ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଦତ୍ତ ଆପଣା ସହେି ଦେଶ ରେ ଭୂମିରକ୍ସ୍ଟ ଫଳିଥିବା ସମସ୍ତ ଫଳ ଓ ପରିବାରକ୍ସ୍ଟ ପ୍ରଥମଜାତ ଫଳ କିଛି କିଛି ରଖି ଗ୍ଭଙ୍ଗକ୍ସ୍ଟଡି ରେ ତାହା ନଇେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତାଙ୍କ ନାମ ସ୍ଥାପନାର୍ଥେ ତାଙ୍କର ମନୋନୀତ ସ୍ଥାନକକ୍ସ୍ଟ ତୁମ୍ଭେ ୟିବ।
Cross references
ଶସ୍ଯ ଅମଳ ସମୟରେ ତୁମ୍ଭର ପ୍ରଥମ ଶସ୍ଯ ଏବଂ ପ୍ରଥମ ଫଳର ରସ ଦବୋ ରେ କୌଣସି ବିଳମ୍ବ କରିବ ନାହିଁ।
ପ୍ରଥମ ଫସଲର ଫଳ ସଂଗ୍ରହ ଉତ୍ସବ ହେଉଛି ଦ୍ବିତୀୟ ଉତ୍ସବ। ତୁମ୍ଭମାନେେ ଏହାକୁ ଗ୍ରୀଷ୍ମ ସମୟର ଆରମ୍ଭ ରେ ପାଳନ କରିବ।
ଶସ୍ଯ ଅମଳ ସମୟରେ ତୁମ୍ଭେ ଯେତବେେଳେ ଶସ୍ଯ ସାଇତିବ ପ୍ରଥମ ଶସ୍ଯ ଆଗେ ତୁମ୍ଭର ସଦାପ୍ରଭୁ ପରମେଶ୍ବରଙ୍କ ଗୃହକୁ ଆଣିବ।
ତୁମ୍ଭମାନଙ୍କର ପ୍ରଥମ ଶସ୍ଯ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ। ସହେି ସବୁକୁ ପ୍ରଥମେ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କ ଗୃହକୁ ଆଣିବେ।
ତୁମ୍ଭମାନେେ ପ୍ରଥମଜାତ ଫଳର ନବୈେଦ୍ଯ ରୂପେ ତାଡି କି ମଧୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନିଶ୍ଚିତ ଉତ୍ସର୍ଗ କରିପାର, କିନ୍ତୁ ଏହା ସଦାପ୍ରଭୁଙ୍କୁ ଗୋଟିଏ ମଧୁର ସୁଗନ୍ଧି ଉପହାର ହବେ। ଏହାକୁ ୟଜ୍ଞବଦେୀ ଉପରକୁ ନିଆ ୟାଇ ପାରିବ ନାହିଁ।
ପୁଣି ଯବେେ ତୁମ୍ଭେ ତୁମ୍ଭର ପ୍ରଥମଜାତ ଶସ୍ଯ ନବୈେଦ୍ଯ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କର, ତବେେ ତୁମ୍ଭ ପ୍ରଥମଜାତ ଶସ୍ଯ ନବୈେଦ୍ଯ ରୂପେ ଅଗ୍ନି ରେ ଭଜା ତାଜା ଶସ୍ଯ ଉତ୍ସର୍ଗ କରିବ।
ଇଶ୍ରାୟେଲ ଲୋକମାନେ ମାେ ଉବ୍ଦେଶ୍ଯ ରେ ଯେଉଁ ପ୍ରଥମଜାତ ଉତ୍ତମ ତୈଳ, ଉତ୍ତମ ଦ୍ରାକ୍ଷାଫଳ ଓ ଶସ୍ଯ ଉତ୍ସର୍ଗ କରିବେ, ତାହା ସବୁ ଆମ୍ଭେ ତୁମ୍ଭକୁ ଦଲେୁ।
