ଦିତୀୟ ବିବରଣ 23:13 · ଓଡ଼ିଆ ବାଇବେଲ
ତୁମ୍ଭେ ଆପଣା ସାମଗ୍ରୀ ସଙ୍ଗେ ଗୋଟିଏ କୋଦାଳ ରଖିବ। ତୁମ୍ଭେ ଏକ ଗର୍ତ୍ତ ଖାେଳିବା ଉଚିତ୍ ଓ ଅନ୍ତନାଡିରକ୍ସ୍ଟ ଯାହା ବାହା ରେ ତାକକ୍ସ୍ଟ ପୋତି ପକାଇବା ଉଚିତ୍ ।
Cross references
ଯିହିଜିକଲ 24:6
ଏଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, 'ୟିରୁଶାଲମ, ଏକ ରକ୍ତାକ୍ତ ନଗରୀ। ସହେି ହଣ୍ଡା, ଯାହା ମଧିଅରେ କଳଙ୍କ ରହିଛି ଓ ଯାହାର କଳଙ୍କ ତା' ମଧ୍ଯରୁ ଦୂର ହାଇେ ନାହିଁ। ପାତ୍ର ମଧ୍ଯରୁ ପ୍ରେତ୍ୟକକ ମାଂସ ଖଣ୍ଡ ବାହାର କର। କ'ଣ ଖାଇବାକୁ ହବେ ଓ କ'ଣ ଖାଇବାକୁ ନ ହବେ ସେଥିପାଇଁ ଗୁଳାବାଣ୍ଟ କର ନାହିଁ, ଏହାକୁ ସମ୍ପୂର୍ଣ୍ଣ ଭାବରେ ଶୂନ୍ଯ କରିଦିଅ।