ଯାତ୍ରା ପୁସ୍ତକ 27:7 · ଓଡ଼ିଆ ବାଇବେଲ
ପୁଣି ସହେି ବଦେୀକୁ ବହିବା ବେଳେ ବଦେୀର ଉଭୟ ପାଶର୍ବ ଉପରେ କଡା ମଧିଅରେ ସହେି ସାଙ୍ଗୀ ରଖ।
Cross references
ଯାତ୍ରା ପୁସ୍ତକ 25:28
ମଜେକୁ ବୋହିବା ପାଇଁ ଶିଟୀମ୍ କାଠ ରେ ସାଙ୍ଗୀ ତିଆରି କରି ସେଥି ରେ ସୁବର୍ଣ୍ଣ ମଡାଇ ଦିଅ।
ଯାତ୍ରା ପୁସ୍ତକ 30:4
ସୁବର୍ଣ୍ଣର ବଳଯ ତଳେ ଦୁଇଟି କଣା କର। ଏବଂ ସଠାେରେ ଦୁଇଟି ସୁବର୍ଣ୍ଣର ଆଙ୍କୁଡା ଲଗାଅ। ୟଜ୍ଞବଦେୀକୁ ସାଙ୍ଗୀ ସାହାୟ୍ଯ ରେ ବହିନିଅ।
ଗଣନା ପୁସ୍ତକ 4:13
ପୁଣି ସମାନେେ ୟଜ୍ଞବଦେୀରୁ ଭସ୍ମ କାଢି ନଇେ ତହିଁ ଉପରେ ବାଇଗଣି ରଗଂର ବସ୍ତ୍ର ବିଛାଇବେ।