Home Bibles ଯାତ୍ରା ପୁସ୍ତକ 31:18 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 31:18 · ଓଡ଼ିଆ ବାଇବେଲ

ତେଣୁ ସଦାପ୍ରଭୁ ସୀନଯ ପର୍ବତ ରେ ମାଶାଙ୍କେ ସହିତ କଥାବାର୍ତ୍ତା ନିଯମ ସ୍ବରୂପେ ପରମେଶ୍ବରଙ୍କ ଅଙ୍ଗୁଳି-ଲିଖିତ ଦୁଇଟି ପ୍ରସ୍ତର ପଟା ଫଳକ ତାଙ୍କୁ ଦେଲେ।

Cross references

ଯାତ୍ରା ପୁସ୍ତକ 8:19

ତେଣୁ ମନ୍ତ୍ରଜ୍ଞମାନେ ଫାରୋଙ୍କୁ କହିଲେ, ପରମେଶ୍ବର ଏହା କରିଛନ୍ତି। କିନ୍ତୁ ଫାରୋ ପୁଣି ଜିଦ୍ଖୋର ହେଲେ। ସେ ସମାନଙ୍କେ କଥା ଶୁଣିଲେ ନାହିଁ।

ଯାତ୍ରା ପୁସ୍ତକ 24:12

ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ପର୍ବତ ଉପରେ ମାେ ପାଖକୁ ଆସ। ଏଠା ରେ ରୁହ। ମୁଁ ପ୍ରସ୍ତର ଫଳକ ତୁମ୍ଭକୁ ଦବେି, ବ୍ଯବସ୍ଥା ଓ ଆଜ୍ଞା, ଯାହା ମୁଁ ସମାନଙ୍କେୁ ଶିକ୍ଷା ଦବୋକୁ ଲେଖିଛି।

ଯାତ୍ରା ପୁସ୍ତକ 24:18

ପୁଣି ମାଶାେ ମେଘ ମଧିଅରେ ପ୍ରବେଶ କରି ପର୍ବତ ଉପରକୁ ଉଠି ଚାଳିଶ ଦିନ ସହେି ପର୍ବତ ଉପରେ ରହିଲେ।

ଯାତ୍ରା ପୁସ୍ତକ 32:15

ଏହାପରେ ମାଶାେ ବୁଲି ପଡିଲେ ଓ ପର୍ବତର ତଳକୁ ଓହ୍ଲାଇ ଗଲେ। ମାଶାଙ୍କେ ହାତ ରେ ଚୁକ୍ତି ଲଖାେ ୟାଇଥିବା ପ୍ରସ୍ତର ଫଳକ ଥିଲା। ସଦାପ୍ରଭୁଙ୍କର ଆଜ୍ଞା ଏହା ପଛପଟେ ଓ ଆଗ ପଟେ ଲଖାେ ହାଇେଥିଲା।

ଯାତ୍ରା ପୁସ୍ତକ 32:16

ପରମେଶ୍ବରଙ୍କ ଦ୍ବାରା ସହେି ପ୍ରସ୍ତର ଫଳକ ନିର୍ମିତ ହାଇେଥିଲା ଏବଂ ପରମେଶ୍ବରଙ୍କ ସ୍ବହସ୍ତ ରେ ଲେଖିଥିଲେ।

ଯାତ୍ରା ପୁସ୍ତକ 34:1

ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ପ୍ରଥମ ପ୍ରସ୍ତର ଫଳକ ପରି ଆଉ ଦୁଇଟି ପ୍ରସ୍ତର ଫଳକ ତିଆରି କର। ଆଗ ପ୍ରସ୍ତର ଫଲକରେ ଯାହା ଲଖାେ ଥିଲା ଯାହା ତୁମ୍ଭେ ଚୁର୍ଣ୍ଣ କରିଛ ମୁଁ ଏହି ପ୍ରସ୍ତର ଫଳକରେ ତାହାସବୁ ଲେଖିବି।

ଯାତ୍ରା ପୁସ୍ତକ 34:28

ମାଶାେ ସଠାେରେ ସଦାପ୍ରଭୁଙ୍କ ସହିତ ଚାଳିଶ ଦିନ ଓ ଚାଳିଶ ରାତି ରହିଲେ. ମାଶାେ କୌଣସି ଖାଦ୍ୟ କିମ୍ବା ପାନୀଯ ସଠାେରେ ଗ୍ରହଣ କଲେ ନାହିଁ। ଏବଂ ସେ ଚୁକ୍ତିର ବାକ୍ଯସବୁ ସହେି ଦଶଆଜ୍ଞା ପ୍ରସ୍ତର ଫଳକରେ ଖୋଦିତ କଲେ।

