ଦିତୀୟ ବିବରଣ 4:49 · ଓଡ଼ିଆ ବାଇବେଲ
ଏବଂ ଅସଦେୋଦ୍ ପିସ୍ଗାର ଅଧଃସ୍ଥିତ ପଦା ଭୂମିରେ ସମକ୍ସ୍ଟଦ୍ର ପର୍ୟ୍ଯନ୍ତ ୟର୍ଦ୍ଦନ ପୂର୍ବ ପାରିସ୍ଥିତ ସମସ୍ତ ପଦାଭୂମି ଅଧିକାର କରିଥିଲେ।
Cross references
ଦିତୀୟ ବିବରଣ 3:17
ତାହାର ପଶ୍ଚମ ସୀମା ପର୍ୟ୍ଯନ୍ତ ୟର୍ଦ୍ଦନ ନଦୀ ମରକ୍ସ୍ଟଭୂମି ଥିଲା। ଉତ୍ତର ରେ କିନ୍ନରତେ ସମକ୍ସ୍ଟଦ୍ରଠାରକ୍ସ୍ଟ ଲବଣ ସମକ୍ସ୍ଟଦ୍ର ପର୍ୟ୍ଯନ୍ତ ଦକ୍ଷିଣ ରେ ପିସ୍ଗାର ଗଡାଣିଠାରକ୍ସ୍ଟ ପୂର୍ବ ପର୍ୟ୍ଯନ୍ତ।
ଦିତୀୟ ବିବରଣ 34:1
ମାଶାେ ନବୋ ପର୍ବତ ଉପରକକ୍ସ୍ଟ ଚଢି଼ଲେ। ମାଯାେବର ପାଦ ଦେଶରକ୍ସ୍ଟ ପିସଗା ପର୍ବତର ଶିର୍ଷ ପର୍ୟ୍ଯନ୍ତ ଆରୋହଣ କଲେ, ଯାହା ୟିରିହୋ ସମ୍ମକ୍ସ୍ଟଖ ରେ ଥିଲା। ସଦାପ୍ରଭୁ ମାଶାଙ୍କେକ୍ସ୍ଟ ଗିଲିଯଦରକ୍ସ୍ଟ ଦାନ୍ ପର୍ୟ୍ଯନ୍ତ ସମସ୍ତ ଦେଶ ତାଙ୍କୁ ଦଖାଇେଲେ।
ଯିହୋଶୂୟ 13:20
ବୈଥ୍ପିଯୋର, ଅସଦୋତ୍, ପିସ୍ଗା, ବୈଥ୍ୟିଶିମାେତ୍ ତହିଁର ଏହି ସମସ୍ତ ନଗର।
ଯିହିଜିକଲ 47:8
ଲୋକଟି ମାେତେ କହିଲେ, ଏହି ଜଳସବୁ ପୂର୍ବ ଅଞ୍ଚଳ ଆଡ଼େ ବହୁଅଛି। ଆଉ ତାହା ପ୍ରବାହିତ ହାଇେ ଆରବ୍ବାକୁ ୟିବ, ଆଉ ତାହା ମୃତ ସମୁଦ୍ରକୁ ୟିବ, ଏବଂ ଯେତବେେଳେ ଏହା ସମୁଦ୍ର ରେ ପ୍ରବେଶ କଲେ, ଏହାର ଜଳ ନିର୍ମଳ ହାଇୟୋଏ।