Home Bibles ଯାତ୍ରା ପୁସ୍ତକ 30:4 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 30:4 · ଓଡ଼ିଆ ବାଇବେଲ

ସୁବର୍ଣ୍ଣର ବଳଯ ତଳେ ଦୁଇଟି କଣା କର। ଏବଂ ସଠାେରେ ଦୁଇଟି ସୁବର୍ଣ୍ଣର ଆଙ୍କୁଡା ଲଗାଅ। ୟଜ୍ଞବଦେୀକୁ ସାଙ୍ଗୀ ସାହାୟ୍ଯ ରେ ବହିନିଅ।

Cross references

ଯାତ୍ରା ପୁସ୍ତକ 25:12

ଏଥି ନିମନ୍ତେ ଗ୍ଭରି କଣ ରେ ଗ୍ଭରୋଟି ସୁବର୍ଣ୍ଣର କଡା ଲଗାଅ। ପ୍ରେତ୍ୟକକ ପାଖ ରେ ଦୁଇଟି କଡା ଲଗାଅ।

ଯାତ୍ରା ପୁସ୍ତକ 25:14

ସିନ୍ଦୁକ ବହିବା ନିମନ୍ତେ ସିନ୍ଦୁକର ଦୁଇ ପାଶର୍‌ବସ୍ଥ କଡା ରେ ସହେି ସାଙ୍ଗୀ ପ୍ରବେଶ କରାଇବ।

ଯାତ୍ରା ପୁସ୍ତକ 25:27

ଏହି କଡାଗୁଡିକ ଭିତ ରେ ସାଙ୍ଗୀ ମଜେ ବହନ କରିବ। ଏବଂ ସଗେୁଡିକ ରିମ୍ର ପାଖାପାଖି ରହିବା ଉଚିତ୍।

ଯାତ୍ରା ପୁସ୍ତକ 26:29

ସବୁ ଢାଞ୍ଚାଗୁଡିକୁ ଓ ଖିଲକୁ ଧରି ରଖୁଥିବା ଢାଞ୍ଚାକୁ ସୁବର୍ଣ୍ଣ ରେ ଆଚ୍ଛାଦନ କର। ସୁବର୍ଣ୍ଣ ରେ କଡା ତିଆରି କର।

ଯାତ୍ରା ପୁସ୍ତକ 27:4

ପିତ୍ତଳ ରେ ଏକ ଜାଲି କରିବ ଓ ତା' ଉପରେ ଚାରି କୋଣ ରେ ପିତ୍ତଳର ଚାରକଡା କରିବ।

ଯାତ୍ରା ପୁସ୍ତକ 27:7

ପୁଣି ସହେି ବଦେୀକୁ ବହିବା ବେଳେ ବଦେୀର ଉଭୟ ପାଶର୍‌ବ ଉପରେ କଡା ମଧିଅରେ ସହେି ସାଙ୍ଗୀ ରଖ।

Interlinear

Choose Theme