ସମାନଙ୍କେର ସାକ୍ଷ୍ଯ ଦବୋ ସମୟ ସରିୟିବା ପରେ ସହେି ପଶୁ ସମାନଙ୍କେ ବିରୁଦ୍ଧ ରେ ୟୁଦ୍ଧ କରିବ। ପାତାଳର ଅତଳ ଗର୍ଭରୁ ଉପରକୁ ଆସୁଥିବା ପଶୁ ସମାନଙ୍କେ ବିରୁଦ୍ଧ ରେ ୟୁଦ୍ଧ କରିବ। ସେ ସମାନଙ୍କେୁ ପରାସ୍ତ କରି ହତ୍ଯା କରିବ।
Cross references
ଆଉ ମୁଁ ଦେଖିଲି ସହେି ଶିଙ୍ଗ ପରମେଶ୍ବରଙ୍କ ପବିତ୍ର ଲୋକଙ୍କୁ ଆକ୍ରମଣ କଲା ଓ ସମାନଙ୍କେୁ ବଧ କଲା।
ଏବଂ ସେ ସର୍ବୋପରିସ୍ଥ ପରମେଶ୍ବରଙ୍କ ବିରୁଦ୍ଧ ରେ କଥା କହିବ ଓ ପରମେଶ୍ବରଙ୍କର ପବିତ୍ର ଲୋକମାନଙ୍କୁ ବଧ କରିବ। ଆଉ ସେ ସମୟ ଓ ଆଜ୍ଞାର ପରିବର୍ତ୍ତନ କରିବାକୁ ଚିନ୍ତା କରିବ। ସାଢେ ତିନିବର୍ଷ ପାଇଁ ସମାନେେ ତା' ହସ୍ତ ରେ ସମର୍ପିତ ହବେେ।
ଯେତବେେଳେ ସହେି ରାଜ୍ଯଗୁଡିକର ଶଷେ ସମୟ ଆସିବ ସେତବେେଳେ ଜଣେ ଅତି ସାହସୀ ଓ ନିଷ୍ଠୁର ରାଜା ଜନ୍ମ ହବେେ। ଆଉ ସେ ରାଜା ଅତି କୌଶଳୀ ହବେେ ମାତ୍ର ସେତବେେଳେ ବହୁ ପାପୀଷ୍ଠ ବ୍ଯକ୍ତି ଜନ୍ମ ନଇେଥିବେ।
ଆମ୍ଭେ ସମସ୍ତ ଗୋଷ୍ଠୀକୁ ୟିରୁଶାଲମ ବିରୁଦ୍ଧ ରେ ଲଢିବାକୁ ଏକତ୍ରୀତ କରିବା। ନଗରଟି ପରାଜିତ ହବେ ଓ ଗୃହଗୁଡିକ ଲୁଣ୍ଠିତ ହବେ। ସ୍ତ୍ରୀମାନେ ଧର୍ଷିତ ହବେେ ଏବଂ ଦେଶର ଅର୍ଦ୍ଦକେ ଲୋକ ନିର୍ବାସିତ ହବେେ। ଅବଶିଷ୍ଟ ଲୋକମାନେ ନଗରୀରୁ ନିଆଯିବେ ନାହିଁ।
ଯୀଶୁ ସମାନଙ୍କେୁ କହିଲେ, ଯାଅ, ସହେି କୋକିଶିଆଳିକୁ କୁହ, 'ଆଜି ଓ ଆସନ୍ତା କାଲି ମୁଁ ଲୋକଙ୍କ ଦହରେୁ ଭୂତମାନଙ୍କୁ ତଡି ଦେଉଛି ଓ ଲୋକମାନଙ୍କୁ ସୁସ୍ଥ କରିବା କାମ ସାରି ଦେଉଛି। ତା'ପର ଦିନ ମାରେ କାମ ସରିୟିବ।
ମ୍ଭେ ମାେତେ ଯେଉଁ କାମ ଦଇେଥିଲ ତାହା ମୁଁ କରିସାରିଛି। ମୁଁ ତୁମ୍ଭକୁ ଏ ସଂସାର ରେ ଗୌରବାନ୍ବିତ କରିଛି।
ଯୀଶୁ ତାହା ପାନ କରି କହିଲେ, ସମାପ୍ତ ହେଲା। ତା'ପରେ ସେ ମୁଣ୍ଡ ନୁଆଁଇ ପ୍ରାଣତ୍ଯାଗ କଲେ।
କିନ୍ତୁ, ମୁଁ ପ୍ରଭୁ ଯୀଶୁଙ୍କଠାରୁ ପରମେଶ୍ବରଙ୍କ ଅନୁଗ୍ରହଜନକ ସୁସମାଚ଼ାର ଘାଷେଣା କରିବାର ଯେଉଁ କାର୍ୟ୍ଯ ଓ ସବୋ ପଦ ପାଇଅଛି, ତାହା ସମ୍ପୂର୍ଣ୍ଣ କରିବା ନିମନ୍ତେ ପ୍ରାଣପଣେ ଚେ଼ଷ୍ଟା କରୁଛି। ଏଥିପାଇଁ ମାେ ନିଜର ଜୀବନକୁ ନିତାନ୍ତ ମୂଲ୍ଯହୀନ ମଣୁଅଛି।
