ଯାତ୍ରା ପୁସ୍ତକ 30:5 · ଓଡ଼ିଆ ବାଇବେଲ
ଏହି ସାଙ୍ଗୀ ମଧ୍ଯ ଶିଟୀମ୍ କାଠ ରେ ତିଆରି କରିବ। ଏହି ସାଙ୍ଗୀଗୁଡିକ ସୁବର୍ଣ୍ଣ ରେ ଛାଉଣୀ କରାୟିବ।
Cross references
ଯାତ୍ରା ପୁସ୍ତକ 25:13
ଏହାକୁ ବହିବା ପାଇଁ ସାଙ୍ଗୀ ତିଆରୀ କର ଓ ସୁବର୍ଣ୍ଣ ରେ ମଣ୍ଡିତ କର।
ଯାତ୍ରା ପୁସ୍ତକ 25:27
ଏହି କଡାଗୁଡିକ ଭିତ ରେ ସାଙ୍ଗୀ ମଜେ ବହନ କରିବ। ଏବଂ ସଗେୁଡିକ ରିମ୍ର ପାଖାପାଖି ରହିବା ଉଚିତ୍।