Home Bibles ଯିହିଜିକଲ 31:8 · ଓଡ଼ିଆ ବାଇବେଲ
ଯିହିଜିକଲ 31:8 · ଓଡ଼ିଆ ବାଇବେଲ

ଏପରିକି ପରମେଶ୍ବରଙ୍କ ଉଦ୍ୟାନସ୍ଥ ଏରସ ବୃକ୍ଷସବୁ ଏହି ବୃକ୍ଷ ପରି ବଡ଼ ନ ଥିଲେ। ଆଉ ଦବଦୋରୁ ବୃକ୍ଷଗୁଡ଼ିକର କୌଣସି ଶାଖା ନ ଥିଲା। ଏବଂ ସାଧାରଣ ବୃକ୍ଷଗୁଡ଼ିକ ସହେିଭଳି ଶାଖା ୟୁକ୍ତ ନ ଥିଲା। ଆଉ ପରମେଶ୍ବରଙ୍କ ଉଦ୍ୟାନ ରେ କୌଣସି ବୃକ୍ଷ ସୌନ୍ଦର୍ୟ୍ଯ ରେ ତାହାପରି ନ ଥିଲେ।

Cross references

ଆଦି ପୁସ୍ତକ 2:8

ଏହାପରେ ସଦାପ୍ରଭୁ ପରମେଶ୍ବର, ଏଦନ୍ର ପୂର୍ବ ଦିଗ ରେ ଏକ ଉଦ୍ୟାନ ରୋପଣ କଲେ, ଏବଂ ସଠାେରେ ସେ ସୃଷ୍ଟି କରିଥିବା ମନୁଷ୍ଯକୁ ରଖିଲେ।

ଆଦି ପୁସ୍ତକ 13:10

ଲୋଟ ୟର୍ଦ୍ଦନ ନଦୀର ଉପତ୍ୟକା ଆଡ଼େ ନିରୀକ୍ଷଣ କଲେ। ଲୋଟ ଦେଖିଲେ ସଠାେରେ ବହୁତ ଜଳ ଥିଲା। ସଦାପ୍ରଭୁ ସଦୋମ ଓ ହ ମାରୋକୁ ଧ୍ବଂସ କରିବା ପୂର୍ବରୁ ଏହାଥିଲା। ସହେି ସମୟରେ ୟର୍ଦ୍ଦନ ଉପତ୍ୟକା ସୋଯର ପର୍ୟ୍ଯନ୍ତ ସମସ୍ତ ପ୍ରାନ୍ତର ସଦାପ୍ରଭୁଙ୍କ ଉଦ୍ୟାନପରି ସଜଳ ଓ ମିଶର ଦେଶ ତୁଲ୍ଯ ଥିଲା।

ଗୀତସଂହିତା 37:35

ମୁଁ ଜଣେ ଦୁଷ୍ଟ ଲୋକଙ୍କୁ ଦେଖିଲି ୟିଏକି ଅତି ଶକ୍ତିଶାଳୀ ଥିଲା। ସେ ଏକ ପୂର୍ଣ୍ଣାଙ୍ଗ ବୃକ୍ଷ ଭଳି ଶକ୍ତିଶାଳୀ ଥିଲା।

ଗୀତସଂହିତା 80:10

ତାହାର ଛାଯାରେ ପର୍ବତଗୁଡ଼ିକ ଆବୃତ ହେଲେ ଓ ତାହାର ଶାଖାସବୁ ପରମେଶ୍ବରଙ୍କ ବିରାଟ ଦବଦୋରୁ ବୃକ୍ଷକୁ ମଧ୍ଯ ଆଚ୍ଛାଦନ କଲା।

ଯିଶାଇୟ 10:7

ମାତ୍ର ମୁଁ ଅଶୂରକୁ ବ୍ଯବହାର କରିବି ସେ ଜାଣେ ନାହିଁ, ଅଶୂର ଭାବେ ନାହିଁ ଯେ ସେ ମାେ ପାଇଁ ଏକ ଅସ୍ତ୍ର। ଅଶୂର କବଳେ ଲୋକମାନଙ୍କୁ ଧ୍ବଂସ କରିବାକୁ ଇଚ୍ଛାକରେ। ସେ କବଳେ ଅନକେ ଗୋଷ୍ଠୀକୁ ଧ୍ବଂସ କରିବାକୁ ମନ୍ତ୍ରଣା କରେ।

ଯିଶାଇୟ 36:4

ଆଦେଶକର୍ତ୍ତା ସମାନଙ୍କେୁ କହିଲା,

ଯିଶାଇୟ 37:11

ଦେଖ, ଅଶୂରୀଯ ରାଜାମାନେ ଯେପରି ଭାବରେ ସମସ୍ତ ଦେଶକୁ ସମ୍ପୂର୍ଣ୍ଣ ଭାବରେ ଧ୍ବସ୍ତ ବିଧ୍ବସ୍ତ କରିଛନ୍ତି, ତାହା ତୁମ୍ଭମାନେେ ଶୁଣିଅଛ। ଆଉ ତୁମ୍ଭମାନେେ କ'ଣ ଉଦ୍ଧାର ପାଇବ ?

