ସେତବେେଳେ ସମାନେେ ରାଜପୁତ୍ରକୁ ବାହାରକୁ ଆଣି ତାହା ମସ୍ତକରେ ମୁକୁଟ ପିନ୍ଧାଇଲେ ଓ ତାହାକୁ ସାକ୍ଷ ପୁସ୍ତକ ଦେଲେ। ପୁଣି ସମାନେେ ତାଙ୍କୁ ରାଜାକରି ଅଭିଷକେ କଲେ। ଆଉ କରତାଳି ଦଇେ କହିଲେ, ରାଜା ଚିରଜୀବି ହୁଅନ୍ତୁ।
Cross references
ପରମେଶ୍ବର କହିଲେ, ପୁଣି ଆମ୍ଭେ ତୁମ୍ଭକୁ ଯେଉଁ ଚୁକ୍ତିପତ୍ର ଦବୋ ତାହା ସହେି ସିନ୍ଦୁକରେ ରଖିବ।
ତେଣୁ ସଦାପ୍ରଭୁ ସୀନଯ ପର୍ବତ ରେ ମାଶାଙ୍କେ ସହିତ କଥାବାର୍ତ୍ତା ନିଯମ ସ୍ବରୂପେ ପରମେଶ୍ବରଙ୍କ ଅଙ୍ଗୁଳି-ଲିଖିତ ଦୁଇଟି ପ୍ରସ୍ତର ପଟା ଫଳକ ତାଙ୍କୁ ଦେଲେ।
ଏବଂ ସେ ଯେତବେେଳେ ଶାସନ କରିବାକୁ ସିଂହାସନ ରେ ବ ସେ, ଲବେୀୟ ଯାଜକମାନେ ରଖିଥିବା ନଳାକାର ନିଯମ ପସ୍ତକରେ ଏକ ନକଲ ସେ ନିଜ ପାଇଁ କରିବା ଉଚିତ୍।
ଶାମକ୍ସ୍ଟଯଲେ ଏକ ସ୍ବତନ୍ତ୍ର ତୈଳପାତ୍ର ନଇେ ଶାଉଲଙ୍କ ମସ୍ତକରେ ତାହା ଢାଳିଲେ ଓ ତାଙ୍କୁ ଚକ୍ସ୍ଟମ୍ବନ କରି କହିଲେ, ସଦାପ୍ରଭୁ ତାଙ୍କ ଲୋକମାନଙ୍କର ନେତା ହବୋପାଇଁ ତୁମ୍ଭକୁ ଅଭିଷିକ୍ତ କରିଛନ୍ତି। ତୁମ୍ଭେ ତାଙ୍କର ଲୋକମାନଙ୍କୁ ନିମନ୍ତ୍ରଣ କରିବ। ତୁମ୍ଭେ ସମାନଙ୍କେର ଚତକ୍ସ୍ଟର୍ଦ୍ଦିଗର ଶତୃମାନଙ୍କଠାରକ୍ସ୍ଟ ରକ୍ଷା କରିବ। ସଦାପ୍ରଭୁ ତୁମ୍ଭକୁ ନେତା ହବୋପାଇଁ ଅଭିଷିକ୍ତ କରିଛନ୍ତି। ଏ ଚିହ୍ନ ଏହାର ସତ୍ଯତା ପ୍ରତିପାଦନ କରିବ।
ଶାମକ୍ସ୍ଟଯଲେ ଲୋକମାନଙ୍କୁ କହିଲେ, ଏଇ ବ୍ଯକ୍ତିକକ୍ସ୍ଟ ଦେଖ। ପରମେଶ୍ବର ତାଙ୍କୁ ମନୋନୀତ କରିଛନ୍ତି। ତୁମ୍ଭମାନଙ୍କ ମଧିଅରେ ତାଙ୍କଠାରକ୍ସ୍ଟ ସକ୍ସ୍ଟପୁରୁଷ ଆଉ କହେି ନାହାଁନ୍ତି।
ଶାମକ୍ସ୍ଟଯଲେ ତୈଳ ଶିଙ୍ଗ ନଇେ ତାଙ୍କ ଭାତୃଗଣ ମଧିଅରେ ତାଙ୍କୁ ଅଭିଷକେ କଲେ। ତହିଁରେ ସହେି ଦିନାବଧି ସଦାପ୍ରଭୁଙ୍କର ଆତ୍ମା ଦାଉଦଙ୍କ ଉପରେ ବାସ କଲେ, ଏହାପରେ ଶାମକ୍ସ୍ଟଯଲେ ଉଠି ରାମାକକ୍ସ୍ଟ ଗ୍ଭଲିଗଲେ।
