Home Bibles ଯାତ୍ରା ପୁସ୍ତକ 26:29 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 26:29 · ଓଡ଼ିଆ ବାଇବେଲ

ସବୁ ଢାଞ୍ଚାଗୁଡିକୁ ଓ ଖିଲକୁ ଧରି ରଖୁଥିବା ଢାଞ୍ଚାକୁ ସୁବର୍ଣ୍ଣ ରେ ଆଚ୍ଛାଦନ କର। ସୁବର୍ଣ୍ଣ ରେ କଡା ତିଆରି କର।

Cross references

ଯାତ୍ରା ପୁସ୍ତକ 25:11

ତହୁଁ ତୁମ୍ଭେ ନିର୍ମଳ ସୁବର୍ଣ୍ଣ ରେ ତାହା ମଡାଇବ। ତା'ର ଭିତର ପଟ ଓ ବାହାର ପଟେ ରେ ମଧ୍ଯ ମଡାଇବ। ଏବଂ ତା'ଉପରେ ଚତୁର୍ଦ୍ଦିଗ ରେ ସୁବର୍ଣ୍ଣର କନ୍ଥ କରିବ।

ପ୍ରଥମ ରାଜାବଳୀ 6:20

ଏହି ଗର୍ଭାଗାରଟି କୋଡିଏ ହାତ ଦୀର୍ଘ, କୋଡିଏ ହାତ ଚଉଡା ଓ କୋଡିଏ ହାତ ଉଚ୍ଚ ଥିଲା।

ପ୍ରଥମ ରାଜାବଳୀ 6:22

ସମଗ୍ର ମନ୍ଦିରଟି ସୁବର୍ଣ୍ଣ ମଣ୍ତିତ ହେଲା ଓ ମହାପବିତ୍ର ସ୍ଥାନର ସମ୍ମୁଖସ୍ଥ ଧୂପବଦେି ମଧ୍ଯ ସୁବର୍ଣ ରେ ଆଚ୍ଛାଦିତ ହେଲା।

Interlinear

Choose Theme