ସୀଦୋନୀଯମାନେ ସହେି ହର୍ମୋଣକକ୍ସ୍ଟ ସିରିଯୋନ କହନ୍ତି ଓ ଇ ମାରେୀଯମାନେ ତାହାକକ୍ସ୍ଟ ସନୀର କହନ୍ତି।
Cross references
ଏହିଦେଶ ଅରୋଯରଠାେରକ୍ସ୍ଟ ଅର୍ନୋନ ଉପତ୍ୟକା ଧା ରେ ଧା ରେ ସିୟୋନ ପର୍ୟ୍ଯନ୍ତ ଅର୍ଥାତ ହର୍ମୋଣ ନାମକ ପର୍ବତ ପର୍ୟ୍ଯନ୍ତ ବିସ୍ତୃତ ଥିଲା।
ସଯେୀରଗାମୀ ହାଲକ୍ ପର୍ବତଠାରକ୍ସ୍ଟ ହର୍ମୋଣ ପର୍ବତର ନୀଚସ୍ଥ ଲିବା ନୋନ୍ ସମସ୍ଥଳୀ ରେ ଥିବା ବାଲଗାଦ ପର୍ୟ୍ଯନ୍ତ ସମସ୍ତ ଦେଶ ହସ୍ତଗତ କଲେ। ପକ୍ସ୍ଟଣି ସମାନଙ୍କେର ସମସ୍ତ ରାଜାଙ୍କକ୍ସ୍ଟ ହତ୍ଯା କଲେ।
ବାଲ୍-ହର୍ମୋଣ, ସନୀର ଓ ହର୍ମୋଣ ପର୍ବତ ପର୍ୟ୍ଯନ୍ତ ବିସ୍ତୃତ ମନଃଶିରଙ୍କ ଗୋଷ୍ଠୀର ଅର୍ଦ୍ଧକେ ଲୋକ ବାସ କଲେ। ସମାନେେ ଏକ ବିଶାଳ ଗୋଷ୍ଠୀ ରେ ପରିଣତ ହେଲେ।
ସେ ଲିବାନୋନ୍କୁ ଦୋହଲାଇ ଦିଅନ୍ତି, ସତେ ୟମେିତି କଅଁଳା ବାଛୁରୀ ନୃତ୍ଯ କଲାପରି। ଶିରିଯୋନ ପର୍ବତ ଦୋହଲି ୟାଏ ଓ ଛଳେି ଛୁଆଟିଏ କୁଦିଲା ଭଳି ଏହା ଦଖାୟୋଏ।
ଉତ୍ତର ଓ ଦକ୍ଷିଣ ଦିଗ ତୁମ୍ଭେ ସୃଷ୍ଟି କରିଅଛ। ତାବୋର ଓ ହର୍ମୋଣ ତୁମ୍ଭ ନାମରେ ଆହ୍ଲାଦିତ କରନ୍ତି।
ଏହା ହର୍ମୋଣ ପର୍ବତରୁ ସିଯୋନ ପର୍ବତ ଉପରେ ପଡ଼ୁଥିବା ମୃଦୁ ବୃଷ୍ଟି ତୁଲ୍ଯ। ସହେିଠାରେ ସଦାପ୍ରଭୁ ଚିରଦିନ ପାଇଁ ଆଶୀର୍ବାଦ କରିବାର ଆଦେଶ ଦଇେଛନ୍ତି।
ଆଗୋ ମାରେ ପ୍ରିୟେ, ମାେ ସଙ୍ଗେ ଲିବାନୋନରୁ ଆସ। ଅମାନାର ଶୃଙ୍ଗରୁ, ଶନୀର ଓ ହର୍ମୋଣରୁ ଏବଂ ସିଂହମାନଙ୍କ ଗୁମ୍ଫାରୁ ଓ ଚିତା ବାଘମାନଙ୍କ ବାସ ସ୍ଥାନରୁ।
ସମାନେେ ସନେୀରୀଯ ଦବଦୋରୁ କାଷ୍ଠ ରେ ତୁମ୍ଭର ତକ୍ତାସବୁ ପ୍ରସ୍ତୁତ କରିଅଛନ୍ତି। ସମାନେେ ତୁମ୍ଭର ସାସ୍କଲ ପ୍ରସ୍ତୁତ କରିବା ପାଇଁ ଲିବାନୋନରୁ ଏରସ କାଷ୍ଠ ଦଇେଛନ୍ତି।