ସେ ଗଭୀର ଭାବରେ ଆହତ ହାଇେଥିଲେ। ମୁ ଜାଣିଲି ସେ ବଞ୍ଚିବେ ନାହିଁ, ତେଣୁ ମୁ ତାଙ୍କୁ ମାରିଦଲେି, ତା'ପରେ ମୁ ତାଙ୍କ ମକ୍ସ୍ଟଣ୍ତରକ୍ସ୍ଟ ମକ୍ସ୍ଟକକ୍ସ୍ଟଟ ଓ ବାହକ୍ସ୍ଟରକ୍ସ୍ଟ ବାଜକ୍ସ୍ଟ କାଢିଲି, ଏବଂ ମୁ ମାରେ ପ୍ରଭକ୍ସ୍ଟଙ୍କ ନିକଟକକ୍ସ୍ଟ ନଇେ ଆସିଲି।
ୟିହକ୍ସ୍ଟଦାର ଲୋକମାନେ ହିବ୍ରୋଣକକ୍ସ୍ଟ ଆସି ଦାଉଦଙ୍କକ୍ସ୍ଟ ୟିହକ୍ସ୍ଟଦାର ରାଜା ଭାବରେ ଅଭିଷିକ୍ତ କଲେ। ତା'ପରେ ସମାନେେ ଦାଉଦଙ୍କକ୍ସ୍ଟ କହିଲେ, ୟାବେଶ୍ ଗିଲିଯଦୀଯମାନେ ଶାଉଲଙ୍କକ୍ସ୍ଟ କବର ଦେଲେ ବୋଲି ଲୋକମାନେ ଦାଉଦଙ୍କକ୍ସ୍ଟ ଜଣାଇଲେ।
ତୁମ୍ଭମାନେେ ସାହାସୀ ଓ ଶକ୍ତିଶାଳୀ ହକ୍ସ୍ଟଅ। ତୁମ୍ଭର ରାଜା ଶାଉଲ ମୃତ, କିନ୍ତୁ ତୁମ୍ଭର ୟିହକ୍ସ୍ଟଦାର ପରିବାରବର୍ଗ ମାେତେ ରାଜା ଭାବରେ ଅଭିଷିକ୍ତ କରିଛନ୍ତି।
ତେଣୁ ଇଶ୍ରାୟେଲର ସମସ୍ତ ନେତାମାନେ ରାଜା ଦାଉଦଙ୍କ ସାକ୍ଷାତ ପାଇଁ ହିବ୍ରୋଣକକ୍ସ୍ଟ ଆସିଲେ। ତହିଁରେ ରାଜା ଦାଉଦ ହିବ୍ରୋଣ ରେ ସଦାପ୍ରଭୁ ସମ୍ମକ୍ସ୍ଟଖ ରେ ସମାନଙ୍କେ ସହିତ ଚକ୍ସ୍ଟକ୍ତି କଲେ ଓ ସମାନେେ ଇଶ୍ରାୟେଲର ରାଜା ରୂପେ ଦାଉଦଙ୍କକ୍ସ୍ଟ ଅଭିଷିକ୍ତ କଲେ।
ସେ ସମାନଙ୍କେ ରାଜାର ମସ୍ତକରୁ ମକ୍ସ୍ଟକକ୍ସ୍ଟଟ କାଢି ନେଲେ। ତାହା ଏକ ମହଣ ପରିମିତ ସକ୍ସ୍ଟନା ଓ ତହିଁରେ ବହକ୍ସ୍ଟମୂଲ୍ଯ ପ୍ରସ୍ତରମାନ ଖଚିତ ହାଇେଥିଲା। ଆଉ ତାହା ଦାଉଦଙ୍କର ମସ୍ତକରେ ଦିଆଗଲା। ପକ୍ସ୍ଟଣି ସେ ମଧ୍ଯ ସହେି ନଗରରକ୍ସ୍ଟ ଲକ୍ସ୍ଟଟ୍ କରି ବହକ୍ସ୍ଟମୂଲ୍ଯ ସାମଗ୍ରି ନଇଗେଲେ।
ଦାଉଦଙ୍କର ସାଙ୍ଗ ଅର୍କୀଯ ହୂଶଯ ଅବଶା ଲୋମ ନିକଟକକ୍ସ୍ଟ ଆସନ୍ତେ ହୂଶଯ ଅବଶାଲୋମକକ୍ସ୍ଟ କହିଲା, ମହାରାଜ ଚିରଜୀବୀ ହକ୍ସ୍ଟଅନ୍ତକ୍ସ୍ଟ, ମହାରାଜ ଚିରଜୀବୀ ହକ୍ସ୍ଟଅନ୍ତକ୍ସ୍ଟ।
