ତହୁଁ ସମାନେେ ବାଶନ ଆଡକୁ ଅଗ୍ରସର ହେଲେ। ବାଶନର ରାଜା ଓଗ ତାହାର ଲୋକମାନେ ସମାନଙ୍କେ ସହିତ ଇଦ୍ରିଯୀଠା ରେ ୟୁଦ୍ଧ କଲେ।
Cross references
ତେଣୁ ମାଶାେ ଗାଦ ଗୋଷ୍ଠୀଗଣକୁ, ରୁବନେ ଗୋଷ୍ଠୀଗଣକୁ ଓ ଯୋଷଫେର ପୁତ୍ର ମନଃଶି ବଂଶର ଅର୍ଦ୍ଧକେକୁ ଇ ମାରେୀଯମାନଙ୍କ ରାଜା ସୀହାନରେ ରାଜ୍ଯ, ବାଶନର ରାଜା ଓଗର ରାଜ୍ଯ ଅର୍ଥାତ୍ ନିଜ ନିଜ ସୀମା ସହ ନାନା ନଗର ବିଶିଷ୍ଟ ଦେଶ, ଏହିରୂପେ ଚତୁର୍ଦ୍ଦିଗସ୍ଥ ଦେଶର ସମସ୍ତ ନଗର ଦେଲେ।
ସଦାପ୍ରଭୁ ହିଷ୍ବୋନ ନିବାସୀ ଇ ମାରେୀଯମାନଙ୍କ ରାଜା ସୀହାନକେୁ ଓ ଅଷ୍ଠାରୋତ୍ ନିବାସୀ ବାଶନର ରାଜା ଓଗକକ୍ସ୍ଟ ଇଦ୍ରିଯୀ ରେ ପରାସ୍ତ କଲାପରେ।
କିନ୍ତୁ ହିଷ୍ବୋନ୍ର ରାଜା ସୀହାନ୍େ ତାଙ୍କ ଦେଶ ମଧ୍ଯ ଦଇେ ଆମ୍ଭମାନଙ୍କୁ ୟିବାକକ୍ସ୍ଟ ଦେଲେ ନାହିଁ। ସଦାପ୍ରଭୁ ତୁମ୍ଭର ପରମେଶ୍ବର ତାଙ୍କର ହୃଦଯ କଠିନ କରାଇଲେ। ସଦାପ୍ରଭୁ ଏପରି କଲେ, ତୁମ୍ଭମାନେେ ସୀହାନକେୁ ପରାସ୍ତ କରିପାରିବ, ଏବଂ ଆଜି ଆମ୍ଭେ ଜାଣିଲକ୍ସ୍ଟ ବାସ୍ତବ ରେ କ'ଣ ସବୁ ଘଟିଲା।
ଆମ୍ଭମାନେେ ଫରେି ବାଶନକକ୍ସ୍ଟ ଗଲକ୍ସ୍ଟ। ବାଶନର ରାଜା ଓଗ୍ ଏବଂ ତାହାର ସମସ୍ତ ପ୍ରଜା ଆମ୍ଭ ସହିତ ୟକ୍ସ୍ଟଦ୍ଧ କରିବାକୁ ଇଦ୍ରିଯୀକି ବାହାରି ଆସିଲେ।
ଏବଂ ସମାନେେ ତା'ର ଭୂମିକକ୍ସ୍ଟ ବାଶନର ରାଜା ଓଗ୍ର ଭୂମିକକ୍ସ୍ଟ ଅଧିକାର କଲେ। ୟର୍ଦ୍ଦନ ନଦୀର ପୂର୍ବ ଦିଗ ରେ ଇମାରେୀୟମାନଙ୍କର ଦକ୍ସ୍ଟଇ ରାଜା ଥିଲେ।
ତୁମ୍ଭମାନେେ ଏହି ସ୍ଥାନକକ୍ସ୍ଟ ଆସିଲାପରେ ହିଷ୍ବୋନର ରାଜା ସୀହାନ୍େ ଓ ବାଶନର ରାଜା ଓଗ୍ ଆମ୍ଭ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ଆସିଥିଲେ, କିନ୍ତୁ ଆମ୍ଭମାନେେ ସମାନଙ୍କେୁ ପରାସ୍ତ କଲକ୍ସ୍ଟ।
ସଦାପ୍ରଭୁ ଇଶ୍ରାୟେଲ ଗୋଦଧି ଓ ଛାଗଦୁଗ୍ଧ ଦବୋ ସହିତ ମଷେ ମଦେ, ବାଶନଦେଶୀଯ ମଷେ ଓ ଛାଗର ମାଂସ ସହିତ ଉତ୍ତମ ଗହମର ଅଟା ଓ ଦ୍ରାକ୍ଷାର ରକ୍ତବର୍ଣ ରସ ଦେଲେ।