ସମାନେେ ନିଜ ନିଜ ଭୂମିରୁ ଉତ୍ପନ୍ନ ଯେଉଁସବୁ ପ୍ରଥମ ପକ୍ବଫଳ ସଦାପ୍ରଭୁଙ୍କ ଉତ୍ସର୍ଗ କରନ୍ତି, ସେସବୁ ତୁମ୍ଭର ହବେ, ତୁମ୍ଭ ଗୃହସ୍ଥିତ ପ୍ରେତ୍ୟକକ ବିଧିସମ୍ମତ ଶୁଚି ବ୍ଯକ୍ତି ତାହା ଭୋଜନ କରିବ।
ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ସମସ୍ତ ଗୋଷ୍ଠୀ ମଧ୍ଯରକ୍ସ୍ଟ ଏକ ସ୍ଥାନ ମନୋନୀତ କରିବେ, ଯେଉଁଠା ରେ ତାଙ୍କର ନାମ ଉପାସନା ହବୋ ଉଚିତ୍। ତୁମ୍ଭର ସଠାେକକ୍ସ୍ଟ ୟିବା ଉଚିତ୍ ଏବଂ ତାଙ୍କୁ ଖାଜେିବା ଉଚିତ୍।
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ଆଶୀର୍ବାଦ ଅନକ୍ସ୍ଟସା ରେ ତୁମ୍ଭେ ପ୍ରଚକ୍ସ୍ଟର ପରିମାଣ ରେ ଆପଣା ହସ୍ତର ସ୍ବେଛାଦତ ଉପହାର ଦଇେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ସଲ୍ଗାହ ସମକ୍ସ୍ଟହର ଉତ୍ସବ ପାଳନ କରିବ।
ତୁମ୍ଭେ ଆପଣା ଶସ୍ଯର ଆପଣା ଦ୍ରାକ୍ଷାରସର, ଆପଣା ତୈଳର ଆପଣା ମଷେ ଲୋମର ପ୍ରଥମ ଭାଗ ଯାଜକଗଣଙ୍କକ୍ସ୍ଟ ନିଶ୍ଚିତ ଦବେ।
ଇଶ୍ରାୟେଲ ସମସ୍ତ ଲୋକ ଶୀଲୋଠା ରେ ଏକତ୍ରୀତ ହେଲେ। ସମାନେେ ପ୍ରେତ୍ୟକକ ସ୍ଥାନ ରେ ସମାଗମ ତମ୍ବୁ ସ୍ଥାପନ କଲେ। ସମାନଙ୍କେର ଦେଶକକ୍ସ୍ଟ ନିଜ ଅଧିନ ରେ ରଖିପାରିଲେ।
ଅନନ୍ତର ଜଣେ ଲୋକ ବାଲ୍-ଶାଲିଶାରୁ ପରମେଶ୍ବରଙ୍କ ଲୋକଙ୍କ ନିକଟକୁ ପ୍ରଥମ ଫଳ ରେ ରୋଟୀ ଅର୍ଥାତ୍ କୋଡିଏ ୟବ ରୋଟୀ ଓ ନୂତନ ଶସ୍ଯର ଶୀଷା ଆପଣା ଝୁଲି ରେ ନଇେ ଆସିଲା। ତହିଁରେ ଇଲୀଶାୟ କହିଲେ, ଲୋକମାନଙ୍କୁ ଦିଅ, ସମାନେେ ଭୋଜନ କରନ୍ତୁ।
କିନ୍ତୁ ଆମ୍ଭେ ବର୍ତ୍ତମାନ ୟିରୁଶାଲମକୁ ଆମ୍ଭର ନାମାର୍ଥେ ଏକ ସ୍ଥାନ ରୂପେ ନିରୂପଣ କରିଅଛୁ। ଏବଂ ଆମ୍ଭେ ଆମ୍ଭର ଲୋକ ଦାଉଦକୁ ଇଶ୍ରାୟେଲକୁ ନତେୃତ୍ବ ଦବୋ ନିମନ୍ତେ ମନୋନୀତ କରିଅଛୁ।'
ଦେଶର ଚତୁର୍ଦ୍ଦିଗର ଲୋକମାନେ ଏହି ଆଦେଶ ଶୁଣିଲେ। ଅତଏବ ଇଶ୍ରାୟେଲର ଲୋକମାନେ ସମାନଙ୍କେର ଅମଳ ହାଇେଥିବା ଖାଦ୍ୟଶସ୍ଯ, ଅଙ୍ଗୁର ରସ, ତୈଳ, ମହୁ, ଓ ସମାନଙ୍କେ କ୍ଷେତ୍ର ରେ ହେଉଥିବା ସମସ୍ତ ଫସଲର ପ୍ରଥମ ଅଂଶ ଦେଲେ। ସମାନେେ ସହେି ସମସ୍ତ ସାମଗ୍ରୀଗୁଡ଼ିକର ଦଶମାଂଶ ଆଣିଲେ, ଯେଉଁଗୁଡ଼ିକ ୟଥେଷ୍ଟ ଭାବରେ ଯୋଗାଇଲେ।