କାରଣ ସେ ଆଜି ୟାଇ ଉପତ୍ୟକା ରେ ଅନକେ ମଷେ, ବୃଷ ଓ ପୁଷ୍ଟ ପଶୁ ମାରି ସମସ୍ତ ରାଜପୁତ୍ରମାନଙ୍କୁ ଓ ସନୋପତିମାନଙ୍କୁ ଏବଂ ଅବିଯାଥର ଯାଜକଙ୍କୁ ନିମନ୍ତ୍ରଣ କରିଅଛନ୍ତି। ସମାନେେ ଏକତ୍ରୀତ ହାଇେ ଭୋଜନ ପାନ କରୁଛନ୍ତି ଓ କହୁଛନ୍ତି, 'ରାଜା ଅଦୋନିଯ ଚିରଜୀବି ହୁଅନ୍ତୁ।'
ଆଉ ସଠାେରେ ଯାଜକ ସାଦୋକ ଓ ଭବିଷ୍ଯଦ୍ବକ୍ତା ନାଥନ ଶଲୋମନକୁ ଇଶ୍ରାୟେଲର ନୂତନ ରାଜା ରୂପେ ନିଶ୍ଚିଯ ଅଭିଷିକ୍ତ କରିବେ। ପୁଣି ତୁମ୍ଭମାନେେ ତୂରୀ ବଜାଇ କୁହ, 'ରାଜା ଶଲୋମନ ଦୀର୍ଘଜୀବି ହୁଅନ୍ତୁ।'
ପୁଣି ଯାଜକ ସାଦୋକ ପବିତ୍ର ତମ୍ବୁ ମଧ୍ଯରୁ ଶିଙ୍ଗାଏ ପବିତ୍ର ତୈଳ ନଇେ ଶଲୋମନଙ୍କୁ ଅଭିଷକେ କଲେ। ତା'ପରେ ସମାନେେ ଉଚ୍ଚ ସ୍ବର ରେ ତୂରୀ ବଜାଇଲେ ଏବଂ ସମସ୍ତ ଲୋକମାନେ ଉଚ୍ଚ ସ୍ବର ରେ କହିଲେ, ରାଜା ଶଲୋମନ ଚିରଜୀବି ହୁଅନ୍ତୁ।
ଏହି େଛାଟ ତୈଳ ଶିଶି ନଇେ ତାଙ୍କ ମସ୍ତକରେ ତୈଳ ଢାଳି କୁହ, 'ସଦାପ୍ରଭୁ ଏହା କହିଛନ୍ତି; ଆମ୍ଭେ ତୁମ୍ଭକୁ ଇଶ୍ରାୟେଲ ଉପରେ ରାଜାଭିଷିକ୍ତ କଲୁ।' ତା'ପରେ ତୁମ୍ଭେ ଦ୍ବାର ଫିଟାଇ ଦୌଡି ୟାଅ, ଆଉ ବିଳମ୍ବ କରନାହିଁ।
ତା'ପରେ ସମସ୍ତ ଉଚ୍ଚ ଅଧିକାରୀମାନେ ଶିଘ୍ର ଆପଣା ଆପଣା କୋଟ ନଇେ ସୋପାନ ଉପରେ ଯହେୂଙ୍କ ସମ୍ମୁଖ ରେ ରଖିଲେ। ତା'ପରେ ସମାନେେ ତୂରୀ ବଜାଇ ଘାଷେଣା କଲେ, ଯହେୂ ରାଜା ହେଲେ।
ମାତ୍ର ଯୋରାମ ରାଜକନ୍ଯା, ଅହସିଯଙ୍କର ଭଗିନୀ ୟିହୋଶବୋ ଯେତବେେଳେ ଦେଖିଲେ ରାଜପୁତ୍ରମାନେ ନିହତ ହେଲ, ସେ ପୁତ୍ରମାନଙ୍କ ମଧ୍ଯରୁ ୟୋଯାଶକୁ ନଇଗେଲେ। ସେ ଶିଶୁ ଓ ତାହାର ଧାତ୍ରୀକୁ ନଇେ ଶଯନାଗାର ରେ ଲୁଗ୍ଭଇ ରଖିଲା। ତାକୁ ଲୁଗ୍ଭଇ ରଖିବାରୁ ସେ ଅଥଲିଯାଠାରୁ ହତ ହେଲା ନାହିଁ।
