Home Bibles ଯିହିଜିକଲ 27:22 · ଓଡ଼ିଆ ବାଇବେଲ
ଯିହିଜିକଲ 27:22 · ଓଡ଼ିଆ ବାଇବେଲ

ଶିବାର ଓ ରଯମର ବଣିକମାନେ ତୁମ୍ଭ୍ ସହିତ ବାଣିଜ୍ଯ କରୁଥିଲେ। ସମାନେେ ସମାନଙ୍କେର ଶ୍ ରେଷ୍ଠ ଅତର ଓ ମୂଲ୍ଯବାନ ପ୍ରସ୍ତରକୁ ଓ ସୁବର୍ଣ୍ଣ ତୁମ୍ଭ ଜିନିଷଗୁଡ଼ିକର ବଦଳ ରେ ବାଣିଜ୍ଯ କଲେ।

Cross references

ଆଦି ପୁସ୍ତକ 10:7

ସବା, ହବୀଲା, ସପ୍ତା, ରଯମା ଓ ସପ୍ତକା ଏମାନେ ଥିଲେ କୂଶର ସନ୍ତାନ। ଶିବା ଓ ଦନାନ ଏମାନେ ରଯମାର ସନ୍ତାନ।

ଆଦି ପୁସ୍ତକ 43:11

ଏହାପରେ ତାଙ୍କର ପିତା ଇଶ୍ରାୟେଲ କହିଲେ, ଯଦି ଏହା ସତ୍ଯ ତବେେ ବିନ୍ଯାମୀନକୁ ତୁମ୍ଭ ସହିତ ନଇୟୋଅ। କିନ୍ତୁ ତାଙ୍କର କର୍ତ୍ତାଙ୍କ ପାଇଁ କିଛି ଉପହାର ନଇୟୋଅ। ତାଙ୍କ ନିକଟକୁ କିଛି ମହୁ, ପେସ୍ତାବାଦାମ, ଗୁଗ୍ଗୁଳ ଓ ଗନ୍ଧରସ ନଇେ ୟାଅ।

ପ୍ରଥମ ରାଜାବଳୀ 10:1

ଅନନ୍ତର ଶିବା ଦେଶ ରେ ରାଣୀ ସଦାପ୍ରଭୁଙ୍କ ପ୍ରିଯ ଶଲୋମନଙ୍କ ସୁଖ୍ଯାତି ଶୁଣି କଠିନ ପ୍ରଶ୍ନଦ୍ବାରା ତାଙ୍କୁ ପରୀକ୍ଷା କରିବାକୁ ଆସିଲେ।

ପ୍ରଥମ ରାଜାବଳୀ 10:2

ଶିବାର ରାଣୀ ବହୁ ଦାସଦାସୀଙ୍କ ଗହଣ ରେ ୟିରୁଶାଲମରୁ ଆସିଲା ବେଳେ ସଙ୍ଗ ରେ ଓଟ ପୃଷ୍ଟ ରେ ସୁଗନ୍ଧି ଦ୍ରବ୍ଯ, ବିଭିନ୍ନ ରତ୍ନ ଓ ବହୁ ସୁବର୍ଣ୍ଣ ଆଣି ଶଲୋମନଙ୍କୁ ଭଟେିଲେ ଓ ଆପଣାର ମନୋନୀତ ପ୍ରଶ୍ନ ଶ ଲୋମନଙ୍କୁ ପଚାରିଲେ।

ପ୍ରଥମ ବଂଶାବଳୀ 1:9

ପୁଣି କୂଶଙ୍କର ପୁତ୍ରମାନେ ଥିଲେ : ସବା, ହବୀଲା, ସପ୍ତା, ରଯମା ଓ ସପ୍ତକା। ରଯମାର ସନ୍ତାନମାନେ ଶିବା ଓ ଦଦାନ୍।

