍ଟି ସୁନା ବଦଳ ରେ ଜ୍ଞାନ କିଣିପାରିବ ନାହିଁ।

ଯିଶାଇୟ 14:11

ତୁମ୍ଭର ବଡ଼ିମା ରସାତଳଗାମୀ ହାଇେଛି। ତୁମ୍ଭ ବୀଣାର ସ୍ବର ତୁମ୍ଭ ଗର୍ବିତ ଆତ୍ମାର ଆଗମନ ଘାଷେଣା କରୁଛି। ମାଛି ତୁମ୍ଭର ଶରୀରକୁ ଭକ୍ଷଣ କରିବ। ତୁମ୍ଭେ ସମାନଙ୍କେ ଉପ ରେ ବିଛଣା ସଦୃଶ ପଡ଼ିବ। କୃମି କମ୍ବଳ ସଦୃଶ ତୁମ୍ଭ ଶରୀରକୁ ଆଚ୍ଛାଦନ କରିବ।

ଯିଶାଇୟ 23:16

ହେ ବିସ୍ତୃତ ବେଶ୍ଯୋ! ବୀଣା ନଇେ ନଗର ଭ୍ରମଣ କର। ମଧୁର ତାଳ ରେ ବଜାଅ ଓ ଅନକେ ଗୀତ ଗାଅ। ତାହା ହେଲେ ତୁମ୍ଭମାନେେ ସ୍ମୃତି ପଥରେ ଆସିବ।

ଯିଶାଇୟ 30:32

ସଦାପ୍ରଭୁ ଅଶୂରକୁ ତବଲା ଓ ବୀଣା ରେ ଆଘାତ କଲାପରି ପିଟିବେ। ତାଙ୍କର ମହାଶକ୍ତି ରେ ସେ ଅଶୂରର ପତନ ଘଟାଇବେ।

ଯିଶାଇୟ 51:3

ସହେିପରି ସଦାପ୍ରଭୁ ସିୟୋନକୁ ଆଶୀର୍ବାଦ କରିବେ ; ସେ ତାହାର ଉପଦ୍ରୁତ ସ୍ଥାନଗୁଡ଼ିକ ପାଇଁ ଦୁଃଖିତ ହବେେ। ସେ ତାହାର ପ୍ରାନ୍ତରକୁ ଏଦନ ତୁଲ୍ଯ ଓ ତାହାର ମରୁଭୂମିକୁ ସଦାପ୍ରଭୁଙ୍କ ଉଦ୍ୟାନ ତୁଲ୍ଯ କରିବେ। ତାହାର ଲୋକମାନେ ଆନନ୍ଦିତ ଓ ଉଲ୍ଲସିତ ହବେେ ଏବଂ ସଙ୍ଗୀତ ଧ୍ବନି କରି ଧନ୍ଯବାଦ ଦବେେ।

ଯିଶାଇୟ 54:11

ହେ ଦୁଃଖିନୀ, ତାଫୋନ ବିଧ୍ବସ୍ତ ଓ ସାନ୍ତ୍ବନା ବିରହିତ ନଗରୀ ! ଦେଖ, ଆମ୍ଭେ ନାନା ସୁନ୍ଦର ବର୍ଣ୍ଣ ରେ ତୁମ୍ଭର ପ୍ରସ୍ତର ବସାଇବା ଓ ନୀଳମଣିଦ୍ବାରା ତୁମ୍ଭର ଭିତ୍ତିମୂଳ ସ୍ଥାପନ କରିବା।

ଯିହିଜିକଲ 21:30

' ହେ ବାବିଲ, ଖଡ୍ଗକୁ ପୁନର୍ବାର କୋଷ ମଧ୍ଯକୁ ଫରୋଇ ଆଣ। ତୁମ୍ଭେ ଯେଉଁଠା ରେ ସୃଷ୍ଟି ହାଇେଥିଲ ଓ ଯେଉଁଠା ରେ ତୁମ୍ଭେ ଜନ୍ମ ହାଇେଥିଲ, ସଠାେ ରେ ମୁଁ ତୁମ୍ଭର ବିଚାର କରିବି।

ଯିହିଜିକଲ 26:13

ପୁଣି ମୁଁ ତୁମ୍ଭର ଆନନ୍ତ ଗୀତର ଶବ୍ବ ନିବୃତ୍ତ କରିବି ଓ ତୁମ୍ଭର ବୀଣାର ଧ୍ବନି ଆଉ ଶୁଣିବାକୁ ଦବେି ନାହିଁ।

ଯିହିଜିକଲ 27:16

ତୁମ୍ଭର ହସ୍ତ ନିର୍ମିତ ଦ୍ରବ୍ଯର ପ୍ରସିଦ୍ଧି ହତେୁ ଆରାମ୍ ତୁମ୍ଭର ବଣିକ ଥିଲା। ସମାନେେ ତାମ୍ରମଣି, ଧୂମ୍ରବର୍ଣ୍ଣ ଓ ବୁଟାଦାର ବସ୍ତ୍ର, କ୍ଷୌମ ବସ୍ତ୍ର ଆଉ ପ୍ରବାଳ ଓ ପଦ୍ମରାଗ ମଣି ଦଇେ ତୁମ୍ଭ ବାଣିଜ୍ଯ ଦ୍ରବ୍ଯର ବ୍ଯବସାଯ କଲେ।

