Home Bibles ଯୋୟେଲ 2:3 · ଓଡ଼ିଆ ବାଇବେଲ
ଯୋୟେଲ 2:3 · ଓଡ଼ିଆ ବାଇବେଲ

ଜ୍ବଳନ୍ତ ଅଗ୍ନି ସଦୃଶ ସହେି ସୈନ୍ଯବାହିନୀ ଦେଶକୁ ଧ୍ବଂସ କରି ଦବେେ। ସମାନଙ୍କେ ସମ୍ମୁଖ ରେ ଦେଶ ଏଦନ୍ର ବଗିଗ୍ଭ ସଦୃଶ ହବେ। ପଶ୍ଚାତ୍ଭାଗ ରେ ଦେଶଟି ଏକ ଶୂନ୍ଯ ମରୁଭୂମି ସଦୃଶ ହବେ। ସମାନଙ୍କେଠାରୁ କିଛି ରକ୍ଷା ପାଇବ ନାହିଁ।

Cross references

ଆଦି ପୁସ୍ତକ 2:8

ଏହାପରେ ସଦାପ୍ରଭୁ ପରମେଶ୍ବର, ଏଦନ୍ର ପୂର୍ବ ଦିଗ ରେ ଏକ ଉଦ୍ୟାନ ରୋପଣ କଲେ, ଏବଂ ସଠାେରେ ସେ ସୃଷ୍ଟି କରିଥିବା ମନୁଷ୍ଯକୁ ରଖିଲେ।

ଆଦି ପୁସ୍ତକ 13:10

ଲୋଟ ୟର୍ଦ୍ଦନ ନଦୀର ଉପତ୍ୟକା ଆଡ଼େ ନିରୀକ୍ଷଣ କଲେ। ଲୋଟ ଦେଖିଲେ ସଠାେରେ ବହୁତ ଜଳ ଥିଲା। ସଦାପ୍ରଭୁ ସଦୋମ ଓ ହ ମାରୋକୁ ଧ୍ବଂସ କରିବା ପୂର୍ବରୁ ଏହାଥିଲା। ସହେି ସମୟରେ ୟର୍ଦ୍ଦନ ଉପତ୍ୟକା ସୋଯର ପର୍ୟ୍ଯନ୍ତ ସମସ୍ତ ପ୍ରାନ୍ତର ସଦାପ୍ରଭୁଙ୍କ ଉଦ୍ୟାନପରି ସଜଳ ଓ ମିଶର ଦେଶ ତୁଲ୍ଯ ଥିଲା।

ଯାତ୍ରା ପୁସ୍ତକ 10:5

ପଙ୍ଗପାଳ ଦଳ ତୁମ୍ଭ ଦେଶର ସମସ୍ତ ଭୂମିକୁ ଆଚ୍ଛାଦନ କରିବେ। ସମାନେେ ଏତେ ସଂଖ୍ଯକ ହବେେ ଯେ, ତୁମ୍ଭମାନେେ ଆଉ ଭୂମି ଦେଖିପାରିବ ନାହିଁ। ଯେକୌଣସି ଦ୍ରବ୍ଯ ଶିଳାବୃଷ୍ଟିରୁ ବଞ୍ଚିଛି, ସେସବୁ ସେ ଖାଇଯିବେ। ସମାନେେ କ୍ଷେତ୍ର ମଧ୍ଯସ୍ତ ସମସ୍ତ ବୃକ୍ଷ ପତ୍ରାଦି ଭକ୍ଷଣ କରିବେ।

ଯାତ୍ରା ପୁସ୍ତକ 10:15

ପଙ୍ଗପାଳମାନେ ଭୂମିକୁ ଆଚ୍ଛାଦନ କଲେ ଏବଂ ସମଗ୍ର ମିଶର ଅନ୍ଧକାରଚ୍ଛନ୍ନ ହାଇଗେଲା। ପଥର ବର୍ଷା ରେ ଯାହାସବୁ ନଷ୍ଟ ହାଇେ ନଥିଲା, ଅବଶିଷ୍ଟାଂଶ ଗଛର ପୁତ୍ରକୁ ପଙ୍ଗପାଳ ଦଳ ଖାଇଗଲେ। ଏପରିକି ମିଶର ରେ କୌଣସି ବୃକ୍ଷ ରେ ଆଉ ପତ୍ର ରହିଲା ନାହିଁ।

