ତୁମ୍ଭର ବଡ଼ିମା ରସାତଳଗାମୀ ହାଇେଛି। ତୁମ୍ଭ ବୀଣାର ସ୍ବର ତୁମ୍ଭ ଗର୍ବିତ ଆତ୍ମାର ଆଗମନ ଘାଷେଣା କରୁଛି। ମାଛି ତୁମ୍ଭର ଶରୀରକୁ ଭକ୍ଷଣ କରିବ। ତୁମ୍ଭେ ସମାନଙ୍କେ ଉପ ରେ ବିଛଣା ସଦୃଶ ପଡ଼ିବ। କୃମି କମ୍ବଳ ସଦୃଶ ତୁମ୍ଭ ଶରୀରକୁ ଆଚ୍ଛାଦନ କରିବ।
Cross references
ମୁଁ ହୁଏତ କବରକୁ ମାରେ ନୂଆ ଘର ବୋଲି ଆଶା କରିବି। ମୁଁ ଆଶା କରୁଛି, ମାରେ ବିଛଣା ଅନ୍ଧକାର ବିବରଣ କରିବି।
ଦୁଷ୍ଟ ଲୋକମାନେ ସମାନଙ୍କେ ପିଲାମାନଙ୍କୁ ମେଣ୍ଢା ପରି ବାହାରକୁ ଖାଜେିବକୁ ପଠାନ୍ତି। ସହେି ପିଲାମାନେ ଚାରିଆଡ଼େ ନୃତ୍ଯ କରନ୍ତି।
ଶଷେ ରେ ସହେି ଦୁଇ ଜଣ କବର ରେ ବିଶ୍ରାମ ନିଅନ୍ତି। କୀଟ ସହେି ଦୁଇ ଜଣଙ୍କୁ ଖାଇୟାଏ।
ଯେପରି ଗରମ, ଶୁଖିଲା ପାଗ ଶୀତ ଦିନର ବରଫରୁ ଆସୁଥିବା ପାଣି ନଇୟୋଏ। ଠିକ୍ ସହେିଭଳି ସେ ପାପୀମାନେ କବରକୁ ବୁହା ହବେେ।
ମାରେ ହୃଦଯ ଧକାଉଛି। ମହା ଭୟ ରେ ମୁଁ ଥରହର ହାଇେଅଛି। ମାରେ ଆନନ୍ଦ ରୂପକ ସାଯଂକାଳ ମହାରାତ୍ରିର ଭୟର କାରଣ ହାଇେଛି।
ହେ ଆନନ୍ଦ ଧ୍ବନିପୂର୍ଣ୍ଣ, କୋଳାହଳ ପୂର୍ଣ୍ଣ, ଉଲ୍ଲସିତ ନଗରୀ, ତୁମ୍ଭର ଲୋକେ ଖଡ୍ଗ ରେ ନିହତ ହାଇେ ନାହାଁନ୍ତି କିନ୍ତୁ ୟୁଦ୍ଧ ରେ ମରି ନାହାଁନ୍ତି।
ପୁଣି ସମାନେେ ବାହା ରେ ୟାଇ ଆମ୍ଭ ବିରୁଦ୍ଧାଚରଣ କରୁଥିବା ପାପୀ ଲୋକମାନଙ୍କର ଶବ ଦେଖିବେ। କାରଣ ସମାନଙ୍କେର କୀଟ ମରିବ ନାହିଁ କିମ୍ବା ସମାନଙ୍କେର ଅଗ୍ନି ନିର୍ବାପିତ ହବେ ନାହିଁ। ଆଉ ମଧ୍ଯ ସମାନେେ ସମସ୍ତେ ମର୍ତ୍ତ୍ଯର ଘୃଣାର ପାତ୍ର ହବେେ।
ପୁଣି ମୁଁ ତୁମ୍ଭର ଆନନ୍ତ ଗୀତର ଶବ୍ବ ନିବୃତ୍ତ କରିବି ଓ ତୁମ୍ଭର ବୀଣାର ଧ୍ବନି ଆଉ ଶୁଣିବାକୁ ଦବେି ନାହିଁ।
ହେ ମିଶର, ତୁମ୍ଭର ଅନୁଗ୍ରହ ଅନ୍ୟମାନଙ୍କଠାରୁ ଅଧିକ ନୁହଁ ? ତୁମ୍ଭେ ଅଧୋଗାମୀ ହୁଅ ଓ ବିଦେଶୀ ଲୋକମାନଙ୍କ ସହିତ ମୃତବତ୍ ପଡ଼ିରୁହ।
ରାଜା ବେଲ୍ଶତ୍ସର ନିଜର ସହସ୍ର ଅମାତ୍ଯବର୍ଗଙ୍କ ନିମନ୍ତେ ଏକ ମହା ଭୋଜି ପ୍ରସ୍ତୁତ କଲେ। ଆଉ ସେ ସହସ୍ରଙ୍କ ମଧିଅରେ ରାଜା ଦ୍ରାକ୍ଷାରସ ପାନ କଲେ।
କାନ୍ଥ ରେ ଲିଖିତ ହାଇେଥିବା ଶଦ୍ଦଗୁଡିକ ହେଲା ଏହି: ମିନେ, ମିନେ, ତକେଲ୍, ଉପାରସୀନ।
ତୁମ୍ଭମାନେେ ଭାବୁଛ ଦଣ୍ତ ପାଇବାର ଦିନ ବହୁତ ଦୂର ରେ ଅଛି, ସେଥିପାଇଁ ତୁମ୍ଭେ ହିଂସାର ସହିତ ଶାସନ କରୁଛ।
ଯଦି ତୁମ୍ଭର ହାତ ତୁମ୍ଭକୁ ପାପ କରାଏ, ତବେେ ତାକୁ କାଟିଦିଅ।
ଏହି ଜଗତର ବ୍ଯବସାଯୀମାନେ ତା'ପାଇଁ ବିଳାପ ଓ ଦୁଃଖ କରିବେ। ସମାନେେ ଦୁଃଖ ଅନୁଭବ କରିବେ, କାରଣ ସମାନଙ୍କେର ବାଣିଜ୍ଯଦ୍ରବ୍ଯ ଏହାପରେ କହେି କିଣିବେ ନାହିଁ।