ଯିହିଜିକଲ 27:22

ଶିବାର ଓ ରଯମର ବଣିକମାନେ ତୁମ୍ଭ୍ ସହିତ ବାଣିଜ୍ଯ କରୁଥିଲେ। ସମାନେେ ସମାନଙ୍କେର ଶ୍ ରେଷ୍ଠ ଅତର ଓ ମୂଲ୍ଯବାନ ପ୍ରସ୍ତରକୁ ଓ ସୁବର୍ଣ୍ଣ ତୁମ୍ଭ ଜିନିଷଗୁଡ଼ିକର ବଦଳ ରେ ବାଣିଜ୍ଯ କଲେ।

ଯିହିଜିକଲ 28:15

ଯେତବେେଳେ ତୁମ୍ଭମାନେେ ସୃଷ୍ଟି ହେଲ, ତୁମ୍ଭମାନେେ ନିର୍ଦ୍ ଦୋଷ ଥିଲ। କିନ୍ତୁ ପ ରେ ତୁମ୍ଭମାନେେ ଦୁଷ୍ଟ ହାଇଗେଲ।

ଯିହିଜିକଲ 31:8

ଏପରିକି ପରମେଶ୍ବରଙ୍କ ଉଦ୍ୟାନସ୍ଥ ଏରସ ବୃକ୍ଷସବୁ ଏହି ବୃକ୍ଷ ପରି ବଡ଼ ନ ଥିଲେ। ଆଉ ଦବଦୋରୁ ବୃକ୍ଷଗୁଡ଼ିକର କୌଣସି ଶାଖା ନ ଥିଲା। ଏବଂ ସାଧାରଣ ବୃକ୍ଷଗୁଡ଼ିକ ସହେିଭଳି ଶାଖା ୟୁକ୍ତ ନ ଥିଲା। ଆଉ ପରମେଶ୍ବରଙ୍କ ଉଦ୍ୟାନ ରେ କୌଣସି ବୃକ୍ଷ ସୌନ୍ଦର୍ୟ୍ଯ ରେ ତାହାପରି ନ ଥିଲେ।

ଯିହିଜିକଲ 36:35

ତେଣୁ ଲୋକମାନେ କହିବେ, ଏହି ଧ୍ବଂସସ୍ଥାନ ଏଦନ ଉଦ୍ୟାନ ସଦୃଶ ହାଇେଅଛି। ଆଉ ଏହି ଶୂନ୍ଯ, ଧ୍ବଂସ ଓ ଉତ୍ପାଟିତ ନଗରଗୁଡ଼ିକ ପ୍ରାଚୀର ବେଷ୍ଟିତ ଓ ବସତି ଯୋଗ୍ଯ ହାଇେଅଛି।'

ଯୋୟେଲ 2:3

ଜ୍ବଳନ୍ତ ଅଗ୍ନି ସଦୃଶ ସହେି ସୈନ୍ଯବାହିନୀ ଦେଶକୁ ଧ୍ବଂସ କରି ଦବେେ। ସମାନଙ୍କେ ସମ୍ମୁଖ ରେ ଦେଶ ଏଦନ୍ର ବଗିଗ୍ଭ ସଦୃଶ ହବେ। ପଶ୍ଚାତ୍ଭାଗ ରେ ଦେଶଟି ଏକ ଶୂନ୍ଯ ମରୁଭୂମି ସଦୃଶ ହବେ। ସମାନଙ୍କେଠାରୁ କିଛି ରକ୍ଷା ପାଇବ ନାହିଁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 2:7

ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥା ସବୁ ସେ ଶୁଣିବା ଉଚିତ୍।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:4

ସହେି ସ୍ତ୍ରୀ ଲୋକଟି ବାଇଗଣି ଓ ଲାଲ ରଙ୍ଗର ବସ୍ତ୍ର ପିନ୍ଧିଥିଲା। ସେ ପିନ୍ଧିଥିବା ସୁନା, ଅଳଙ୍କାର ଓ ମଣିମୁକ୍ତା ୟୋଗୁ ଝଲକୁଥିଲା। ତା' ହାତ ରେ ଗୋଟିଏ ସୁବର୍ଣ୍ଣ ପାତ୍ର ଥିଲା। ସହେି ପାତ୍ରଟି ଘୃଣ୍ଯ ବିଷୟଗୁଡ଼ିକରେ ଓ ତା'ର ନିଜର ୟୌନଗତପାପର ଆବର୍ଜନା ରେ ପୂର୍ଣ୍ଣ ଥିଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:19

ନଗରୀ କାନ୍ଥର ମୂଳଦୁଆ ପଥର ରେ ବହୁମୂଲ୍ଯ ମଣି ଖଚିତ ଥିଲା। ପ୍ରଥମ କୋଣ ପଥରଟି ହୀରକମଣି, ଦ୍ବିତୀୟଟି ନୀଳକାନ୍ତମଣି, ତୃତୀୟ ବୈଦୂର୍ୟ୍ଯମଣି, ଚତୁର୍ଥଟି ମରକତମଣି ଥିଲା।

Interlinear

Choose Theme