Home Bibles ପ୍ରଥମ ଶାମୁୟେଲ 14:40 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 14:40 · ଓଡ଼ିଆ ବାଇବେଲ

ତା'ପରେ ଶାଉଲ ଇଶ୍ରାୟେଲୀୟମାନଙ୍କୁ କହିଲେ, ତୁମ୍ଭେ ଗୋଟିଏ କଡ ରେ ଛିଡା ହକ୍ସ୍ଟଅ। ମୁ ଏବଂ ମାେ ପକ୍ସ୍ଟଅ ଯୋନାଥନ ଅନ୍ୟ ପାଶର୍‌ବ ରେ ଛିଡା ହେଉଛକ୍ସ୍ଟ।

Cross references

ପ୍ରଥମ ଶାମୁୟେଲ 1:23

ତା'ପରେ ତା'ର ସ୍ବାମୀ ଇଲ୍କାନା ତାକକ୍ସ୍ଟ କହିଲା, ଯାହା ତୁମ୍ଭେ ଉତ୍ତମ ଭାବ ତାହା କର। ପିଲାଟି ସ୍ତନପାନ ତ୍ଯାଗ କରାଇବା ପର୍ୟ୍ଯନ୍ତ ଏଠା ରେ ରକ୍ସ୍ଟହ। ସଦାପ୍ରଭୁ ତାଙ୍କର ବାକ୍ଯ ପୂର୍ଣ କରନ୍ତକ୍ସ୍ଟ । ତେଣୁ ସହେି ସ୍ତ୍ରୀ ଆପଣା ପକ୍ସ୍ଟତ୍ରକକ୍ସ୍ଟ ସ୍ତନପାନ ତ୍ଯାଗ କରିବା ପର୍ୟ୍ଯନ୍ତ ଗୃହ ରେ ରହିଲା ଓ ପିଲାର ଦଖାେଗ୍ଭହାଁ କଲା।

ପ୍ରଥମ ଶାମୁୟେଲ 14:7

ସାହାୟ୍ଯକାରୀ ୟକ୍ସ୍ଟବକ ଯୋନାଥନଙ୍କକ୍ସ୍ଟ କହିଲା, ତୁମ୍ଭେ ଯାହା ଭଲ ଭାବକ୍ସ୍ଟଛ କର ଏବଂ ତକ୍ସ୍ଟମ୍ଭ ସହିତ ସାରାପଥରେ ଅଛି।

ପ୍ରଥମ ଶାମୁୟେଲ 14:36

ଶାଉଲ କହିଲେ, ଗ୍ଭଲ! ଆଜି ରାତ୍ରି ରେ ପଲେଷ୍ଟୀୟମାନଙ୍କ ପଛ ରେ ୟିବା। ଆମ୍ଭେ ତାଙ୍କର ସର୍ବସ୍ବ ଲକ୍ସ୍ଟସ୍ଖନ କରିବା, ସମାନଙ୍କେୁ ହତ୍ଯା କରିବା।

ଦିତୀୟ ଶାମୁୟେଲ 15:15

ରାଜାଙ୍କର କର୍ମଗ୍ଭରୀମାନେ ଦାଉଦ ରାଜାଙ୍କକ୍ସ୍ଟ କହିଲେ, ଆପଣ ଯାହା କହିବେ ଆମ୍ଭେ ତାହା କରିବାକୁ ପ୍ରସ୍ତକ୍ସ୍ଟତ ଅଛକ୍ସ୍ଟ।

Interlinear

Choose Theme