Home Bibles ☰ Books ଯିହିଜିକଲ 24:6 · ଓଡ଼ିଆ ବାଇବେଲ
ଯିହିଜିକଲ 24:6 · ଓଡ଼ିଆ ବାଇବେଲ

ଏଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, 'ୟିରୁଶାଲମ, ଏକ ରକ୍ତାକ୍ତ ନଗରୀ। ସହେି ହଣ୍ଡା, ଯାହା ମଧିଅରେ କଳଙ୍କ ରହିଛି ଓ ଯାହାର କଳଙ୍କ ତା' ମଧ୍ଯରୁ ଦୂର ହାଇେ ନାହିଁ। ପାତ୍ର ମଧ୍ଯରୁ ପ୍ରେତ୍ୟକକ ମାଂସ ଖଣ୍ଡ ବାହାର କର। କ'ଣ ଖାଇବାକୁ ହବେ ଓ କ'ଣ ଖାଇବାକୁ ନ ହବେ ସେଥିପାଇଁ ଗୁଳାବାଣ୍ଟ କର ନାହିଁ, ଏହାକୁ ସମ୍ପୂର୍ଣ୍ଣ ଭାବରେ ଶୂନ୍ଯ କରିଦିଅ।

Cross references

ଦିତୀୟ ବିବରଣ 23:13

ତୁମ୍ଭେ ଆପଣା ସାମଗ୍ରୀ ସଙ୍ଗେ ଗୋଟିଏ କୋଦାଳ ରଖିବ। ତୁମ୍ଭେ ଏକ ଗର୍ତ୍ତ ଖାେଳିବା ଉଚିତ୍ ଓ ଅନ୍ତନାଡିରକ୍ସ୍ଟ ଯାହା ବାହା ରେ ତାକକ୍ସ୍ଟ ପୋତି ପକାଇବା ଉଚିତ୍ ।

ଯିହୋଶୂୟ 7:16

ତା'ପରଦିନ ପ୍ରତକ୍ସ୍ଟ୍ଯଷରକ୍ସ୍ଟ ଯିହାଶୂେୟ ଇଶ୍ରାୟେଲର ସମସ୍ତ ଇଶ୍ରାୟେଲୀୟ ଲୋକମାନଙ୍କ ପରିବାରବର୍ଗ ଅନକ୍ସ୍ଟୟାଯୀ ସଦାପ୍ରଭୁଙ୍କ ଆଗକକ୍ସ୍ଟ ଆଣି ରେ। ଏବଂ ସଦାପ୍ରଭୁ ସେଥି ମଧ୍ଯରକ୍ସ୍ଟ ୟିହକ୍ସ୍ଟଦା ପରିବାରବର୍ଗକକ୍ସ୍ଟ ବାଛିଲେ।

ଯିହୋଶୂୟ 10:22

ଯିହାଶୂେୟ କହିଲେ, ଗକ୍ସ୍ଟମ୍ଫା ମୁହରକ୍ସ୍ଟ ପଥର ଖଣ୍ତାମାନ କାଢ ଏବଂ ସହେି ପାଞ୍ଚଜଣ ରାଜାଙ୍କକ୍ସ୍ଟ ମାେ ସମ୍ମକ୍ସ୍ଟଖକକ୍ସ୍ଟ ଆଣ।

ପ୍ରଥମ ଶାମୁୟେଲ 14:40

ତା'ପରେ ଶାଉଲ ଇଶ୍ରାୟେଲୀୟମାନଙ୍କୁ କହିଲେ, ତୁମ୍ଭେ ଗୋଟିଏ କଡ ରେ ଛିଡା ହକ୍ସ୍ଟଅ। ମୁ ଏବଂ ମାେ ପକ୍ସ୍ଟଅ ଯୋନାଥନ ଅନ୍ୟ ପାଶର୍‌ବ ରେ ଛିଡା ହେଉଛକ୍ସ୍ଟ।

