Home Bibles ପ୍ରଥମ ରାଜାବଳୀ 4:13 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 4:13 · ଓଡ଼ିଆ ବାଇବେଲ

ବିନ୍-ଗବରରୋମାେତ୍-ଗିଲିଯଦର ଶାସକ ଥିଲେ। ମନଃଶିର ପୁତ୍ର ୟାଯୀରର ଗିଲିଯଦସ୍ଥିତ ସମସ୍ତ ଗ୍ରାମ ଓ ସହର ତାଙ୍କର ଅଧୀନ ଥିଲା। ବାଶନସ୍ଥ ଅର୍ ଗୋବ ଅଞ୍ଚଳ ରେ ଥିବା ପ୍ରାଚୀର ବେଷ୍ଟିତ ଓ ପିତ୍ତଳ ଅର୍ଗଳ ବିଶିଷ୍ଟ ଷାଠିଏ ବୃହତ୍ ନଗର ତାଙ୍କର ଅଧୀନ ଥିଲା।

Cross references

ଗଣନା ପୁସ୍ତକ 32:41

ପୁଣି ମନଃଶିର ପୁତ୍ର ୟାଯୀର ୟାଇ ସମାନଙ୍କେର ଗ୍ରାମ ସବୁ ହସ୍ତଗତ କରି ସମାନଙ୍କେ ନାମ ହବୋତ୍ ୟାଯୀର ରଖିଲା।

ଦିତୀୟ ବିବରଣ 3:4

ଆମ୍ଭମାନେେ ତାଙ୍କର ସମସ୍ତ ନଗର ହସ୍ତଗତ କଲକ୍ସ୍ଟ। ଯଥା ତାଙ୍କର ଥିବା ଷାଠିଏଟିୟାକ ନଗର, ଅର୍ଗୋବର ସମସ୍ତ ଅଞ୍ଚଳ ଅର୍ଥାତ୍ ବାଶନସ୍ଥ ଓଗ୍ର ରାଜ୍ଯ ଆମ୍ଭେ ହସ୍ତଗତ କଲକ୍ସ୍ଟ।

ଦିତୀୟ ବିବରଣ 3:8

ଏହି ପ୍ରକାର ରେ, ଆମ୍ଭମାନେେ ୟର୍ଦ୍ଦନର ପୂର୍ବ ପାରିସ୍ଥ ଇ ମାରେୀଯମାନଙ୍କ ଦକ୍ସ୍ଟଇ ରାଜାଙ୍କର ହାତରକ୍ସ୍ଟ ଅର୍ଣୋନ ଉପତ୍ୟକା ଠାରକ୍ସ୍ଟ ହର୍ମୋଣ ପର୍ବତ ପର୍ୟ୍ଯନ୍ତ ସମସ୍ତ ଦେଶ ହସ୍ତଗତ କଲକ୍ସ୍ଟ।

ଦିତୀୟ ବିବରଣ 3:10

ଆମ୍ଭମାନେେ ସମତଳ ଭୂମିର ସମସ୍ତ ସହର, ସଲଖା ଓ ଇନ୍ଦ୍ରିଯୀ ପର୍ୟ୍ଯନ୍ତ ସମସ୍ତ ଗିଲିଯଦ ଓ ସମସ୍ତ ବାଶନ୍ ଅର୍ଥାତ୍ ବାଶନସ୍ଥିତ ଓଗ୍ ରାଜ୍ଯର ସମସ୍ତ ନଗର ହସ୍ତଗତ କଲକ୍ସ୍ଟ।

ଦିତୀୟ ବିବରଣ 3:13

ମୁ ଗିଲିଯଦର ଅବଶିଷ୍ଟ ଅଂଶ ଓ ସମସ୍ତ ବାଶନ ରାଜ୍ଯ ଅର୍ଥାତ ଓଗର ରାଜ୍ଯ, ସମକ୍ସ୍ଟଦାଯ ବାଶନ ସହିତ ଅର୍ଗୋବର ତାବତ୍ ଅଞ୍ଚଳ ମନଃଶିର ଅର୍ଦ୍ଧ ପରିବାରବର୍ଗ।

ଦିତୀୟ ବିବରଣ 4:43

ଯଥା ରୂବନେୀଯମାନଙ୍କ ନିମନ୍ତେ ପଦାଭୂମିସ୍ଥ ପ୍ରାନ୍ତର ରେ ବେତ୍ସର, ଗାଦୀଯମାନଙ୍କ ନିମନ୍ତେ ରାମାେତ୍ ଆଉ ମନଃଶୀଯମାନଙ୍କ ନିମନ୍ତେ ବାଶନ ରେ ଗୋଲନ୍