ଗୀତସଂହିତା 50:3

ଆମ୍ଭର ପରମେଶ୍ବର ଆସୁଛନ୍ତି ଓ ସେ କବେେ ନୀରବରେ ରହିପାରିବେ ନାହିଁ। ତାଙ୍କ ସମ୍ମୁଖରେ ଅଗ୍ନି ଜଳୁଛି, ସଠାେରେ ଏକ ବିରାଟ ଝଡ଼ ତାଙ୍କ ଚାରିପାଖରେ ଘୂରି ବୁଲୁଛି।

ଗୀତସଂହିତା 105:34

ପରମେଶ୍ବର ନିର୍ଦ୍ଦଶେ ଦେଲେ ଓ ଅସଂଖ୍ଯ ପଙ୍ଗପାଳ ଓ ପତଙ୍ଗ ଉପସ୍ଥିତ ହେଲେ, ସମାନେେ ଅସଂଖ୍ଯ ଥିଲେ।

ଯିଶାଇୟ 33:4

ପତଙ୍କ ଖାଦ୍ୟ ସଂଗ୍ରହ କଲାପରି ତୁମ୍ଭମାନଙ୍କର ସମ୍ପତ୍ତି ଲୁଟିତ ସଂଗୃହିତ ହବେ। ଯେପରି ପତଙ୍ଗମାନେ ଡ଼ିଆଁ ମାରନ୍ତି, ସହେିପରି ବହୁଲୋକ ତା ଉପ ରେ ଡ଼ିଆଁ ମାରିବେ।

ଯିଶାଇୟ 51:3

ସହେିପରି ସଦାପ୍ରଭୁ ସିୟୋନକୁ ଆଶୀର୍ବାଦ କରିବେ ; ସେ ତାହାର ଉପଦ୍ରୁତ ସ୍ଥାନଗୁଡ଼ିକ ପାଇଁ ଦୁଃଖିତ ହବେେ। ସେ ତାହାର ପ୍ରାନ୍ତରକୁ ଏଦନ ତୁଲ୍ଯ ଓ ତାହାର ମରୁଭୂମିକୁ ସଦାପ୍ରଭୁଙ୍କ ଉଦ୍ୟାନ ତୁଲ୍ଯ କରିବେ। ତାହାର ଲୋକମାନେ ଆନନ୍ଦିତ ଓ ଉଲ୍ଲସିତ ହବେେ ଏବଂ ସଙ୍ଗୀତ ଧ୍ବନି କରି ଧନ୍ଯବାଦ ଦବେେ।

ଯିରିମିୟ 5:17

ସମାନେେ ତୁମ୍ଭମାନଙ୍କର ସଂଗୃହିତ ଶସ୍ଯ ଓ ରୋଟୀ ଭକ୍ଷଣ କରିବେ। ସମାନେେ ତୁମ୍ଭମାନଙ୍କ ପୁତ୍ରକନ୍ଯା ଗଣଙ୍କୁ ଭକ୍ଷଣ କରିବେ। ସମାନେେ ସମାନଙ୍କେର ମଷେ ଓ ଗାଈ ଗୁଡିକ ଭକ୍ଷଣ କରିବେ। ସମାନେେ ମଧ୍ଯ ତୁମ୍ଭମାନଙ୍କର ଦ୍ରାକ୍ଷାଲତା ଓ ଡ଼ିମ୍ବିରି ବୃକ୍ଷ ଗ୍ରାସ କରିବେ। ଆଉ ତୁମ୍ଭମାନେେ ଯେଉଁ ସୁଦୃଢ଼ ନଗର ଉପ ରେ ବିଶ୍ବାସ କରିଅଛ, ସମାନେେ ସହେି ସବୁକୁ ଖଡ୍ଗ ରେ ଧ୍ବଂସ କରିବେ।