ଦିତୀୟ ବିବରଣ 4:13

ତା'ପରେ ତୁମ୍ଭମାନେେ ତାଙ୍କର ନିଯମ ପାଳନ କର ବୋଲି ସେ ଆଦେଶ କଲେ। ତେଣୁ ସେ ଦଶ ଆଜ୍ଞାର ନିଯମ ପ୍ରକାଶ କଲେ। ସଦାପ୍ରଭୁ ପ୍ରସ୍ତର ଫଳକରେ ସହେି ନିଯମ ଲେଖିଲେ।

ଦିତୀୟ ବିବରଣ 5:22

ମାଶାେ କହିଲେ, ସଦାପ୍ରଭୁ ପର୍ବତ ରେ ଅଗ୍ନି ଓ ମେଘ ଓ ଘାରେ ଅନ୍ଧାର ମଧ୍ଯରକ୍ସ୍ଟ ତୁମ୍ଭମାନଙ୍କର ସମସ୍ତ ସମାଜପ୍ରତି ଏହି ସମସ୍ତ ବାକ୍ଯ ଉଚ୍ଚସ୍ବର ରେ କହିଲେ। ଆଉ କିଛି କହିଲେ ନାହିଁ। ତେଣୁ ସେ ଏହି ସମସ୍ତ କଥା ଦକ୍ସ୍ଟଇଖଣ୍ତ ପ୍ରସ୍ତର ପଟା ରେ ଲେଖି ମାେତେ ଦେଲେ।

ଦିତୀୟ ବିବରଣ 9:9

ଯେତବେେଳେ ମୁ ପ୍ରସ୍ତରଦ୍ବଯ ଅର୍ଥାତ୍, ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କୁ କୃତ ନିଯମର ଦକ୍ସ୍ଟଇ ପ୍ରସ୍ତର ଫଳକ ଗ୍ରହଣ କରିବା ପାଇଁ ପର୍ବତ ଉପରକକ୍ସ୍ଟ ଗଲି। ସେତବେେଳେ ମୁ ପର୍ବତ ରେ ଚାଳିଶ ଦିନ ଓ ଚାଳିଶ ରାତି ରହିଲି, ମୁ ଖାଦ୍ୟ କିଅବା ଜଳପାନ ମଧ୍ଯ କଲିନାହିଁ।

ଦିତୀୟ ବିବରଣ 9:10

ତା'ପରେ ସଦାପ୍ରଭୁ ମାେତେ ପରମେଶ୍ବରଙ୍କ ଆଙ୍ଗକ୍ସ୍ଟଳି ଲିଖିତ ସହେି ଦକ୍ସ୍ଟଇ ପ୍ରସ୍ତର ଫଳକ ଦେଲେ। ସମସ୍ତ ବାକ୍ଯ ଯାହା ସଭାଦିନ ରେ ପର୍ବତର ଅଗ୍ନି ମଧ୍ଯରକ୍ସ୍ଟ ସଦାପ୍ରଭୁ ତୁମ୍ଭମାନଙ୍କୁ କହିଲେ, ତାହାସବୁ ସଠାେରେ ଲଖିତ ହେଲା।

ଦିତୀୟ ବିବରଣ 9:11

ଆଉ ଚାଳିଶ ଦିନ ଓ ଚାଳିଶ ରାତ୍ରିର ଶଷେ ରେ ସଦାପ୍ରଭୁ ସହେି ଦକ୍ସ୍ଟଇ ପ୍ରସ୍ତରଫଳକ, ଅର୍ଥାତ ନିଯମର ପ୍ରସ୍ତରଫଳକ ମାେତେ ଦେଲେ।

ଦିତୀୟ ବିବରଣ 10:4

ସଦାପ୍ରଭୁ ଏହି ପ୍ରସ୍ତର ଫଳକ ଉପରେ ସ୍ବହସ୍ତ ରେ ପୂର୍ବପରି ଲେଖି ଦେଲେ। ସେ ତୁମ୍ଭମାନଙ୍କୁ ଅଗ୍ନି ମଧ୍ଯରକ୍ସ୍ଟ ଯେଉଁ ଦଶ ଆଜ୍ଞା କହିଥିଲେ। ତାହା ସେ ଲେଖି ଦେଲେ। ଏହାପରେ ସଦାପ୍ରଭୁ ସହେି ପ୍ରସ୍ତର ଫଳକଦ୍ବଯ ମାେତେ ଦେଲେ।

