ଆମ୍ଭମାନେେ ସମତଳ ଭୂମିର ସମସ୍ତ ସହର, ସଲଖା ଓ ଇନ୍ଦ୍ରିଯୀ ପର୍ୟ୍ଯନ୍ତ ସମସ୍ତ ଗିଲିଯଦ ଓ ସମସ୍ତ ବାଶନ୍ ଅର୍ଥାତ୍ ବାଶନସ୍ଥିତ ଓଗ୍ ରାଜ୍ଯର ସମସ୍ତ ନଗର ହସ୍ତଗତ କଲକ୍ସ୍ଟ।
Cross references
ତହୁଁ ସମାନେେ ବାଶନ ଆଡକୁ ଅଗ୍ରସର ହେଲେ। ବାଶନର ରାଜା ଓଗ ତାହାର ଲୋକମାନେ ସମାନଙ୍କେ ସହିତ ଇଦ୍ରିଯୀଠା ରେ ୟୁଦ୍ଧ କଲେ।
ଏବଂ ଅସଦେୋଦ୍ ପିସ୍ଗାର ଅଧଃସ୍ଥିତ ପଦା ଭୂମିରେ ସମକ୍ସ୍ଟଦ୍ର ପର୍ୟ୍ଯନ୍ତ ୟର୍ଦ୍ଦନ ପୂର୍ବ ପାରିସ୍ଥିତ ସମସ୍ତ ପଦାଭୂମି ଅଧିକାର କରିଥିଲେ।
ସମାନେେ ମଧ୍ଯ ବାଶନର ରାଜା ଓଗଙ୍କକ୍ସ୍ଟ ପରାସ୍ତ କଲେ। ଓଗ୍ ଥିଲେ, ରଫାଯୀଯ ବଂଶଧର, ସେ ଅଷ୍ଟରୋତ୍ ଓ ଇଦ୍ରିଯୀ ରେ ଶାସନ କରୁଥିଲେ।
ଗିଲିଯଦ ଓ ଗଶକ୍ସ୍ଟରୀଯମାନଙ୍କ ଓ ମାଖାଥୀଯମାନଙ୍କ ଅଞ୍ଚଳ ଓ ସମକ୍ସ୍ଟଦାଯ ହର୍ମୋଣ ପର୍ବତ ଓ ସଲଖା ପର୍ୟ୍ଯନ୍ତ ସମସ୍ତ ବାସନ ସୀମା ପର୍ୟ୍ଯନ୍ତ ଥିଲା।
ସହେି ଭୂମି ମହନଯୀମଠାରକ୍ସ୍ଟ ଆରମ୍ଭ ହେଲା। ଏହା ମଧ୍ଯ ବାଶନର ଅନ୍ତଭର୍କ୍ସ୍ଟକ୍ତ ହେଲା। ଯାହାକି ଓଗ୍ର ରାଜା ବାଶନର ଶାସନାଧିନ ଥିଲା। ବାଶନ ଅଧିନର ମାଟେ 60 ଟି ସହର ଥିଲା।
ଅର୍ଦ୍ଧକେ ଗିଲିଯଦ, ଅଷ୍ଟାରୋତ୍, ଇଦ୍ରିଯୀ ସହ ଏହି ଦେଶ ସାମିଲ୍ ଥିଲା। ମନଃଶିର ପକ୍ସ୍ଟତ୍ର ମାଖୀରର ବଂଶଧରଗଣଙ୍କକ୍ସ୍ଟ ଏହିସବୁ ଦେଶ ଦିଆୟାଇଥିଲା। ଅର୍ଦ୍ଧକେ ଉତ୍ତରାଧିକାରୀ ଏହି ଦେଶ ପାଇଲେ।
ବିନ୍-ଗବରରୋମାେତ୍-ଗିଲିଯଦର ଶାସକ ଥିଲେ। ମନଃଶିର ପୁତ୍ର ୟାଯୀରର ଗିଲିଯଦସ୍ଥିତ ସମସ୍ତ ଗ୍ରାମ ଓ ସହର ତାଙ୍କର ଅଧୀନ ଥିଲା। ବାଶନସ୍ଥ ଅର୍ ଗୋବ ଅଞ୍ଚଳ ରେ ଥିବା ପ୍ରାଚୀର ବେଷ୍ଟିତ ଓ ପିତ୍ତଳ ଅର୍ଗଳ ବିଶିଷ୍ଟ ଷାଠିଏ ବୃହତ୍ ନଗର ତାଙ୍କର ଅଧୀନ ଥିଲା।