Home Bibles ଯାତ୍ରା ପୁସ୍ତକ 25:14 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 25:14 · ଓଡ଼ିଆ ବାଇବେଲ

ସିନ୍ଦୁକ ବହିବା ନିମନ୍ତେ ସିନ୍ଦୁକର ଦୁଇ ପାଶର୍‌ବସ୍ଥ କଡା ରେ ସହେି ସାଙ୍ଗୀ ପ୍ରବେଶ କରାଇବ।

Cross references

ଯାତ୍ରା ପୁସ୍ତକ 25:27

ଏହି କଡାଗୁଡିକ ଭିତ ରେ ସାଙ୍ଗୀ ମଜେ ବହନ କରିବ। ଏବଂ ସଗେୁଡିକ ରିମ୍ର ପାଖାପାଖି ରହିବା ଉଚିତ୍।

ଯାତ୍ରା ପୁସ୍ତକ 25:28

ମଜେକୁ ବୋହିବା ପାଇଁ ଶିଟୀମ୍ କାଠ ରେ ସାଙ୍ଗୀ ତିଆରି କରି ସେଥି ରେ ସୁବର୍ଣ୍ଣ ମଡାଇ ଦିଅ।

ଯାତ୍ରା ପୁସ୍ତକ 30:4

ସୁବର୍ଣ୍ଣର ବଳଯ ତଳେ ଦୁଇଟି କଣା କର। ଏବଂ ସଠାେରେ ଦୁଇଟି ସୁବର୍ଣ୍ଣର ଆଙ୍କୁଡା ଲଗାଅ। ୟଜ୍ଞବଦେୀକୁ ସାଙ୍ଗୀ ସାହାୟ୍ଯ ରେ ବହିନିଅ।

ଯିହୋଶୂୟ 6:6

ତେଣୁ ନୂନର ପକ୍ସ୍ଟତ୍ର ଯିହାଶୂେୟ ସମସ୍ତ ଯାଜକମାନଙ୍କୁ ଏକତ୍ରୀତ କଲେ। ଯିହାଶୂେୟ ସମାନଙ୍କେୁ କହିଲେ, ତୁମ୍ଭମାନେେ ପବିତ୍ର ନିଯମ ସିନ୍ଦକ୍ସ୍ଟକ ଆଣ ଓ ସାତଜଣ ଯାଜକ ସଦାପ୍ରଭୁଙ୍କର ପବିତ୍ର ସିନ୍ଦକ୍ସ୍ଟକ ଆଗ ରେ ମଷେଶିଙ୍ଗା ବଜାଇବେ।

ପ୍ରଥମ ବଂଶାବଳୀ 15:2

ଏହାପରେ ଦାଉଦ କହିଲେ, କବଳେ ଲବେୀୟମାନେ ନିଯମସିନ୍ଦୁକକୁ ବହି ନଇେ ପାରିବେ। କାରଣ ସଦାପ୍ରଭୁ ସମାନଙ୍କେୁ ନିଯମସିନ୍ଦୁକ ବହିନବୋ ନିମନ୍ତେ ଓ ଚିରକାଳ ତାଙ୍କର ସବୋ କରିବା ନିମନ୍ତେ ମନୋନୀତ କରିଅଛନ୍ତି।

ପ୍ରଥମ ବଂଶାବଳୀ 15:15

ମାଶାେ ଯେଉଁପରି ଆଦେଶ ଦଇେଥିଲେ, ସହେିପରି ଭାବରେ ନିଯମସିନ୍ଦୁକକୁ ବହି ନଇୟିବୋ ନିମନ୍ତେ ଲବେୀୟମାନେ ବିଶଷେ କାଷ୍ଠଦଣ୍ଡର ବ୍ଯବହାର କଲେ। ସଦାପ୍ରଭୁ ଯେଉଁପରି କହିଥିଲେ, ଠିକ୍ ସହେିପରି ସମାନେେ ନିଯମସିନ୍ଦୁକକୁ ବହି ନେଲେ।

Interlinear

Choose Theme