Home Bibles ଯାତ୍ରା ପୁସ୍ତକ 25:16 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 25:16 · ଓଡ଼ିଆ ବାଇବେଲ

ପରମେଶ୍ବର କହିଲେ, ପୁଣି ଆମ୍ଭେ ତୁମ୍ଭକୁ ଯେଉଁ ଚୁକ୍ତିପତ୍ର ଦବୋ ତାହା ସହେି ସିନ୍ଦୁକରେ ରଖିବ।

Cross references

ଯାତ୍ରା ପୁସ୍ତକ 16:34

ସଦାପ୍ରଭୁ ମାଶାଙ୍କେୁ ଆଜ୍ଞା ଦଇେଥିବା ଅନୁସାରେ ହାରୋଣ ଏହାକୁ ନିଯମ-ସିନ୍ଦୁକ ସମ୍ମୁଖ ରେ ରଖିଲେ।

ଯାତ୍ରା ପୁସ୍ତକ 27:21

ହାରୋଣ ଓ ତା'ର ପୁତ୍ରମାନେ ପରଦା ପଛ ରେ ଥିବା ନିଯମ-ସିନ୍ଦୁକ ଓ ଏହାର ସମ୍ମୁଖ ରେ ଥିବା ଏହାକୁ ସନ୍ଧ୍ଯାରୁ ସକାଳ ପର୍ୟ୍ଯନ୍ତ ପ୍ରସ୍ତୁତ ରଖିବା ଉଚିତ୍। ଏହି ବ୍ଯବସ୍ଥା ଇଶ୍ରାୟେଲ ଲୋକମାନଙ୍କ ପାଇଁ ସର୍ବଦା ପ୍ରପୁଜ୍ଯ ହବେ।

ଯାତ୍ରା ପୁସ୍ତକ 30:6

ମୁଁ ତୁମ୍ଭକୁ ଯେଉଁ ସ୍ଥାନ ରେ ସାକ୍ଷାତ କରିବି ତାହା ନିଯମ-ସିନ୍ଦୁକର ସମ୍ମୁଖ ରେ ଅଛି। ଯେଉଁଟାକି ପରଦା ପାଶର୍‌ବ ରେ ନିଯମ-ସିନ୍ଦୁକ ଆଚ୍ଛାଦକର ଆଗ ରେ ଅଛି।

ଯାତ୍ରା ପୁସ୍ତକ 30:36

ତହିଁରୁ କିଛି ଚୁର୍ଣ୍ଣ କରି ଯେଉଁ ସମାଗମ ତମ୍ବୁ ରେ ଆମ୍ଭେ ତୁମ୍ଭ ସହିତ ସାକ୍ଷାତ କରିବା, ତହିଁ ମଧିଅରେ ନିଯମ-ସିନ୍ଦୁକ ମଧିଅରେ ରଖିବ। ତାହା ତୁମ୍ଭମାନଙ୍କ ପ୍ରତି ମହାପବିତ୍ର ହବେ।

ଯାତ୍ରା ପୁସ୍ତକ 31:18

ତେଣୁ ସଦାପ୍ରଭୁ ସୀନଯ ପର୍ବତ ରେ ମାଶାଙ୍କେ ସହିତ କଥାବାର୍ତ୍ତା ନିଯମ ସ୍ବରୂପେ ପରମେଶ୍ବରଙ୍କ ଅଙ୍ଗୁଳି-ଲିଖିତ ଦୁଇଟି ପ୍ରସ୍ତର ପଟା ଫଳକ ତାଙ୍କୁ ଦେଲେ।

ଯାତ୍ରା ପୁସ୍ତକ 32:15

ଏହାପରେ ମାଶାେ ବୁଲି ପଡିଲେ ଓ ପର୍ବତର ତଳକୁ ଓହ୍ଲାଇ ଗଲେ। ମାଶାଙ୍କେ ହାତ ରେ ଚୁକ୍ତି ଲଖାେ ୟାଇଥିବା ପ୍ରସ୍ତର ଫଳକ ଥିଲା। ସଦାପ୍ରଭୁଙ୍କର ଆଜ୍ଞା ଏହା ପଛପଟେ ଓ ଆଗ ପଟେ ଲଖାେ ହାଇେଥିଲା।