ତା'ପରେ ଯାଇ ମନ୍ଦ ବ୍ଯକ୍ତି ପ୍ରକାଶିତ ହବେ। ପ୍ରଭୁଯୀଶୁ ସହେି ମନ୍ଦ ବ୍ଯକ୍ତିକୁ, ତାହାଙ୍କର ମୁହଁରୁ ନିର୍ଗତ ହେଉଥିବା ନିଶ୍ବାସ ଦ୍ବାରା ନଷ୍ଟ କରି ଦବେେ। ପ୍ରଭୁ ଯୀଶୁ ନିଜର ମହିମାମୟ ଆଗମନ ଦ୍ବାରା ତାହାକୁ ବିନଷ୍ଟ କରି ଦବେେ। ମନ୍ଦ ବ୍ଯକ୍ତି ଶୟତାନର ଶକ୍ତି ନଇେ ଆସିବ।
ମୁଁ ଦୌଡ଼ ପୂର୍ଣ୍ଣ କରିସାରିଛି। ମୁଁ ବିଶ୍ବାସ ବଜାୟ ରଖିଛି।
ଏହାପରେ ପଞ୍ଚମ ଦୂତ ତୂରୀ ବଜାଇଲେ। ସେତବେେଳେ ମୁଁ ଆକାଶରୁ ଗୋଟିଏ ତାରା ପୃଥିବୀ ଉପରେ ପଡ଼ିବାର ଦେଖିଲି। ସହେି ତାରାକୁ ପାତାଳ ଅତଳ ଗହ୍ବର ରେ ପ୍ରବେଶ ଦ୍ବାରର ଚାବି ଦିଆଗଲା।
ମୁଁ ମାରଦେୁଇ ସାକ୍ଷୀଙ୍କୁ କ୍ଷମତା ଦବେି। ସମାନେେ 1260 ଦିନ ପର୍ୟ୍ଯନ୍ତ ଅଖା ପିନ୍ଧି ଭବିଷ୍ଯଦ୍ ବାଣୀ କହିବେ।
ତା'ପରେ ମୁଁ ଗୋଟିଏ ପଶୁକୁ ସମୁଦ୍ର ଭିତରୁ ଉପରକୁ ଆସିବାର ଦେଖିଲି। ଏହାର ଦଶଟି ଶିଙ୍ଗ ଓ ସାତାଟେି ମୁଣ୍ଡ ଥିଲା। ପ୍ରେତ୍ୟକକ ଶିଙ୍ଗ ରେ ଗୋଟିଏ ଗୋଟିଏ ମୁକୁଟ ଥିଲା। ପ୍ରେତ୍ୟକକ ମସ୍ତକରେ ପରମେଶ୍ବରଙ୍କୁ ନିନ୍ଦା କରୁଥିବା ଖରାପ ନାମ ସବୁ ଲଖାଯାେଇଥିଲା।
ତାହାକୁ ପରମେଶ୍ବରଙ୍କ ପବିତ୍ ରେଲାକ ବିରୁଦ୍ଧ ରେ ୟୁଦ୍ଧ କରି ସମାନଙ୍କେୁ ପରାସ୍ତ କରିବାର କ୍ଷମତା ଦିଆଗଲା। ତାହାକୁ ପୃଥିବୀର ସବୁ ଗୋଷ୍ଠୀ, ଜାତି, ପ୍ରଜାତି ଓ ଦେଶଗୁଡ଼ିକ ଉପରେ ଶାସନ କରିବାକୁ କ୍ଷମତା ଦିଆଗଲା।
ତା'ପରେ ମୁଁ ଅନ୍ୟ ଏକ ପଶୁକୁ ପୃଥିବୀ ଉପରକୁ ଆସିବାର ଦେଖିଲି। ତା'ର ମଷେ ପରି ଦୁଇଟି ଶିଙ୍ଗ ଥିଲା, କିନ୍ତୁ ସେ ଏକ ସାପ ଭଳି ଭୟଙ୍କର କଥା କହୁଥିଲା।
ଦ୍ବିତୀୟ ପଶୁ ସବୁ ଲୋକମାନଙ୍କୁ ବଡ଼ ଓ ସାନ, ଧନୀ ଓ ଗରିବ, ସ୍ବାଧୀନ ଓ ପରାଧୀନ ନିର୍ବିଶଷେ ରେ ସମସ୍ତଙ୍କୁ ସମାନଙ୍କେ ଦକ୍ଷିଣ ହାତ ରେ କିମ୍ବା ସମାନଙ୍କେ କପାଳ ରେ ଗୋଟିଏ ଚିହ୍ନ ଧାରଣ କରିବା ପାଇଁ ବାଧ୍ଯ କଲା।
ମୁଁ ସହେି ସ୍ତ୍ରୀ ଲୋକକୁ ପରମେଶ୍ବରଙ୍କର ପବିତ୍ର ଲୋକଙ୍କର ରକ୍ତ ଓ ଯୀଶୁଙ୍କ ବିଷୟ ରେ ସମାନଙ୍କେର ସାକ୍ଷ୍ଯ ଦଇେଥିବା ଲୋକମାନଙ୍କର ରକ୍ତ ପିଇଥିବାର ଦେଖିଲି।
ତା'ପରେ ମୁଁ ସହେି ପଶୁ ଓ ପୃଥିବୀର ରାଜାମାନଙ୍କୁ ଦେଖିଲି। ସମାନଙ୍କେର ସନୋବାହିନୀଗଣ, ଅଶ୍ବାରୋହୀ ଓ ସମାନଙ୍କେର ସନୋବାହିନୀ ବିରୁଦ୍ଧ ରେ ୟୁଦ୍ଧ କରିବା ପାଇଁ ଏକତ୍ର ହେଲେ।