ଦିତୀୟ ଶାମୁୟେଲ 8:2

ଦାଉଦ ମଧ୍ଯ ମାୟୋବକକ୍ସ୍ଟ ପରାସ୍ତ କଲେ। ସେ ସମାନଙ୍କେୁ ଭୂମିରେ ପଡି ରହିବା ପାଇଁ ବାଧ୍ଯ କଲେ, ସେ ସମାନଙ୍କେୁ ଏକ ଦଉଡି ଦ୍ବାରା ଦକ୍ସ୍ଟଇ ଦଳ ରେ ବିଭକ୍ତ କଲେ। ଦକ୍ସ୍ଟଇ ଧାଡିରକ୍ସ୍ଟ ପୁରୁଷ ଲୋକମାନଙ୍କୁ ହତ୍ଯା କରାଗଲା, କିନ୍ତୁ ତୃତୀୟ ଧାଡିଟିକକ୍ସ୍ଟ ଜୀବନ୍ତ ଛାଡି ଦିଆଗଲା। ତା'ପରେ ମାୟୋବୀଯମାନେ ଦାଉଦଙ୍କର ସବେକ ହେଲ ଓ ତାକକ୍ସ୍ଟ କର ଦେଲେ।

ଦିତୀୟ ରାଜାବଳୀ 21:16

ପୁଣି ମନଃଶି ବହୁ ନିର୍ଦ୍ଦୋଶ ଲୋକଙ୍କୁ ହତ୍ଯା କରି ୟିରୁଶାଲମ୍ ରେ ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ୟ୍ଯନ୍ତ ରକ୍ତ ରେ ପରିପୂର୍ଣ୍ଣ କଲେ। ଏହା ସହିତ ସେ ଯିହୁଦାକୁ ପାପରେ ଅଶିଂକୃତ କରାଇଲେ ଓ ସଦାପ୍ରଭୁଙ୍କ ଦୃଷ୍ଟି ରେ ଦୁଷ୍କର୍ମ କଲେ।'

ଦିତୀୟ ରାଜାବଳୀ 24:4

କାରଣ ମନଃଶି ବହୁ ନୀରିହ ନିର୍ଦ୍ଦୋଶ ଲୋକଙ୍କୁ ହତ୍ଯାକରି ସମାନଙ୍କେ ରକ୍ତ ରେ ୟିରୁଶାଲମ୍କୁ ପରିପୂର୍ଣ୍ଣ କଲା। ତେଣୁ ସଦାପ୍ରଭୁ ତାଙ୍କୁ ସହେି ପାପ ପାଇଁ କ୍ଷମା କରିବେ ନାହିଁ।

ଯିରିମିୟ 2:22

ଯଦିଓ ତୁମ୍ଭେ ସୋଢ଼ା ରେ ନିଜକୁ ଧୌତ କରିଅଛ ଓ ବହୁତ ସାବୁନ ବ୍ଯବହାର କରିଛ, ତଥାପି ତୁମ୍ଭର ଦୋଷ ଆମ୍ଭ ଦୃଷ୍ଟି ରେ କ୍ଷାରିତ ନ ହାଇେ ସହେିପରି ରହିଅଛି। ଏହା ପ୍ରଭୁ ସଦାପ୍ରଭୁ କହନ୍ତି।

ଯିରିମିୟ 6:29

ସମାନେେ ଭାଟିକୁ ପ୍ରଚଣ୍ଡରୂପେ ଉତ୍ତପ୍ତ କରି ସେଥିରୁ ସୀସା ଖାଦ ବାହାର କରି ଏହାକୁ ବିଶୁଦ୍ଧ କରିବାକୁ ଚେଷ୍ଟା କରୁଛନ୍ତି। ମାତ୍ର ସମାନେେ ବୃଥା ଚେଷ୍ଟା କରୁଛନ୍ତି କାରଣ ଦୁଷ୍ଟମାନେ ଏଠାରୁ ଉତ୍ପାଟିତ ହେଉ ନାହାନ୍ତି।

ଯିହିଜିକଲ 9:5

ଏବଂ ସେ ଅନ୍ୟମାନଙ୍କୁ ମାରେ କର୍ଣ୍ଣ ଗୋଚର ରେ କହିଲେ, ତା'ର ପେଛ ନଗର ମଧ୍ଯକୁ ୟାଅ ଏବଂ କପାଳ ରେ ଚିହ୍ନ ନ ଥିବା ବ୍ଯକ୍ତିଙ୍କୁ ହତ୍ଯା କର। ଦୟା ଦଖାେଅ ନାହିଁ। ସମାନଙ୍କେୁ ଅନୁକମ୍ପା କର ନାହିଁ। ବୃଦ୍ଧବ୍ଯକ୍ତି, ୟୁବାବ୍ଯକ୍ତି, କୁମାରୀ, ସ୍ତ୍ରୀଲୋକ ଓ ଶିଶୁକୁ ମାରାତ୍ମକ ଅସ୍ତ୍ର ରେ ସମସ୍ତଙ୍କୁ ବଧ କର, କିନ୍ତୁ କପାଳ ରେ ଚିହ୍ନ ଥିବା ଲୋକ ନିକଟକୁ ୟାଅ ନାହିଁ।