ଯିରିମିୟ 31:33

ମାତ୍ର ସଦାପ୍ରଭୁ କହନ୍ତି, ଭବିଷ୍ଯତ ରେ ଆମ୍ଭେ ଇଶ୍ରାୟେଲ ବଂଶ ସହିତ ଏହି ନିଯମ ସ୍ଥିର କରିବା। ଆମ୍ଭେ ସମାନଙ୍କେ ଅନ୍ତର ରେ ଆମ୍ଭର ବ୍ଯବସ୍ଥା ରଖିବା ଓ ସମାନଙ୍କେ ହୃଦଯ ରେ ଆମ୍ଭେ ତାହା ଲେଖିବା। ଆଉ ଆମ୍ଭେ ସମାନଙ୍କେର ପରମେଶ୍ବର ହବୋ ଓ ସମାନେେ ଆମ୍ଭର ଲୋକ ହବେେ।

ମାଥିଉଲିଖିତ ସୁସମାଚାର 12:28

ମୁଁ କିନ୍ତୁ ଭୁତମାନଙ୍କୁ ପରମେଶ୍ବରଙ୍କ ଆତ୍ମାର ଶକ୍ତି ସାହାୟ୍ଯ ରେ ତଡ଼ି ଦେଉଛି। ତେଣୁ ଏଥିରୁ ପ୍ରମାଣିତ ହେଉଛି ଯେ, ପରମେଶ୍ବରଙ୍କ ରାଜ୍ଯ ତୁମ୍ଭ ନିକଟରେ ପୂରାପୂରି ଆସି ପହଞ୍ଚିଗଲାଣି।

ଲୂକଲିଖିତ ସୁସମାଚାର 11:20

ମୁଁ ଭୁତମାନଙ୍କୁ ବାହାର କରିଦବୋପାଇଁ ପରମେଶ୍ବରଙ୍କ ଶକ୍ତି ବ୍ଯବହାର କରୁଛି। ଏକଥା ସ୍ପଷ୍ଟ ଦଖାଇେ ଦେଉଛି ଯେ ପରମେଶ୍ବରଙ୍କ ରାଜ୍ଯ ତୁମ୍ଭମାନଙ୍କ ପାଖକୁ ଆସିଗଲାଣି।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 3:3

ଏହା ସ୍ପଷ୍ଟ ଯେ, ତୁମ୍ଭମାନେେ ଆମ୍ଭ ମାଧ୍ଯମ ରେ ଖ୍ରୀଷ୍ଟଙ୍କ ପ୍ ରରେିତ ଏକ ପତ୍ର ସ୍ବରୂପ। ଏହି ଚିଠିଟି କାଳି ରେ ନୁହେଁ, ମାତ୍ର ଜୀବନ୍ତ ପରମେଶ୍ବରଙ୍କ ଆତ୍ମା ଦ୍ବାରା ଲଖାେ ଯାଇଛି। ଏହା ପ୍ରସ୍ତର ଫଳକ ଉପରେ ଖାଦେିତ ନୁହେଁ ବରଂ ମନୁଷ୍ଯର ହୃଦୟ ରେ ଲିଖିତ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 3:7

ମୃତ୍ଯୁଦାୟକ ସବୋର ବ୍ଯବସ୍ଥା ଶିଳା ଲଖାେ ହାଇେ ଥିଲା। ଏହା ପରମେଶ୍ବରଙ୍କ ମହିମା ରେ ପୂର୍ଣ୍ଣ ଥିଲା। ତଦ୍ଦ୍ବାରା ମାଶାଙ୍କେ ଚେ ହରୋ ଏତେ ତଜେସ୍ବୀ ହେଲା ଯେ, ଇଶ୍ରାୟେଲର ଲୋକେ ତାହାଙ୍କ ଚେ ହରୋକୁ ଦେଖି ମଧ୍ଯ ପାରିଲେ ନାହିଁ। ଏହି ତଜେ ପରେ ଲୋପ ପାଇଗଲା।

Interlinear

Choose Theme