ଆମ୍ଭେ ଏହି ପ୍ରସ୍ତର ଫଳକରେ ପୂର୍ବପରି ଲେଖିବା, ଏହାପରେ ଏହି ନୂଆ ପ୍ରସ୍ତରଫଳକ ଦ୍ବଯକକ୍ସ୍ଟ ଏକ ସିନ୍ଦକ୍ସ୍ଟକରେ ରଖିବ।'
Cross references
ପରମେଶ୍ବର କହିଲେ, ପୁଣି ଆମ୍ଭେ ତୁମ୍ଭକୁ ଯେଉଁ ଚୁକ୍ତିପତ୍ର ଦବୋ ତାହା ସହେି ସିନ୍ଦୁକରେ ରଖିବ।
ମାଶାେ ଛାଉଣୀର ନିକଟକୁ ଆସିଲେ। ସେ ସହେି ସୁବର୍ଣ୍ଣର ବାଛୁରୀ ଦେଖିଲେ ଏବଂ ସେ ଲୋକମାନଙ୍କୁ ନାଚୁଥିବାର ଦେଖିଲେ। ମାଶାେ ରାଗିଗଲେ। ସେ ରାଗ ରେ ସହେି ପ୍ରସ୍ତର ଫଳକକୁ ପର୍ବତ ତଳେ ଫିଙ୍ଗି ଚୁନା କରି ଦେଲେ।
ଏହାପରେ ମାଶାେ ନିଯମର ନଳାକାର ପୁସ୍ତକକୁ ପବିତ୍ର ସିନ୍ଦୁକ ମଧିଅରେ ରଖିଲେ। ସେ ସାଙ୍ଗିକୁ ସିନ୍ଦୁକ ଉପରେ ରଖିଲେ ଏବଂ ସିନ୍ଦୁକ ଉପରେ ଆଚ୍ଛାଦନ ବସ୍ତ୍ର ଘୋଡାଇ ଦେଲେ।
ତା'ପରେ ତୁମ୍ଭମାନେେ ତାଙ୍କର ନିଯମ ପାଳନ କର ବୋଲି ସେ ଆଦେଶ କଲେ। ତେଣୁ ସେ ଦଶ ଆଜ୍ଞାର ନିଯମ ପ୍ରକାଶ କଲେ। ସଦାପ୍ରଭୁ ପ୍ରସ୍ତର ଫଳକରେ ସହେି ନିଯମ ଲେଖିଲେ।
ମୁ ବକ୍ସ୍ଟଲି ପଡିଲି ଓ ସମାନଙ୍କେୁ ପର୍ବତ ତଳକକ୍ସ୍ଟ ଆଣିଲି। ମୁ କରିଥିବା ଶିଟୀମକାଠର ସିନ୍ଦକ୍ସ୍ଟକରେ ସମାନଙ୍କେୁ ରଖିଲି। ସଦାପ୍ରଭୁ ମାେତେ ନିର୍ଦ୍ଦେଶ ଦଇେଥିଲେ ସଗେକ୍ସ୍ଟଡିକ ତାହା ମଧିଅରେ ରଖିବାକକ୍ସ୍ଟ। ଏପରିକି ଆଜି ପର୍ୟ୍ଯନ୍ତ ସହେି ପ୍ରସ୍ତର ଫଳକଦ୍ବଯ ସହେି ସିନ୍ଦକ୍ସ୍ଟକ ମଧିଅରେ ସହେି ସ୍ଥାନ ରେ ରହିଅଛି।
ସହେି ପବିତ୍ର ସିନ୍ଦୁକରେ କବଳେ ଦୁଇଟି ପ୍ରସ୍ତର ଫଳକ ଥିଲା। ହାରେବେ ନିକଟରେ ମାଶାେ ଏହି ଫଳକ ଦୁଇଟିକୁ ରଖିଥିଲେ ଯେତବେେଳେ ଇଶ୍ରାୟେଲ ସନ୍ତାନଗଣ ମିଶର ଦେଶରୁ ବାହାରି ଆସିଥିଲେ। ସେତବେେଳେ ସଦାପ୍ରଭୁ ଏହି ହାରେବେ ରେ ଇଶ୍ରାୟେଲୀୟଙ୍କ ପାଇଁ ନିଯମ କରିଥିଲେ।
ଏଠା ରେ ସୁଗନ୍ଧିତ ଦ୍ରବ୍ଯ ପୋଡ଼ିବା ପାଇଁ ଗୋଟିଏ ସୁନାର ବଦେୀ ଥିଲା। 'ପୁରାତନ ନିୟମ315 ଗୋଟିଏ ପବିତ୍ର ବାକ୍ସ ଭିତ ରେ ଥିଲା। ବାକ୍ସ ସୁନା ରେ ତିଆରି ହାଇେଥିଲା। ସହେି ବାକ୍ସ ଭିତ ରେ ସୁନା ରେ ତିଆରି ମାନ୍ନା316 ରଖା ହାଇେଥିବା ଗୋଟିଏ ପାତ୍ର ଥିଲା। ହାରୋଣର ବାଡ଼ିଟି ଯେଉଁବାଡ଼ି ଉପରେ ନୂଆ ହାଇେ ପତ୍ର କଅଁଳି ଥିଲା ମଧ୍ଯ ଥିଲା। ସହେି ବାକ୍ସ ରେ ପୁରାତନ ନିୟମର ଦଶଆଜ୍ଞା ଲଖାେଥିବା ପ୍ରସ୍ତର ଫଳକମାନ ମଧ୍ଯ ଥିଲା।