Home Bibles ଯିହୋଶୂୟ 13:11 · ଓଡ଼ିଆ ବାଇବେଲ
ଯିହୋଶୂୟ 13:11 · ଓଡ଼ିଆ ବାଇବେଲ

ଗିଲିଯଦ ଓ ଗଶକ୍ସ୍ଟରୀଯମାନଙ୍କ ଓ ମାଖାଥୀଯମାନଙ୍କ ଅଞ୍ଚଳ ଓ ସମକ୍ସ୍ଟଦାଯ ହର୍ମୋଣ ପର୍ବତ ଓ ସଲଖା ପର୍ୟ୍ଯନ୍ତ ସମସ୍ତ ବାସନ ସୀମା ପର୍ୟ୍ଯନ୍ତ ଥିଲା।

Cross references

ଦିତୀୟ ବିବରଣ 4:47

ଏବଂ ସମାନେେ ତା'ର ଭୂମିକକ୍ସ୍ଟ ବାଶନର ରାଜା ଓଗ୍ର ଭୂମିକକ୍ସ୍ଟ ଅଧିକାର କଲେ। ୟର୍ଦ୍ଦନ ନଦୀର ପୂର୍ବ ଦିଗ ରେ ଇମାରେୀୟମାନଙ୍କର ଦକ୍ସ୍ଟଇ ରାଜା ଥିଲେ।

ଯିହୋଶୂୟ 12:2

ହିଷ୍ବୋନ ନିବାସୀ ଇ ମାରେୀଯଲମାନଙ୍କର ସହରର ସୀହାନେ ରାଜାଙ୍କକ୍ସ୍ଟ ପରାସ୍ତ କଲେ ଓ ଅର୍ନୋନ ଗିରି ସଂକଟ ନିକଟସ୍ଥ ଆ ରଯରେଠାେରକ୍ସ୍ଟ ଓ ଉପତ୍ୟକାର ମଧ୍ଯବର୍ତ୍ତୀ ନଗର ଓ ଗିଲିଯଦର ଅର୍ଦ୍ଧ ଦେଶଠାରକ୍ସ୍ଟ ଅମ୍ମାନେ ସନ୍ତାନଗଣର ସୀମାସ୍ଥିତ ୟବୋକ୍ ନଦୀ ପ୍ରର୍ୟ୍ଯନ୍ତ ଶାସନ କଲେ।

ପ୍ରଥମ ଶାମୁୟେଲ 13:7

ଏପରିକି ଏବ୍ରୀଯମାନେ ୟର୍ଦ୍ଦନ ନଦୀ ପାର ହାଇେ ଗାଦ୍ ଓ ଗିଲିଯଦ ରାଜ୍ଯକକ୍ସ୍ଟ ଖସି ପଳାଇଲେ। ଶାଉଲ କିନ୍ତୁ ଗିଲ୍ଗଲ ରେ ରହିଲେ। ତାଙ୍କ ସୈନ୍ଯବାହୀନିର ସମସ୍ତ ସୈନିକମାନେ ଭୟ ରେ ଥରିବାକକ୍ସ୍ଟ ଲାଗିଲେ।

ପ୍ରଥମ ବଂଶାବଳୀ 2:23

କିନ୍ତୁ ଗଶୂର ଓ ଅରାମ୍ ୟାଯୀରଙ୍କର ଗ୍ରାମଗୁଡ଼ିକୁ ନଇଗେଲେ। ସଗେୁଡ଼ିକ ମଧିଅରେ କନାତ୍ ଓ ତା' ଚାରିପଟେ େଛାଟ େଛାଟ ସହରଗୁଡ଼ିକ ଥିଲା। ସମୁଦାଯ ଷାଠିଏଟି ସହର ଥିଲା। ଗିଲିଯଦଙ୍କର ପିତା ମାଖୀରଙ୍କର ଏହିସବୁ ସହର ଥିଲା।

ପ୍ରଥମ ବଂଶାବଳୀ 5:11

ଗାଦ୍ଙ୍କ ଗୋଷ୍ଠୀ ରୁବନେୀଯମାନଙ୍କ ନିକଟରେ ବାସ କରୁଥିଲେ। ଏହି ଗାଦୀଯ ଲୋକମାନେ ସଲଖା ସହର ପର୍ୟ୍ଯନ୍ତ ବିସ୍ତୃତ ବାଶନର ଭୂମିରେ ବାସ କରୁଥିଲେ।

Interlinear

Choose Theme