ଯିହିଜିକଲ 31:8

ଏପରିକି ପରମେଶ୍ବରଙ୍କ ଉଦ୍ୟାନସ୍ଥ ଏରସ ବୃକ୍ଷସବୁ ଏହି ବୃକ୍ଷ ପରି ବଡ଼ ନ ଥିଲେ। ଆଉ ଦବଦୋରୁ ବୃକ୍ଷଗୁଡ଼ିକର କୌଣସି ଶାଖା ନ ଥିଲା। ଏବଂ ସାଧାରଣ ବୃକ୍ଷଗୁଡ଼ିକ ସହେିଭଳି ଶାଖା ୟୁକ୍ତ ନ ଥିଲା। ଆଉ ପରମେଶ୍ବରଙ୍କ ଉଦ୍ୟାନ ରେ କୌଣସି ବୃକ୍ଷ ସୌନ୍ଦର୍ୟ୍ଯ ରେ ତାହାପରି ନ ଥିଲେ।

ଯୋୟେଲ 1:4

ଯାହା ଶୂକ କୀଟ ଛାଡିଛନ୍ତି ତାକୁ ପଙ୍ଗପାଳ ଖାଇଛନ୍ତି। ଯାହା ପଙ୍ଗପାଳ ଛାଡିଛନ୍ତି ତାକୁ ପତଙ୍ଗ ଶଷେ କରିଛନ୍ତି ଏବଂ ଯାହା ପତଙ୍ଗ ଛାଡିଛନ୍ତି ତାକୁ ଘୁଘୁର୍ରିଯା ନଷ୍ଟ କରିଛନ୍ତି।

ଯୋୟେଲ 1:19

ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ସାହାୟ୍ଯ ପାଇଁ ପ୍ରାର୍ଥନା କରୁଛି। ଅଗ୍ନି ସବୁଜ ପ୍ରାନ୍ତରକୁ ମରୁଭୂମିରେ ପରିଗତ କରି ଦଇେଛି। ସହେି ଅଗ୍ନି ଶିଖା ପ୍ରାନ୍ତରର ସମସ୍ତ ବୃକ୍ଷକୁ ପୋଡି଼ ଜାଳି ଦଇେଛି।

ଆମୋଷ 7:4

ମାରେପ୍ରଭୁ ସଦାପ୍ରଭୁ ମାେତେ ଏହିସବୁ ଦଖାଇେଲେ। ମୁଁ ଦେଖିଲି ପ୍ରଭୁ ସଦାପ୍ରଭୁ ବିଗ୍ଭର ପାଇଁ ଅଗ୍ନିକୁ ଡକାଇଲେ। ସହେି ଅଗ୍ନି ମହାସାଗରକୁ ଧ୍ବଂସ କଲା। ସେ ପୃଥିବୀକୁ ମଧ୍ଯ ଶଷେ କରିବାକୁ ଆରମ୍ଭ କଲା।

ହବକକୂକ 1:6

ଆମ୍ଭେ ବାବିଲୋନୀଯମାନଙ୍କୁ ଗୋଟିଏ ଶକ୍ତିଶାଳୀ ଗୋଷ୍ଠୀ ରେ ପରିଣତ କରିବା। ସହେି ଲୋକମାନେ ଦୁଷ୍ଟ ଓ କ୍ଷିପ୍ର। ଯୋଦ୍ଧା। ସମାନେେ ସମଗ୍ର ପୃଥିବୀ ରେ ମାଡିଯିବେ। ସମାନେେ ଅନ୍ୟ ଲୋକମାନଙ୍କର ଗୃହ ଓ ନଗରଗୁଡିକୁ ଅଧିକାର କରିବେ।

ଯିଖରିୟ 7:14

ସେଥିପାଇଁ ସମାନଙ୍କେୁ ସମଗ୍ର ଦେଶମାନଙ୍କ ରେ ଛିନ୍ନଭିନ୍ନ କଲି, ଯେଉଁଠାକୁ ସମାନେେ କବେେ ୟାଇ ନାହାନ୍ତି। ସହେି ଦେଶ ବିନା କାର୍ୟ୍ଯକଳାପ ରେ ଏକ ଉଚ୍ଛିନ୍ନ ଦେଶ ରେ ପରିଣତ ହେଲା। ସମାନେେ ଏକ ଆକାଂକ୍ଷିତ ଦେଶକୁ ଏକ ଉଚ୍ଛିନ୍ନ ଦେଶ ରେ ପରିଣତ କଲେ।

Interlinear

Choose Theme