ଦିତୀୟ ବଂଶାବଳୀ 9:1

ଶିବାର ରାଣୀ ଶଲୋମନଙ୍କର ସୁଖ୍ଯାତି ବିଷଯ ରେ ଶୁଣିବାକୁ ପାଇଲେ। ତେଣୁ ସେ କଠିନ ପ୍ରଶ୍ନ ଦ୍ବାରା ଶଲୋମନଙ୍କୁ ପରୀକ୍ଷା କରିବା ନିମନ୍ତେ ୟିରୁଶାଲମକୁ ଆସିଲେ। ଶିବାର ରାଣୀଙ୍କ ସହିତ ତାଙ୍କ ଲୋକମାନଙ୍କର ଏକ ବୃହତ୍ ଦଳ ଥିଲା। ତାଙ୍କ ସହିତ ମସଲା, ପ୍ରଚୁର ସୁନା ଓ ବହୁମୂଲ୍ଯ ପଥର ରେ ଲଦି ହାଇେଥିବା ଓଟମାନେ ଥିଲେ। ସେ ଶ ଲୋମନଙ୍କ ନିକଟକୁ ଆସିଲେ ଓ ସେ ଯେଉଁ ବିଷଯ ରେ ଆଲୋଚନା କରିବାକୁ ଚାହୁଁଥିଲେ, ସେ ବିଷଯ ରେ ପଚାରିଲେ। ଶଲୋମନଙ୍କୁ ପଚାରିବା ନିମନ୍ତେ ତାଙ୍କ ନିକଟରେ ଅନକେ ପ୍ରଶ୍ନ ଥିଲା।

ଗୀତସଂହିତା 72:10

ତର୍ଶୀଶର ରାଜା ଓ ଅନ୍ୟ ସୁଦୂର ରାଜାଗଣ ତାଙ୍କ ପାଇଁ ଉପହାର ଆଣନ୍ତୁ। ଶିବାର ଓ ସିବାର ରାଜାଗଣ ତାଙ୍କ ପାଇଁ ଭଟେି ଆଣନ୍ତୁ।

ଗୀତସଂହିତା 72:15

ରାଜା ଦୀର୍ଘଜୀବି ହୁଅନ୍ତୁ ଏବଂ ତାଙ୍କୁ ଶିବାର ସ୍ବର୍ଣ୍ଣ ହସ୍ତଗତ ହେଉ। ଲୋକମାନେ ନିରନ୍ତର ରାଜାଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରନ୍ତୁ ଏବଂ ତାଙ୍କୁ ସର୍ବଦା ଆଶୀର୍ବାଦ ଦିଅନ୍ତୁ।

ଯିଶାଇୟ 60:6

ଅକଳନ ଓଟ, ତୁମ୍ଭକୁ ଆବୃତ କରିବ ଏବଂ ୟୁବ ଓଟମାନେ ତୁମ୍ଭ ପାଖକୁ ଶିବା ଏବଂ ଐଫା ଦେଶରୁ ଆସିବେ। ସମାନେେ ସୁବର୍ଣ୍ଣ ଓ ସୁବାସିତ ଧୂପ ଆଣିବେ ଏବଂ ସଦାପ୍ରଭୁଙ୍କର ପ୍ରଶଂସାଗାନ କରିବେ।

ଯିହିଜିକଲ 23:42

ଗୋଟିଏ ଶବ୍ଦ ୟିରୁଶାଲମ ରେ ଶୁଣା ହେଲା। ସହେି ଶବ୍ଦ ଲୋକମାନଙ୍କର ଭୋଜିପରି ଶବ୍ଦ ଥିଲା। ବହୁତ ଲୋକମାନେ ଆସିଲେ, ମଦ୍ଯପ ଲୋକମାନେ ମରୁଭୂମିରୁ ପହଞ୍ିଲେ। ଏବଂ ସମାନେେ ସ୍ତ୍ରୀ ଲୋକଙ୍କ ହସ୍ତ ରେ କଙ୍କଣ ଓ ମସ୍ତକରେ ସୁନ୍ଦର ମୁକୁଟ ପିନ୍ଧାଇଲେ।

ଯିହିଜିକଲ 38:13

ଶିବା ଦାଦନ ଓ ତର୍ଶୀଶର ବଣିକଗଣ ଆଉ ସଠାେସ୍ଥିତ ୟୁବା ସିଂହାସକଳ ତୁମ୍ଭକୁ ପଚାରିବେ, 'ତୁମ୍ଭେ କ'ଣ ଲୁଟିବାକୁ ଆସିଅଛ ? ତୁମ୍ଭେ କ'ଣ ଦ୍ରବ୍ଯ ଅପହରଣ କରିବାକୁ ଆପଣାର ଜନସମାଜକୁ ଏକତ୍ରୀତ କରିଅଛ ? ରୂପା ସୁନା ବହି ନବୋର, ପଶୁ ଓ ଦ୍ରବ୍ଯାଦି ଲୁଟି ନଇୟିବୋର ଅଭିପ୍ରାଯ କ'ଣ ରଖିଅଛ ?'

Interlinear

Choose Theme