ଏହାପରେ ସପ୍ତମ ବର୍ଷ ରେ ଯିହାୟୋଦାରଦା ଲୋକ ପଠାଇ କରୀଯମାନଙ୍କର ଓ ପ୍ରହରିବର୍ଗର ଅଧ୍ଯକ୍ଷମାନଙ୍କୁ ଅଣାଇ ସମାନଙ୍କେୁ ଏକତ୍ରିତ କରି ସଦାପ୍ରଭୁଙ୍କ ମନ୍ଦିରକୁ ଆପଣା ନିକଟକୁ ନଲୋ, ଆଉ ସେ ସମାନଙ୍କେ ସହିତ ଏକ ଚୁକ୍ତି କରାଇଲା ଓ ସଦାପ୍ରଭୁଙ୍କ ମନ୍ଦିର ରେ ସମାନଙ୍କେୁ ଶପଥ କରାଇ ରାଜପୁତ୍ର ୟୋଯାଶକୁ ଦଖାଇେଲା।
ସମାନେେ ରାଜାଙ୍କ ପୁତ୍ରଙ୍କୁ ବାହାରକୁ ଆଣିଲେ ଓ ତାହାଙ୍କ ମସ୍ତକରେ ମୁକୁଟ ପିନ୍ଧାଇଲେ। ସମାନେେ ତାଙ୍କୁ ନିଯମର ଏକ ନକଲ ଦେଲେ। ସମାନେେ ୟୋଯାଶ୍ଙ୍କୁ ରାଜା କଲେ। ଯିହାୟୋଦାରଦା ଓ ତାଙ୍କ ପୁତ୍ରମାନେ ୟୋଯାଶ୍ଙ୍କୁ ରାଜାଭିଷିକ୍ତ କଲେ। ସମାନେେ କହିଲେ, ରାଜା ଦୀର୍ଘଜୀବି ହୁଅନ୍ତୁ!
ତହିଁରେ ରାଜା ଅନ୍ୟସକଳ ସ୍ତ୍ରୀଠାରୁ ଏଷ୍ଟରକୁ ଅଧିକ ପ୍ ରମେ କଲା ଏବଂ ଅନ୍ୟ ସମସ୍ତ ୟୁବତୀଠାରୁ ସେ ରାଜାର ଦୃଷ୍ଟି ରେ ଅନୁଗ୍ରହ ଓ ଦୟା ପାଇଲା। ଏଣୁ ସେ ତାହାର ମସ୍ତକରେ ରାଜ ମୁକୁଟ ଦଇେ ବଷ୍ଟୀ ବଦଳ ରେ ତାହାକୁ ରାଣୀ କଲା।
ତାହା ପାଇଁ ମହାରାଜାଙ୍କ ପରିଧଯେ ରାଜକୀଯ ବସନ ଏବଂ ଅଶ୍ବ ଯେଉଁଥି ରେ ରାଜା ଆରୋହଣ କରନ୍ତି ତାହା ଅଣାଯାଉ ଏବଂ ତାଙ୍କର ମସ୍ତକରେ ରାଜମୁକୁଟ ପିନ୍ଧା ଯାଉ।
ହେ ସଦାପ୍ରଭୁ, ତୁମ୍ଭେ ପ୍ରକୃତରେ ରାଜାଙ୍କୁ ଆଶୀର୍ବାଦ କରିଛ। ତୁମ୍ଭେ ତା'ର ମସ୍ତକରେ ସୁବର୍ଣ୍ଣ ମୁକୁଟ ପିନ୍ଧାଇ ଦଇେଛ।
ହେ ପରମେଶ୍ବର, ରାଜା ତୁମ୍ଭକୁ ଜୀବନ ପ୍ରାର୍ଥନା କଲେ ଓ ତୁମ୍ଭେ ତାକୁ ତାହା ପ୍ରଦାନ କରିଛ। ତୁମ୍ଭେ ତାକୁ ଅନନ୍ତ ଜୀବନଦାନ କରିଛ, ୟାହା ଅନନ୍ତକାଳସ୍ଥାଯୀ।
ହେ ସର୍ବଗୋଷ୍ଠୀଯମାନେ ଆନନ୍ଦରେ କରତାଳି ଦିଅ। ପରମେଶ୍ବରଙ୍କ ଉଦ୍ଦେଶ୍ଯରେ ଜଯଧ୍ବନି କର।