ଯିଶାଇୟ 51:3

ସହେିପରି ସଦାପ୍ରଭୁ ସିୟୋନକୁ ଆଶୀର୍ବାଦ କରିବେ ; ସେ ତାହାର ଉପଦ୍ରୁତ ସ୍ଥାନଗୁଡ଼ିକ ପାଇଁ ଦୁଃଖିତ ହବେେ। ସେ ତାହାର ପ୍ରାନ୍ତରକୁ ଏଦନ ତୁଲ୍ଯ ଓ ତାହାର ମରୁଭୂମିକୁ ସଦାପ୍ରଭୁଙ୍କ ଉଦ୍ୟାନ ତୁଲ୍ଯ କରିବେ। ତାହାର ଲୋକମାନେ ଆନନ୍ଦିତ ଓ ଉଲ୍ଲସିତ ହବେେ ଏବଂ ସଙ୍ଗୀତ ଧ୍ବନି କରି ଧନ୍ଯବାଦ ଦବେେ।

ଯିହିଜିକଲ 28:13

ତୁମ୍ଭେ ପରମେଶ୍ବର ଉଦ୍ୟାନ ଏଦନ ରେ ଥିଲ। ଚୁଣୀ, ପିତମଣି, ହୀରକ, ବୈଦୁର୍ୟ୍ଯମଣି, ଗୋମଦେକମଣି, ସୂର୍ୟ୍ଯକାନ୍ତ, ନୀଳକାନ୍ତ, ପଦ୍ମରାଗ ଓ ମରକତ ଆଦି ୟାବତୀଯ ବହୁମୂଲ୍ଯ ପ୍ରସ୍ତର ସୁବର୍ଣ୍ଣ ରେ ଖଚିତ ହାଇେଥିଲା। ତୁମ୍ଭେ ସୃଷ୍ଟି ହବୋ ଦିନରୁ ସମସ୍ତ ସୌନ୍ଦର୍ୟ୍ଯ ଶିଳ୍ପ ଚାଚୁରୀ ରେ ପରିପୂର୍ଣ୍ଣ ଥିଲା।

ଯିହିଜିକଲ 31:16

ମୁଁ ତାହାକୁ ଗର୍ତ୍ତଗାମୀମାନଙ୍କ ସହିତ ପାତାଳକୁ ପକାଇ ଦଲୋ ବେଳେ, ତାହାର ପତନ ଶବ ରେ ଗୋଷ୍ଠୀଯମାନେ କମ୍ପିତ ହେଲେ। ପୁଣି ପୃଥିବୀ ରେ ଥିବା ଏଦନର ସମସ୍ତ ଜଳ ସଚେିତ ମନୋନୀତ ବୃକ୍ଷଗୁଡ଼ିକ, ଲିବାନୋନର ସମସ୍ତ ଉତ୍ତମ ବୃକ୍ଷଗୁଡ଼ିକୁ ନିମ୍ନତମ ପୃଥିବୀ ରେ ସାନ୍ତ୍ବନା ଦିଆଗଲା।

ଯିହିଜିକଲ 31:18

ମିଶର, ୟିଏକି ମହାନତା ରେ ଗୌରବ ରେ ଏଦନର ବୃକ୍ଷଗୁଡ଼ିକ ତୁମ୍ଭପରି ? ଏହା ବ୍ଯତୀତ ତୁମ୍ଭେ ଏଦନର ବୃକ୍ଷଗୁଡ଼ିକ ସହିତ ପୃଥିବୀ ଭୂତଳକୁ ଅଣାୟିବ। ଆଉ ତୁମ୍ଭେ ଅସୁନ୍ନତ ଲୋକମାନଙ୍କ ମଧିଅରେ ଖଡ୍ଗହତ ଲୋକମାନଙ୍କ ସହିତ ଶଯନ କରିବ। ହଁ, ଫାରୋ ଓ ତାହାର ଲୋକମାନଙ୍କ ପ୍ରତି ଏହା ହିଁ ଘଟିବ। ସଦାପ୍ରଭୁ, ମାରେ ପ୍ରଭୁ ତାହା କରିଛନ୍ତି।

Interlinear

Choose Theme