ଯାତ୍ରା ପୁସ୍ତକ 34:29

ଏହାପରେ ମାଶାେ ସୀନଯ ପର୍ବତ ଉପରୁ ତଳକୁ ଓହ୍ଲାଇଲେ। ସେ ସହେି ଦୁଇଟି ପ୍ରସ୍ତର ଫଳକ ଚୁକ୍ତି ସାଙ୍ଗ ରେ ନଇେ ଆସିଥିଲେ। ମାଶାଙ୍କେର ମୁଖ ଉଜ୍ଜଳ ଦିଶୁଥିଲା କାରଣ ସେ ସଦାପ୍ରଭୁଙ୍କ ସହିତ କଥୋପକଥନ କରିଥିଲେ, କିନ୍ତୁ ମାଶାଙ୍କେୁ ଏହା ଜଣା ନଥିଲା।

ଯାତ୍ରା ପୁସ୍ତକ 38:21

ମାଶାେ ଲବେୀୟ ଲୋକମାନଙ୍କୁ ଆଜ୍ଞା ଦେଲେ, ପବିତ୍ର ତମ୍ବୁ ରେ ବ୍ଯବହାର ହେଉଥିବା ବସ୍ତୁମାନଙ୍କର ଗଣନା କରିବା ପାଇଁ ଏବଂ ଏହାର ଦାଯିତ୍ବ ନଇେଥିଲେ ଯାଜକ ହାରୋଣର ପୁତ୍ର ଇଥାମ।

ଗଣନା ପୁସ୍ତକ 17:4

ସମାଗମ ତମ୍ବୁର ପବିତ୍ର ସିନ୍ଦୁକ ସମ୍ମୁ ରେ ଏହିସବୁ ଆଶାବାଡି ସହେିଠା ରେ ରଖ । ଯେଉଁ ସ୍ଥାନ ରେ ମୁଁ ତୁମ୍ଭ ସହିତ ଦଖାେ କରେ।

ଦିତୀୟ ବିବରଣ 10:2

ଆମ୍ଭେ ଏହି ପ୍ରସ୍ତର ଫଳକରେ ପୂର୍ବପରି ଲେଖିବା, ଏହାପରେ ଏହି ନୂଆ ପ୍ରସ୍ତରଫଳକ ଦ୍ବଯକକ୍ସ୍ଟ ଏକ ସିନ୍ଦକ୍ସ୍ଟକରେ ରଖିବ।'

ଦିତୀୟ ବିବରଣ 10:5

ମୁ ବକ୍ସ୍ଟଲି ପଡିଲି ଓ ସମାନଙ୍କେୁ ପର୍ବତ ତଳକକ୍ସ୍ଟ ଆଣିଲି। ମୁ କରିଥିବା ଶିଟୀମକାଠର ସିନ୍ଦକ୍ସ୍ଟକରେ ସମାନଙ୍କେୁ ରଖିଲି। ସଦାପ୍ରଭୁ ମାେତେ ନିର୍ଦ୍ଦେଶ ଦଇେଥିଲେ ସଗେକ୍ସ୍ଟଡିକ ତାହା ମଧିଅରେ ରଖିବାକକ୍ସ୍ଟ। ଏପରିକି ଆଜି ପର୍ୟ୍ଯନ୍ତ ସହେି ପ୍ରସ୍ତର ଫଳକଦ୍ବଯ ସହେି ସିନ୍ଦକ୍ସ୍ଟକ ମଧିଅରେ ସହେି ସ୍ଥାନ ରେ ରହିଅଛି।

ଦିତୀୟ ବିବରଣ 31:26

ଏହି ବ୍ଯବସ୍ଥା ପୁସ୍ତକ ନିଅ ଓ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ନିଯମ ସିନ୍ଦକ୍ସ୍ଟକ ଭିତ ରେ ରଖ। ତାହା ସଠାେରେ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ସାକ୍ଷୀରୂପେ ରହିବ।

ପ୍ରଥମ ରାଜାବଳୀ 8:9

ସହେି ପବିତ୍ର ସିନ୍ଦୁକରେ କବଳେ ଦୁଇଟି ପ୍ରସ୍ତର ଫଳକ ଥିଲା। ହାରେବେ ନିକଟରେ ମାଶାେ ଏହି ଫଳକ ଦୁଇଟିକୁ ରଖିଥିଲେ ଯେତବେେଳେ ଇଶ୍ରାୟେଲ ସନ୍ତାନଗଣ ମିଶର ଦେଶରୁ ବାହାରି ଆସିଥିଲେ। ସେତବେେଳେ ସଦାପ୍ରଭୁ ଏହି ହାରେବେ ରେ ଇଶ୍ରାୟେଲୀୟଙ୍କ ପାଇଁ ନିଯମ କରିଥିଲେ।

