Home Bibles ଦିତୀୟ ବିବରଣ 10:5 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 10:5 · ଓଡ଼ିଆ ବାଇବେଲ

ମୁ ବକ୍ସ୍ଟଲି ପଡିଲି ଓ ସମାନଙ୍କେୁ ପର୍ବତ ତଳକକ୍ସ୍ଟ ଆଣିଲି। ମୁ କରିଥିବା ଶିଟୀମକାଠର ସିନ୍ଦକ୍ସ୍ଟକରେ ସମାନଙ୍କେୁ ରଖିଲି। ସଦାପ୍ରଭୁ ମାେତେ ନିର୍ଦ୍ଦେଶ ଦଇେଥିଲେ ସଗେକ୍ସ୍ଟଡିକ ତାହା ମଧିଅରେ ରଖିବାକକ୍ସ୍ଟ। ଏପରିକି ଆଜି ପର୍ୟ୍ଯନ୍ତ ସହେି ପ୍ରସ୍ତର ଫଳକଦ୍ବଯ ସହେି ସିନ୍ଦକ୍ସ୍ଟକ ମଧିଅରେ ସହେି ସ୍ଥାନ ରେ ରହିଅଛି।

Cross references

ଯାତ୍ରା ପୁସ୍ତକ 25:16

ପରମେଶ୍ବର କହିଲେ, ପୁଣି ଆମ୍ଭେ ତୁମ୍ଭକୁ ଯେଉଁ ଚୁକ୍ତିପତ୍ର ଦବୋ ତାହା ସହେି ସିନ୍ଦୁକରେ ରଖିବ।

ଯାତ୍ରା ପୁସ୍ତକ 25:21

ତୁମ୍ଭେ ଏହି ପାପାଚ୍ଛାଦନ ସହେି ସିନ୍ଦୁକ ଉପରେ ରଖିବ। ପୁଣି ଆମ୍ଭେ ତୁମ୍ଭକୁ ଯେଉଁ ଚୁକ୍ତିପତ୍ର ଦବୋ ତାହା ସହେି ସିନ୍ଦୁକ ମଧ୍ଯର ଥୋଇବ।

ଯାତ୍ରା ପୁସ୍ତକ 32:15

ଏହାପରେ ମାଶାେ ବୁଲି ପଡିଲେ ଓ ପର୍ବତର ତଳକୁ ଓହ୍ଲାଇ ଗଲେ। ମାଶାଙ୍କେ ହାତ ରେ ଚୁକ୍ତି ଲଖାେ ୟାଇଥିବା ପ୍ରସ୍ତର ଫଳକ ଥିଲା। ସଦାପ୍ରଭୁଙ୍କର ଆଜ୍ଞା ଏହା ପଛପଟେ ଓ ଆଗ ପଟେ ଲଖାେ ହାଇେଥିଲା।

ଯାତ୍ରା ପୁସ୍ତକ 34:28

ମାଶାେ ସଠାେରେ ସଦାପ୍ରଭୁଙ୍କ ସହିତ ଚାଳିଶ ଦିନ ଓ ଚାଳିଶ ରାତି ରହିଲେ. ମାଶାେ କୌଣସି ଖାଦ୍ୟ କିମ୍ବା ପାନୀଯ ସଠାେରେ ଗ୍ରହଣ କଲେ ନାହିଁ। ଏବଂ ସେ ଚୁକ୍ତିର ବାକ୍ଯସବୁ ସହେି ଦଶଆଜ୍ଞା ପ୍ରସ୍ତର ଫଳକରେ ଖୋଦିତ କଲେ।

ଯାତ୍ରା ପୁସ୍ତକ 34:29

ଏହାପରେ ମାଶାେ ସୀନଯ ପର୍ବତ ଉପରୁ ତଳକୁ ଓହ୍ଲାଇଲେ। ସେ ସହେି ଦୁଇଟି ପ୍ରସ୍ତର ଫଳକ ଚୁକ୍ତି ସାଙ୍ଗ ରେ ନଇେ ଆସିଥିଲେ। ମାଶାଙ୍କେର ମୁଖ ଉଜ୍ଜଳ ଦିଶୁଥିଲା କାରଣ ସେ ସଦାପ୍ରଭୁଙ୍କ ସହିତ କଥୋପକଥନ କରିଥିଲେ, କିନ୍ତୁ ମାଶାଙ୍କେୁ ଏହା ଜଣା ନଥିଲା।

ଯାତ୍ରା ପୁସ୍ତକ 40:20

ଏହାପରେ ମାଶାେ ନିଯମର ନଳାକାର ପୁସ୍ତକକୁ ପବିତ୍ର ସିନ୍ଦୁକ ମଧିଅରେ ରଖିଲେ। ସେ ସାଙ୍ଗିକୁ ସିନ୍ଦୁକ ଉପରେ ରଖିଲେ ଏବଂ ସିନ୍ଦୁକ ଉପରେ ଆଚ୍ଛାଦନ ବସ୍ତ୍ର ଘୋଡାଇ ଦେଲେ।

ଦିତୀୟ ବିବରଣ 9:15

ତହିଁରେ ମୁ ଫରେି ପର୍ବତ ତଳକକ୍ସ୍ଟ ଆସିଲି, ଆଉ ପର୍ବତ ଅଗ୍ନି ରେ ଜଳକ୍ସ୍ଟଥିଲା। ଆଉ ନିଯମର ସହେି ଦକ୍ସ୍ଟଇ ପ୍ରସ୍ତର ଫଳ ମାରେ ଦକ୍ସ୍ଟଇ ହସ୍ତ ରେ ଥିଲା।

ଦିତୀୟ ବିବରଣ 10:2

ଆମ୍ଭେ ଏହି ପ୍ରସ୍ତର ଫଳକରେ ପୂର୍ବପରି ଲେଖିବା, ଏହାପରେ ଏହି ନୂଆ ପ୍ରସ୍ତରଫଳକ ଦ୍ବଯକକ୍ସ୍ଟ ଏକ ସିନ୍ଦକ୍ସ୍ଟକରେ ରଖିବ।'

ଯିହୋଶୂୟ 4:9

ଯିହାଶୂେୟ ୟର୍ଦ୍ଦନ ନଦୀର ମଝି ରେ ବାର ଖଣ୍ତ ପଥର ବସାଇଲେ। ଯେଉଁଠା ରେ ବାର ଜଣ ଯାଜକ ସଦାପ୍ରଭୁଙ୍କର ନିଯମ ସିନ୍ଦକ୍ସ୍ଟକ ଧରି ଠିଆ ହାଇେଥିଲେ। ଯାହାକି ଆଜି ପର୍ୟ୍ଯନ୍ତ ପଥରଖଣ୍ତଗକ୍ସ୍ଟଡିକ ସହେି ସ୍ଥାନ ରେ ଅଛି।

ପ୍ରଥମ ରାଜାବଳୀ 8:8

ଆଉ ସହେି ସାଙ୍ଗୀ ଏତେ ଦୀର୍ଘ ଥିଲା ଯେ ତାହାର ଅଗ୍ରଭାଗ ମହାପବିତ୍ର ସ୍ଥାନ ସମ୍ମୁଖ ରେ ଥିବା ପବିତ୍ର ସ୍ଥାନରୁ ଦଖାେ ଯାଉଥିଲା, ମାତ୍ର ଏହି ବାହାରୁ ଦଖାେ ଯାଉ ନ ଥିଲା। ସହେି ସ୍ତମ୍ଭ ଆଜି ପର୍ୟ୍ଯନ୍ତ ସଠାେରେ ଅଛି।

Interlinear

Choose Theme