Home Bibles ଯାତ୍ରା ପୁସ୍ତକ 25:12 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 25:12 · ଓଡ଼ିଆ ବାଇବେଲ

ଏଥି ନିମନ୍ତେ ଗ୍ଭରି କଣ ରେ ଗ୍ଭରୋଟି ସୁବର୍ଣ୍ଣର କଡା ଲଗାଅ। ପ୍ରେତ୍ୟକକ ପାଖ ରେ ଦୁଇଟି କଡା ଲଗାଅ।

Cross references

ଯାତ୍ରା ପୁସ୍ତକ 25:15

ସହେି ସାଙ୍ଗୀ ସିନ୍ଦୁକର କଡ଼ା ଭିତ ରେ ଥିବ ଏବଂ ତହିଁରୁ ନିଶ୍ଚିତ ବାହାର କରାୟିବ ନାହିଁ।

ଯାତ୍ରା ପୁସ୍ତକ 25:26

ଆଉ ସୁବର୍ଣ୍ଣ ରେ ଚାରୋଟୀ କଡା କରି ଚାରି ଖୁରାର ଚାରି କଣ ରେ ରଖିବ।

ଯାତ୍ରା ପୁସ୍ତକ 26:29

ସବୁ ଢାଞ୍ଚାଗୁଡିକୁ ଓ ଖିଲକୁ ଧରି ରଖୁଥିବା ଢାଞ୍ଚାକୁ ସୁବର୍ଣ୍ଣ ରେ ଆଚ୍ଛାଦନ କର। ସୁବର୍ଣ୍ଣ ରେ କଡା ତିଆରି କର।

ଯାତ୍ରା ପୁସ୍ତକ 27:7

ପୁଣି ସହେି ବଦେୀକୁ ବହିବା ବେଳେ ବଦେୀର ଉଭୟ ପାଶର୍‌ବ ଉପରେ କଡା ମଧିଅରେ ସହେି ସାଙ୍ଗୀ ରଖ।

ଯାତ୍ରା ପୁସ୍ତକ 37:5

ସହେିପରି ସାଙ୍ଗୀକୁ ବହିବା ପାଇଁ ଦୁଇ ପାଶର୍‌ବ ରେ ଥିବା ଦୁଇ କଡା ମଧିଅରେ ସାଙ୍ଗୀକୁ ପୁରାଇଥିଲେ।

ଯାତ୍ରା ପୁସ୍ତକ 38:7

ବଦେୀଟିକୁ ବହିବା ପାଇଁ ସେ ୟଜ୍ଞବଦେୀ ପାଶର୍‌ବ ରେ ଥିବା କଡା ମଧିଅରେ ସାଙ୍ଗୀକୁ ପୁରାଇଲେ। ସେ ୟଜ୍ଞବଦେୀଟିକୁ ଖାଲି ସିନ୍ଦୁକ ପରି ପଟା ରେ ନିର୍ମାଣ କଲେ।

ଯାତ୍ରା ପୁସ୍ତକ 39:16

ଦୁଇ ସ୍ବର୍ଣ୍ଣଧାର ଓ ଦୁଇ ସ୍ବର୍ଣ୍ଣକଡା ନର୍ମାଣ କରି ବିଚାରାର୍ଥକ ବୁକପଟାର ଦୁଇ ପ୍ରାନ୍ତ ରେ ସହେି ଦୁଇ କଡା ଲାଗାଇଲେ।

Interlinear

Choose Theme