ତା'ପରଦିନ ପ୍ରତକ୍ସ୍ଟ୍ଯଷରକ୍ସ୍ଟ ଯିହାଶୂେୟ ଇଶ୍ରାୟେଲର ସମସ୍ତ ଇଶ୍ରାୟେଲୀୟ ଲୋକମାନଙ୍କ ପରିବାରବର୍ଗ ଅନକ୍ସ୍ଟୟାଯୀ ସଦାପ୍ରଭୁଙ୍କ ଆଗକକ୍ସ୍ଟ ଆଣି ରେ। ଏବଂ ସଦାପ୍ରଭୁ ସେଥି ମଧ୍ଯରକ୍ସ୍ଟ ୟିହକ୍ସ୍ଟଦା ପରିବାରବର୍ଗକକ୍ସ୍ଟ ବାଛିଲେ।
Cross references
ପ୍ରଭାତ ରେ ଅବ୍ରହାମ ଉଠିଲା ଏବଂ ତାଙ୍କର ଗଧକୁ ସଜାଇଲେ। ଅବ୍ରହାମ ତାଙ୍କର ପୁତ୍ର ଇସ୍ହାକ ଏବଂ ଦୁଇଜଣ ଦାସଙ୍କୁ ତାଙ୍କ ସହିତ ରେ ନେଲେ। ଅବ୍ରହାମ ହାମବେଳି ନିମନ୍ତେ କାଠ କାଟି ପରମେଶ୍ବର କହିଥିବା ସ୍ଥାନକୁ ନଇଗେଲେ।
ପ୍ରତକ୍ସ୍ଟ୍ଯଷରକ୍ସ୍ଟ ଯିହାଶୂେୟ ଓ ଇଶ୍ରାୟେଲର ସମସ୍ତ ଲୋକମାନେ ଆକାସିଯା ସହର ପରିତ୍ଯାଗ କରି ୟର୍ଦ୍ଦନ ନଦୀ କୂଳକକ୍ସ୍ଟ ୟାତ୍ରା କଲେ। ସମାନେେ ନଦୀ ପାର ହାଇଯେିବା ପର୍ୟ୍ଯନ୍ତ ସହେି ନଦୀ କୂଳ ରେ ଛାଉଣୀ କଲେ।
ଏହାପରେ ଇଶ୍ରାୟେଲ ଲୋକମାନେ ସକାଳକ୍ସ୍ଟ ଉଠିଲେ ଓ ଗିବିଯା ନିକଟରେ ସମାନଙ୍କେର ଛାଉଣୀ ସ୍ଥାପନ କଲେ।
ମୁଁ ତୁମ୍ଭର ଆଜ୍ଞାସବୁ ପାଳନ କରିବାରେ, ବିଳମ୍ବ କରି ନାହିଁ।
ତୁମ୍ଭେ କୌଣସି କାର୍ୟ୍ଯ କର, ତାହା ଆପଣା ସମସ୍ତ ଶକ୍ତି ସହିତ କର। କାରଣ ତୁମ୍ଭେ ଯେଉଁ କବରକୁ ଯାଉଅଛ, ସଠାେ ରେ କିଛି କାର୍ୟ୍ଯ, ଯୋଜନା, ବୁଦ୍ଧି, ଜ୍ଞାନ ନାହିଁ।