ଲବେୀୟମାନେ ସଦାପ୍ରଭୁଙ୍କ ମନ୍ଦିର ରେ ଥିବା ଟଙ୍କାକୁ ବାହାର କରୁଥିଲେ। ଆଉ ସହେି ସମୟରେ ହିଲ୍କିଯ ଯାଜକ ମାଶାଙ୍କେ ଦ୍ବାରା ପ୍ରଦତ୍ତ ସଦାପ୍ରଭୁଙ୍କ ବ୍ଯବସ୍ଥା ନିଯମ ପୁସ୍ତକଟି ପାଇଲେ।
Cross references
ତେଣୁ ସଦାପ୍ରଭୁ ମାଶାଙ୍କେୁ ଯେଉଁ ଆଜ୍ଞା ଦଇେଥିଲେ, ହାରୋଣ ଓ ତାଙ୍କର ପୁତ୍ରଗଣ ସେସବୁ କଥା ପାଳନ କଲେ।
ସଦାପ୍ରଭୁ ମାଶାଙ୍କେୁ ଯେଉଁ ବ୍ଯବସ୍ଥାମାନ ଦଇେଥିଲେ, ମାଶାେ ସେ ସମସ୍ତ ବ୍ଯବସ୍ଥା ଇଶ୍ରାୟେଲର ସନ୍ତାନଗଣଙ୍କୁ ଦେଲେ। ହାରୋଣ ତୁମ୍ଭେ ସହେିସବୁ ବ୍ଯବସ୍ଥା ଲୋକମାନଙ୍କୁ ଶିକ୍ଷା ଦଇପୋରିବ।
ଏହିସବୁ ବ୍ଯବସ୍ଥା, ବିଧି ଓ ଶିକ୍ଷାମାନ ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କୁ ଦେଲେ। ଏହିସବୁ ବିଧି ଇଶ୍ରାୟେଲ ସନ୍ତାନଗଣ ଓ ସଦାପ୍ରଭୁଙ୍କ ମଧିଅରେ ସ୍ଥାପିତ ହାଇେଥିଲା। ଆଉ ସଦାପ୍ରଭୁ ଏହି ସମସ୍ତ ବିଧି ମାଶାଙ୍କେୁ ସୀନଯ ପର୍ବତ ରେ ଦଇେଥିଲେ ଓ ମାଶାେ ଇଶ୍ରାୟେଲର ଲୋକମାନଙ୍କୁ ତାହା ଦେଲେ।
ଏବଂ ସେ ଯେତବେେଳେ ଶାସନ କରିବାକୁ ସିଂହାସନ ରେ ବ ସେ, ଲବେୀୟ ଯାଜକମାନେ ରଖିଥିବା ନଳାକାର ନିଯମ ପସ୍ତକରେ ଏକ ନକଲ ସେ ନିଜ ପାଇଁ କରିବା ଉଚିତ୍।
ମାଶାେ ୟତ୍ମପୂର୍ବକ ସହେି ବ୍ଯବସ୍ଥା ପୁସ୍ତକକରେ ସମସ୍ତ ଲେଖିଲେ।
ସର୍ବଦା ଏହି ବ୍ଯବସ୍ଥା ପୁସ୍ତକ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖରକ୍ସ୍ଟ ବିଚଳିତ ନ ହେଉ। ଦିନ ରାତି ଏହି ନିଯମ ପୁସ୍ତକକକ୍ସ୍ଟ ପଠନ କର। ତବେେ ତୁମ୍ଭେ ନିଶ୍ଚିତ ହାଇପୋରିବ। ଏହି ନିଯମକକ୍ସ୍ଟ ପାଳନ କର, ଯାହା ଏହି ପୁସ୍ତକକରେ ଲଖାେ ହାଇେ ଅଛି। ଯଦି ତୁମ୍ଭେ ଏପରି କର, ତବେେ ତୁମ୍ଭେ ବକ୍ସ୍ଟଦ୍ଧିମାନ ଓ ପ୍ରେତ୍ୟକକ କାର୍ୟ୍ଯ ରେ କୃତକାର୍ୟ୍ଯ ହବେ, ଯାହା ତୁମ୍ଭେ କରିବ।