ରାଜା ଦୀର୍ଘଜୀବି ହୁଅନ୍ତୁ ଏବଂ ତାଙ୍କୁ ଶିବାର ସ୍ବର୍ଣ୍ଣ ହସ୍ତଗତ ହେଉ। ଲୋକମାନେ ନିରନ୍ତର ରାଜାଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରନ୍ତୁ ଏବଂ ତାଙ୍କୁ ସର୍ବଦା ଆଶୀର୍ବାଦ ଦିଅନ୍ତୁ।
ସଦାପ୍ରଭୁ ୟାକୁବ ସହିତ ଏକ ଚୁକ୍ତି କଲେ। ପରମେଶ୍ବର ଇଶ୍ରାୟେଲକୁ ବ୍ଯବସ୍ଥା ପ୍ରଦାନ କଲେ। ପରମେଶ୍ବର ଆମର ପୂର୍ବ ପୁରୁଷମାନଙ୍କୁ ଆଜ୍ଞା ଦେଲେ। ସମାନଙ୍କେର ଉତ୍ତରାଧିକାରୀମାନଙ୍କୁ ଏହି ଶିକ୍ଷା ଦବୋ ସମ୍ବନ୍ଧେ।
ତୁମ୍ଭେ ଦାସ ସହିତ କରିଥିବା ତୁମ୍ଭର ଚୁକ୍ତିକୁ ଭଂଗ କରିଅଛ। ତୁମ୍ଭେ ରାଜାଙ୍କର ମୁକୁଟ ଅଳିଆ ଗଦାରେ ପକାଇ ଅଛି।
ସମୁଦ୍ର ଜଗତ ଓ ତହିଁର ଜୀବ ସକଳ ସମସ୍ତେ ଗାନ କର।
ତାଙ୍କର ଶତ୍ରୁଗଣଙ୍କୁ ଲଜ୍ଜାରେ ଆଚ୍ଛାଦିତ କରିବା, କିନ୍ତୁ ତାଙ୍କ ମୁଣ୍ଡ ଉପରେ ଚକ୍ ଚକ୍ କରୁଥିବା ରାଜମୁକୁଟ ଶାେଭା ପାଇବ।
ଯିଶାଇୟ କହିଲେ, ତୁମ୍ଭେ ଏକ ଚୁକ୍ତିକର ଓ ଏହାକୁ ମୁଦ୍ରିତ କର। ମାରେ ଶିକ୍ଷାଗୁଡ଼ିକୁ ଭବିଷ୍ଯତ ପାଇଁ ରକ୍ଷାକର। ମାରେ ଶିଷ୍ଯମାନଙ୍କ ପାଇଁ ଏହା କର।
ତୁମ୍ଭମାନେେ ଚୁକ୍ତି ଅନୁସାରେ ପ୍ରଭୁଙ୍କ ଶିକ୍ଷାସମୂହକୁ ଅନୁସରଣ କର। ତୁମ୍ଭମାନେେ ଯଦି ସେ ଆଦେଶକୁ ଅନୁସରଣ ନ କରିବ ତବେେ ତୁମ୍ଭମାନେେ ଭୁଲ୍ ପଥରେ ୟିବ। ସହେି ଭୁଲ ଆଦେଶ ଆଗତ ଭବିଷ୍ଯତ୍ କହୁଥିବା ବ୍ଯକ୍ତି ଗୁଣିଆମାନଙ୍କଠାରୁ ଆସିଛି। ସେ ଆଦେଶ ନିରର୍ଥକ। ତୁମ୍ଭମାନେେ ତାହା ଅନୁସରଣ କଲେ କିଛି ଲାଭ ତୁମ୍ଭମାନଙ୍କର ହବେ ନାହିଁ।
ଏଣୁ ତୁମ୍ଭମାନେେ ଆନନ୍ଦର ସହିତ ବାହାରି ଶାନ୍ତି ରେ ଆଗେ ଆଗେ ୟିବ। ପର୍ବତ ଓ ଉପପର୍ବତଗୁଡ଼ିକ ତୁମ୍ଭ ସମ୍ମୁଖ ରେ ଉଚ୍ଚସ୍ବର ରେ ଗାନ କରିବେ ଓ କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ କରତାଳି ଦବେେ।