ଦିତୀୟ ରାଜାବଳୀ 11:12

ସେତବେେଳେ ସମାନେେ ରାଜପୁତ୍ରକୁ ବାହାରକୁ ଆଣି ତାହା ମସ୍ତକରେ ମୁକୁଟ ପିନ୍ଧାଇଲେ ଓ ତାହାକୁ ସାକ୍ଷ ପୁସ୍ତକ ଦେଲେ। ପୁଣି ସମାନେେ ତାଙ୍କୁ ରାଜାକରି ଅଭିଷକେ କଲେ। ଆଉ କରତାଳି ଦଇେ କହିଲେ, ରାଜା ଚିରଜୀବି ହୁଅନ୍ତୁ।

ଦିତୀୟ ବଂଶାବଳୀ 34:14

ଲବେୀୟମାନେ ସଦାପ୍ରଭୁଙ୍କ ମନ୍ଦିର ରେ ଥିବା ଟଙ୍କାକୁ ବାହାର କରୁଥିଲେ। ଆଉ ସହେି ସମୟରେ ହିଲ୍କିଯ ଯାଜକ ମାଶାଙ୍କେ ଦ୍ବାରା ପ୍ରଦତ୍ତ ସଦାପ୍ରଭୁଙ୍କ ବ୍ଯବସ୍ଥା ନିଯମ ପୁସ୍ତକଟି ପାଇଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:44

ଆମ୍ଭ ପୂର୍ବପୁରୁଷମାନଙ୍କ ପବିତ୍ର ତମ୍ବୁ ମଧ୍ଯ ପ୍ରାନ୍ତର ରେ ଥିଲା। ପରମେଶ୍ବର ମାଶାଙ୍କେୁ ଗୋଟିଏ ନକ୍ସା ଦଖାଇେଲେ ଏବଂ ସେ ଦେଖିଥିବା ନକ୍ସା ଅନୁସାରେ ଗୋଟିଏ ସାକ୍ଷ୍ଯ ତମ୍ବୁ ତିଆରି କରିବାକୁ ତାହାଙ୍କୁ କହିଥିଲେ।

ରୋମୀୟଙ୍କ ପ୍ରତି ପତ୍ର 3:2

ହଁ ଯିହୂଦୀମାନଙ୍କଠା ରେ ଅନକେ କିଛି ବିଶଷେ ବିଷୟ ଅଛି। ସବୁଠାରୁ ମହତ୍ତ୍ବପୂର୍ଣ୍ଣ କଥା ଏହି ଯେ, ସମାନଙ୍କେୁ ସର୍ବପ୍ରଥମେ ପରମେଶ୍ବର ତାହାଙ୍କ ଉପଦେଶ ଗୁଡ଼ିକୁ ସମର୍ପିତ କଲେ।

ଏବ୍ରୀ 9:4

ଏଠା ରେ ସୁଗନ୍ଧିତ ଦ୍ରବ୍ଯ ପୋଡ଼ିବା ପାଇଁ ଗୋଟିଏ ସୁନାର ବଦେୀ ଥିଲା। 'ପୁରାତନ ନିୟମ315 ଗୋଟିଏ ପବିତ୍ର ବାକ୍ସ ଭିତ ରେ ଥିଲା। ବାକ୍ସ ସୁନା ରେ ତିଆରି ହାଇେଥିଲା। ସହେି ବାକ୍ସ ଭିତ ରେ ସୁନା ରେ ତିଆରି ମାନ୍ନା316 ରଖା ହାଇେଥିବା ଗୋଟିଏ ପାତ୍ର ଥିଲା। ହାରୋଣର ବାଡ଼ିଟି ଯେଉଁବାଡ଼ି ଉପରେ ନୂଆ ହାଇେ ପତ୍ର କଅଁଳି ଥିଲା ମଧ୍ଯ ଥିଲା। ସହେି ବାକ୍ସ ରେ ପୁରାତନ ନିୟମର ଦଶଆଜ୍ଞା ଲଖାେଥିବା ପ୍ରସ୍ତର ଫଳକମାନ ମଧ୍ଯ ଥିଲା।

Interlinear

Choose Theme