ସେତବେେଳେ ମହାୟାଜକ ହିଲକିଯ ଶାଫନ୍ ସମ୍ପାଦକଙ୍କୁ କହିଲା, ଏଠାକୁ ଦେଖ, ଆମ୍ଭେ ସଦାପ୍ରଭୁଙ୍କ ମନ୍ଦିରର ଏହି ବ୍ଯବସ୍ଥା ପୁସ୍ତକ ପାଇଅଛୁ। ତା'ପରେ ଶାଫନ୍ ସହେି ପୁସ୍ତକ ପାଠ କଲେ।
ରିହବିଯାମ୍ ଜଣେ ଅତ୍ଯନ୍ତ ପରାକ୍ରମୀ ରାଜା ହାଇେ ଉଠିଲେ, ଆହୁରି ମଧ୍ଯ ସେ ନିଜ ରାଜ୍ଯକୁ ଦୃଢ଼ କଲେ। ଏହାପରେ ରିହବିଯାମ୍ ଓ ସମସ୍ତ ଇଶ୍ରାୟେଲୀୟ ସଦାପ୍ରଭୁଙ୍କ ନିଯମ ମାନିବାକୁ ମନା କଲେ।
ହିଜକିଯ ୟିରୁଶାଲମ ରେ ବାସ କରୁଥିବା ଲୋକମାନଙ୍କୁ ସମାନଙ୍କେର ଶସ୍ଯର ପ୍ରଥମ ଅଂଶ ଯାଜକ ଓ ଲବେୀୟମାନଙ୍କୁ ଦବୋ ନିମନ୍ତେ ଆଦେଶ ଦେଲେ, ଯେଉଁଥିପାଇଁ ଯାଜକ ଓ ଲବେୀୟମାନେ ବ୍ଯବସ୍ଥା ନିଯମାନୁୟାଯୀ କାର୍ୟ୍ଯ କରିବା ରେ ସମାନଙ୍କେର ସମସ୍ତ ସମୟ ଅତିବାହିତ କରିପାରିବେ।
ସହେି ଲୋକମାନେ ପ୍ରଧାନ ଯାଜକ ହିଲ୍କିଯଙ୍କ ନିକଟକୁ ଆସିଲେ ଓ ଲୋକମାନେ ମନ୍ଦିର ନିମନ୍ତେ ଦଇେଥିବା ଟଙ୍କା ତାଙ୍କୁ ଦେଲେ। ଲବେୀୟ ଦ୍ବାରପାଳଗଣ ମନଃଶି, ଇଫ୍ରଯିମ ଓ ଇଶ୍ରାୟେଲର ଅବଶିଷ୍ଟ ଲୋକମାନଙ୍କଠାରୁ ଟଙ୍କା ସଂଗ୍ରହ କରିଥିଲେ। ସମାନେେ ଯିହୁଦା, ବିନ୍ଯାମୀନ ଓ ୟିରୁଶାଲମ ରେ ବାସ କରୁଥିବା ସମସ୍ତ ଲୋକଙ୍କଠାରୁ ମଧ୍ଯ ଏହି ଟଙ୍କା ସଂଗ୍ରହ କରିଥିଲେ।
ଯୋଶିୟ ରାଜା ଥିବା ସମୟରେ ଅନ୍ୟ ଯେଉଁ ସମସ୍ତ କର୍ମ କରିଥିଲେ, ତାଙ୍କ ରାଜତ୍ବର ଆରମ୍ଭରୁ ଶଷେ ପର୍ୟ୍ଯନ୍ତ ଇଶ୍ରାୟେଲ ଓ ଯିହୁଦାର ରାଜାମାନଙ୍କର ପୁସ୍ତକରେ ଲଖାୟୋଇଅଛି।
ଏଜ୍ରା ସଦାପ୍ରଭୁଙ୍କ ବ୍ଯବସ୍ଥା ଅନୁସନ୍ଧାନ ଓ ପାଳନ କରିବାରୁ ପୁଣି ଇଶ୍ରାୟେଲ ମଧିଅରେ ବ୍ଯବସ୍ଥା ଓ ଆଜ୍ଞା ଶିକ୍ଷା ଦବୋକୁ ଆପଣାକୁ ବିନିୟୋଗ କରିଥିଲେ।