ରାଜା ଆମ୍ଭମାନଙ୍କ ପାଇଁ ମୁଖ୍ଯ ଥିଲେ ଓ ସେ ଆମ୍ଭର ନାସାର ନିଃଶ୍ବାସସ୍ବରୂପ ଥିଲେ। ଆମ୍ଭମାନେେ କହୁଥିଲୁ, ତାଙ୍କର ଛାଯାତଳେ ଆମ୍ଭମାନେେ ବଞ୍ଚିବା ଓ ସେ ଗୋଷ୍ଠୀଯମାନଙ୍କଠାରୁ ଆମ୍ଭମାନଙ୍କୁ ରକ୍ଷା କରିବେ। ମାତ୍ର ସଦାପ୍ରଭୁଙ୍କ ସହେି ଅଭିଷିକ୍ତ ଲୋକ ସମାନଙ୍କେ ଦ୍ବାରା ଗର୍ତ୍ତ ରେ ଧରାଗଲେ।
ସମାନେେ ନବୂଖଦ୍ନିତ୍ସରଙ୍କୁ ଆଶୀର୍ବାଦ କରି କହିଲେ, ହେ ମହାରାଜ, ଚିରଜୀବି ହୁଅନ୍ତୁ।
ଦାନିୟେଲ ଉତ୍ତର କଲେ, ହେ ରାଜା ଚିରଜୀବୀ ହୁଅନ୍ତୁ।
ଯୀଶୁଙ୍କ ଆଗେ ଆଗେ କେତକେ ଲୋକ ଯାଉଥିଲେ। ତାହାଙ୍କ ପେଛ ପେଛ ମଧ୍ଯ କେତକେ ଲୋକ ଯାଉଥିଲେ। ସେ ସମସ୍ତେ ପାଟି କରି କହୁଥିଲେ:
ସମାନେେ କଣ୍ଟାଡ଼ାଳ ରେ ଗୋଟିଏ ମୁକୁଟ ତିଆରି କଲେ ଓ ସହେି କଣ୍ଟା ମୁକୁଟ ଯୀଶୁଙ୍କ ମୁଣ୍ଡ ରେ ପିନ୍ଧାଇ ଦେଲେ। ତାହାଙ୍କର ଡ଼ାହାଣ ହାତ ରେ ବାଡ଼ିଟି ଧ ରଇେ ଦେଲେ। ତା'ପରେ ତାହାଙ୍କ ଆଗ ରେ ଆଣ୍ଠୁମାଡ଼ି ବସି ପଡ଼ି ତାହାଙ୍କୁ ଥଟ୍ଟା କଲେ। ସମାନେେ କହିଲେ, ହେ ଯିହୂଦୀମାନଙ୍କର ରାଜା! ତୁମ୍ଭେ ଦୀର୍ଘଜୀବୀ ହୁଅ।
ଯେତବେେଳେ ହରେୋଦ, ପନ୍ତିୟ ପୀଲାତ, ଇଶ୍ରାୟେଲ ଅନ୍ୟ ଦେଶୀୟମାନେ ମିଳିତ ହାଇେ ଏହି ସହର ରେ ଜମା ହାଇେ ତୁମ୍ଭର ପବିତ୍ର ସବେକ ଯୀଶୁଙ୍କ ବିରୁଦ୍ଧ ରେ ଠିଆ ହେଲେ ସେତବେେଳେ ଏହା ପ୍ରକୃତ ରେ ସଫଳ ହେଲା। ସହେି ଯୀଶୁଙ୍କୁ ତୁମ୍ଭେ ଖ୍ରୀଷ୍ଟ ରୂପେ ମନୋନୀତ କରିଥିଲ।
କବଳେ ପରମେଶ୍ବର ତୁମ୍ଭମାନଙ୍କୁ ଓ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କଠା ରେ ଦୃଢ଼ କରି ପାରନ୍ତି। ପରମେଶ୍ବର ତାହାଙ୍କର ବିଶଷେ ଆଶୀର୍ବାଦ ଆମକୁ ପ୍ରଦାନ କରନ୍ତି।