ଯିହିଜିକଲ 11:6

ତୁମ୍ଭମାନେେ ଏହି ନଗର ରେ ବହୁତ ଲୋକଙ୍କୁ ହତ୍ଯା କରିଅଛ ଓ ତହିଁରେ ପଥସବୁ ନିହତ ଲୋକଙ୍କ ଶବ ରେ ପୂର୍ଣ୍ଣ କରିଅଛ।

ଯିହିଜିକଲ 11:7

ଏଣୁ ସଦାପ୍ରଭୁ ଆମ୍ଭର ପ୍ରଭୁ ଏହି କଥା କହନ୍ତି, 'ତୁମ୍ଭେ ଯେଉଁ ମୃତ ଶରୀରଗୁଡ଼ିକ ନଗର ରେ ରଖିଲ ତାହା ମାଂସ ଓ ନଗର ଏକ ପାତ୍ର ଅଟେ। ମାତ୍ର ତୁମ୍ଭମାନଙ୍କୁ ତହିଁ ମଧ୍ଯରୁ ବାହାର କରାୟିବ।

ଯିହିଜିକଲ 11:11

ଏବଂ ଏହି ନଗର ତୁମ୍ଭମାନଙ୍କ ପାଇଁ ହଣ୍ଡା ହବେ ନାହିଁ କିଅବା ତୁମ୍ଭମାନେେ ତାହା ମଧିଅରେ ମାଂସ ହବେ ନାହିଁ। ଆମ୍ଭେ ଇଶ୍ରାୟେଲ ସୀମା ମଧିଅରେ ତୁମ୍ଭର ବିଚାର କରିବା।

ଯିହିଜିକଲ 22:2

ହେ ମନୁଷ୍ଯ ପୁତ୍ର, ତୁମ୍ଭେ କ'ଣ ଏହି ରକ୍ତପାତ ନଗରୀର ବିଚାର କରିବ ? ତବେେ ତାହାର ଘୃଣା ଯୋଗ୍ଯ ସମସ୍ତ କ୍ରିଯା ଏହାକୁ ଜ୍ଞାତ କରାଅ।

ଯିହିଜିକଲ 22:6

'ଆଉ, ଦେଖ, ଇଶ୍ରାୟେଲର ଅଧିପତିଗଣ ପ୍ରେତ୍ୟକକ ନିଜ ନିଜ ପରାକ୍ରମ ଅନୁସାରେ ରକ୍ତପାତ କରିବା ନିମନ୍ତେ ତୁମ୍ଭ ମଧିଅରେ ରହିଅଛନ୍ତି।

ଯିହିଜିକଲ 22:12

'ତୁମ୍ଭମାନଙ୍କ ମଧିଅରେ ଲୋକମାନେ ରକ୍ତପାତ କରିବା ପାଇଁ ଲାଞ୍ଚ ନଇେଛନ୍ତି। ତୁମ୍ଭେ ସୁଧ ନଇେ ଋଣ ଦଇେଅଛ ଏବଂ ତୁମ୍ଭେ ଲୋଭ ରେ ଉପଦ୍ରବ କରି ଆପଣା ପ୍ରତିବେଶୀଠାରୁ ଲାଭ ନଇେଅଛ। ତୁମ୍ଭେ ମାେତେ ପାଶୋରି ୟାଇଅଛ।' ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।

ଯିହିଜିକଲ 22:27

ତା'ର ଅଧିପତିଗଣ ଗଧିଆ ସଦୃଶ ପ୍ରାଣୀମାନଙ୍କୁ ବିଦୀର୍ଣ୍ଣ କଲାପରି ଅନ୍ଯାଯ ଲାଭର ଚେଷ୍ଟା ରେ ରକ୍ତପାଦ କରି ପ୍ରାଣୀମାନଙ୍କୁ ବିନାଶ କରନ୍ତି।

Interlinear

Choose Theme