ଏବଂ ୟର୍ଦ୍ଦନ ପୂର୍ବପାରିସ୍ଥ ହିଷବୋନ୍ ରାଜା ସୀହାନ୍େ ଓ ଅଷ୍ଟାରୋତ୍ ନିବାସୀ ବାଶନ ରାଜା, ଓଗ୍, ଇ ମାରେୀଯମାନଙ୍କ ଦକ୍ସ୍ଟଇଜଣ ରାଜାଙ୍କକ୍ସ୍ଟ କମେିତି ପରାଜିତ କଲ, ତାହାସବୁ ଆମ୍ଭମାନେେ ଶକ୍ସ୍ଟଣିଅଛକ୍ସ୍ଟ।
ସମାନେେ ମଧ୍ଯ ବାଶନର ରାଜା ଓଗଙ୍କକ୍ସ୍ଟ ପରାସ୍ତ କଲେ। ଓଗ୍ ଥିଲେ, ରଫାଯୀଯ ବଂଶଧର, ସେ ଅଷ୍ଟରୋତ୍ ଓ ଇଦ୍ରିଯୀ ରେ ଶାସନ କରୁଥିଲେ।
ରାଜା ଓଗ୍ଙ୍କର ସମସ୍ତ ରାଜ୍ଯ ସହେି ଦେଶ ରେ ଥିଲା ରଫାଯୀଯମାନଙ୍କ ବଂଶଧର। ରାଜା ବାଶନ ରେ ଶାସନ କରୁଥିଲେ। ପୂର୍ବ କାଳ ରେ ସେ ଅଷ୍ଟାରୋତ୍ ଏବଂ ଇଦ୍ରିଯୀ ରେ ଶାସନ କରୁଥିଲେ। ଅତୀତର ମାଶାେ ସହେି ଲୋକମାନଙ୍କର ଦେଶକକ୍ସ୍ଟ କରଗତ କରିଥିଲେ।
ସହେି ଭୂମି ମହନଯୀମଠାରକ୍ସ୍ଟ ଆରମ୍ଭ ହେଲା। ଏହା ମଧ୍ଯ ବାଶନର ଅନ୍ତଭର୍କ୍ସ୍ଟକ୍ତ ହେଲା। ଯାହାକି ଓଗ୍ର ରାଜା ବାଶନର ଶାସନାଧିନ ଥିଲା। ବାଶନ ଅଧିନର ମାଟେ 60 ଟି ସହର ଥିଲା।
ଲୋକମାନେ ମାରେ ଚାରିପାଖରେ ଘରେି ରହିଛନ୍ତି। ସମାନେେ ସମସ୍ତେ ଏକ ଶକ୍ତିଶାଳୀ ମାରଣା ଷଣ୍ଢ ପରି।
ବାଶନ ପର୍ବତ ମହାନ ପର୍ବତ ଅଟେ, ୟାହାର ବୃହତ ଶୃଙ୍ଗ ଅଛି।
ଦେଶ ଜଟିଳ ସମସ୍ଯା ଏବଂ ଅବସନ୍ନ ରୂପ ପରିଧାନ କରିଛି। ଲିବାନୋନ ଲଜ୍ଜିତ ଓ ଶୁଷ୍କ ଦଖାେ ଯାଉଛି, ଶାରୋଣ ଅରଣ୍ଯ ତୁଲ୍ଯ ଦଖାେ ଯାଉଛି। ବାଶନ୍ ଓ କର୍ମିଲର ପତ୍ର ଝାଡ଼ି ହାଇେଛି।
ବାସନର ଆଲୋନ କାଠ ରେ ସମାନେେ ତୁମ୍ଭର ଆହୁଲା ପ୍ରସ୍ତୁତ କରିଅଛନ୍ତି। ଆଉ ସମାନେେ କିତ୍ତୀମ ଦ୍ବୀପରୁ ଆନୀତ ତାଶୂର କାଠ ରେ ଖଚିତ ହାତୀଦାନ୍ତ ଦ୍ବାରା ତୁମ୍ଭର ଆସନ ନିର୍ମାଣ କରିଅଛନ୍ତି।
ତୁମ୍ଭମାନେେ ବୀରମାନଙ୍କ ମାଂସ ଖାଇବ ଓ ରାଜକୁମାରମାନଙ୍କର ରକ୍ତ ପିଇବ। ସମାନେେ ସମସ୍ତେ ବାଶନ ଦେଶର ହୃଷ୍ଟପୁଷ୍ଟ ମଷେ, ମଷେବତ୍ସ, ଛାଗ ଓ ବୃଷଭ ସଦୃଶ ଅଟନ୍ତି।
ହେ ଶମରିଯାର ପର୍ବତବାସିନୀ, ବାଶନର ରମଣୀମାନେ, ତୁମ୍ଭମାନେେ ମାରେ ଏହି ବାକ୍ଯ ଶୁଣ। ତୁମ୍ଭମାନେେ ଦରିଦ୍ର ଲୋକଙ୍କୁ ଆଘାତ ଦଇେ ଦରିଦ୍ରମାନଙ୍କୁ ଦଳି ଦଇେଛ ଆଉ ମଧ୍ଯ ତୁମ୍ଭର ସ୍ବାମୀମାନଙ୍କୁ କହିଛ, ଆମ୍ଭମାନଙ୍କୁ କିଛି ପାନ କରିବାକୁ ଦିଅ।