ଯିହୋଶୂୟ 20:8

ଏହାପରେ ଯିରୀହାେ ନିକଟସ୍ଥ ୟର୍ଦ୍ଦନ-ପୂର୍ବପାରି ରେ ରକ୍ସ୍ଟବନ୍େ ବଂଶର ସମଭୂମି ପ୍ରାନ୍ତର ରେ ବେତ୍ସର ଓ ଗଦ୍ବଂଶର ଗିଲିଯଦ ରେ ରାମାେତ୍ ମନଃଶି ବଂଶର ବାଶନର ଗୋଲନ୍ ନିରୂପଣ କଲେ।

ଯିହୋଶୂୟ 21:38

ଗାଦ ପରିବାରବର୍ଗ ସମାନଙ୍କେୁ ଗିଲିଯଦ ଅନ୍ତର୍ଗତ ରାମାେତ୍, ନିରାପଦ ନଗରୀ ଓ ତା' ପାଶର୍‌ବବର୍ତ୍ତୀ କ୍ଷେତ୍ର ଏବଂ ମହନୀଯ ଓ ତା'ର ପାଶର୍‌ବବର୍ତ୍ତୀ କ୍ଷେତ୍ର ଦେଲେ।

ପ୍ରଥମ ରାଜାବଳୀ 22:3

ଏହି ସମୟରେ ଆହାବ୍ ତାଙ୍କର ଅଧିକାରୀମାନଙ୍କୁ କହିଲେ, ରାମାେତ୍ ଗିଲିଯଦ୍ ଆମ୍ଭମାନଙ୍କର ଅଟେ, ତୁମ୍ଭମାନେେ ଏହା ଜାଣ। କିନ୍ତୁ ଅରାମର ରାଜା ଏହା ଅଧିକାର କଲା। ତଥାପି ଆମ୍ଭମାନେେ ନୀରବ ରେ ବସି ରହିଛୁ, ଆମ୍ଭେ ଅରାମର ରାଜାଙ୍କଠାରୁ ତାହା ଫରୋଇ ନଇେ ନାହୁଁ।

ଦିତୀୟ ରାଜାବଳୀ 9:1

ଇଲୀଶାୟ ଭବିଷ୍ଯଦ୍ବକ୍ତାଙ୍କ ସନ୍ତାନଗଣଙ୍କ ମଧ୍ଯରୁ ଜଣକୁ ଡାକି କହିଲେ, ତୁମ୍ଭେ କଟି ରେ ବସ୍ତ୍ର ବାନ୍ଧି ଏହି ତୈଳଶିଶି ହାତ ରେ ଧରି ରାମାେତ୍-ଗିଲିଯଦକୁ ୟାଅ।

ଦିତୀୟ ରାଜାବଳୀ 9:14

ଅନନ୍ତର ନିମ୍ଶିଙ୍କର ପୌତ୍ର, ଯିହାଶାଫେଟ୍ଙ୍କ ପୁତ୍ର ଯହେୂ ୟୋରାମଙ୍କ ବିରୁଦ୍ଧ ରେ ଚକ୍ରାନ୍ତ କଲେ।

ପ୍ରଥମ ବଂଶାବଳୀ 2:23

କିନ୍ତୁ ଗଶୂର ଓ ଅରାମ୍ ୟାଯୀରଙ୍କର ଗ୍ରାମଗୁଡ଼ିକୁ ନଇଗେଲେ। ସଗେୁଡ଼ିକ ମଧିଅରେ କନାତ୍ ଓ ତା' ଚାରିପଟେ େଛାଟ େଛାଟ ସହରଗୁଡ଼ିକ ଥିଲା। ସମୁଦାଯ ଷାଠିଏଟି ସହର ଥିଲା। ଗିଲିଯଦଙ୍କର ପିତା ମାଖୀରଙ୍କର ଏହିସବୁ ସହର ଥିଲା।

ଗୀତସଂହିତା 22:12

ଲୋକମାନେ ମାରେ ଚାରିପାଖରେ ଘରେି ରହିଛନ୍ତି। ସମାନେେ ସମସ୍ତେ ଏକ ଶକ୍ତିଶାଳୀ ମାରଣା ଷଣ୍ଢ ପରି।

ଗୀତସଂହିତା 68:15

ବାଶନ ପର୍ବତ ମହାନ ପର୍ବତ ଅଟେ, ୟାହାର ବୃହତ ଶୃଙ୍ଗ ଅଛି।

Interlinear

Choose Theme