Home Bibles ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:19 · ଓଡ଼ିଆ ବାଇବେଲ
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 21:19 · ଓଡ଼ିଆ ବାଇବେଲ

ନଗରୀ କାନ୍ଥର ମୂଳଦୁଆ ପଥର ରେ ବହୁମୂଲ୍ଯ ମଣି ଖଚିତ ଥିଲା। ପ୍ରଥମ କୋଣ ପଥରଟି ହୀରକମଣି, ଦ୍ବିତୀୟଟି ନୀଳକାନ୍ତମଣି, ତୃତୀୟ ବୈଦୂର୍ୟ୍ଯମଣି, ଚତୁର୍ଥଟି ମରକତମଣି ଥିଲା।

Cross references

ଯାତ୍ରା ପୁସ୍ତକ 28:17

ତାହାକୁ ଚାରି ମଣି ପଂକ୍ତି ରେ ଖଚିତ କରିବ। ତହିଁରେ ପ୍ରଥମ ପଂକ୍ତି ରେ ଚୂଣୀ ଓ ପୀତମଣି ମର୍କତ,

ଯାତ୍ରା ପୁସ୍ତକ 29:10

ତା'ପରେ ସହେି ବାଛୁରୀକୁ ସମାଗମ ତମ୍ବୁ ନିକଟକୁ ଆଣ। ହାରୋଣ ଏବଂ ତା'ର ପୁତ୍ରମାନେ ସହେି ଗୋବତ୍ସ ମସ୍ତକରେ ହାତ ରଖିବେ।

ଆୟୁବ ପୁସ୍ତକ 28:16

ତୁମ୍ଭେ ଜ୍ଞାନକୁ ଓଫୀରର ସୁନା, ବହୁମୂଲ୍ଯ, ଗୋମଦେକ ଓ ନୀଳକାନ୍ତ ମଣି ବଦଳ ରେ କିଣିପାରିବ ନାହିଁ।

ହିତୋପଦେଶ 3:15

ଜ୍ଞାନ ମୁକ୍ତାଠାରୁ ଅଧିକ ମୂଲ୍ଯବାନ, ତୁମ୍ଭର କୌଣସି ଇଷ୍ଟବସ୍ତୁ ତାହା ତୁଲ୍ଯ ହବୋକୁ ଯୋଗ୍ଯ ନୁହେଁ।

ଯିଶାଇୟ 54:11

ହେ ଦୁଃଖିନୀ, ତାଫୋନ ବିଧ୍ବସ୍ତ ଓ ସାନ୍ତ୍ବନା ବିରହିତ ନଗରୀ ! ଦେଖ, ଆମ୍ଭେ ନାନା ସୁନ୍ଦର ବର୍ଣ୍ଣ ରେ ତୁମ୍ଭର ପ୍ରସ୍ତର ବସାଇବା ଓ ନୀଳମଣିଦ୍ବାରା ତୁମ୍ଭର ଭିତ୍ତିମୂଳ ସ୍ଥାପନ କରିବା।

Interlinear

Choose Theme