Home Bibles ନିହିମିୟା 10:35 · ଓଡ଼ିଆ ବାଇବେଲ
ନିହିମିୟା 10:35 · ଓଡ଼ିଆ ବାଇବେଲ

ଆମ୍ଭମାନଙ୍କ ଜମିର ପ୍ରଥମଜାତ ଶସ୍ଯ ଓ ସର୍ବପ୍ରକାର ବୃକ୍ଷର ପ୍ରଥମଜାତ ଫଳ, ବର୍ଷକୁ ବର୍ଷ ସଦାପ୍ରଭୁଙ୍କ ମନ୍ଦିରକୁ ଆଣିବା ପାଇଁ ଏକଥା ଗ୍ରହଣ କରିଥିଲୁ।

Cross references

ଯାତ୍ରା ପୁସ୍ତକ 23:19

ଶସ୍ଯ ଅମଳ ସମୟରେ ତୁମ୍ଭେ ଯେତବେେଳେ ଶସ୍ଯ ସାଇତିବ ପ୍ରଥମ ଶସ୍ଯ ଆଗେ ତୁମ୍ଭର ସଦାପ୍ରଭୁ ପରମେଶ୍ବରଙ୍କ ଗୃହକୁ ଆଣିବ।

ଯାତ୍ରା ପୁସ୍ତକ 34:26

ତୁମ୍ଭମାନଙ୍କର ପ୍ରଥମ ଶସ୍ଯ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ। ସହେି ସବୁକୁ ପ୍ରଥମେ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କ ଗୃହକୁ ଆଣିବେ।

ଲେବୀୟ ପୁସ୍ତକ 6:5

ସେ ଯେଉଁଥିପାଇଁ ଗୋଟିଏ ମିଥ୍ଯା ଶପଥ କରିଥିଲା, ତାହାର ଏକ ପଞ୍ଚମାଂଶ ଅର୍ଥଦଣ୍ଡ ସହିତ ସପୂର୍ଣ୍ଣ ଫରୋଇ ଦବୋ ଉଚିତ୍। ଏସବୁ ସେ କରିବ ଯେଉଁଦିନ ସେ ଦୋଷୀ ବୋଲି ସାବ୍ଯସ୍ତ ହବେଓ ସହେିଦିନ ସେ ଗ୍ରହିତାକୁ ସେ ଦ୍ରବ୍ଯ ଦବେ।

ଲେବୀୟ ପୁସ୍ତକ 6:6

ପୁଣି ସେ ସଦାପ୍ରଭୁଙ୍କୁ ଉଦ୍ଦେଶ୍ଯ ରେ ତା'ର ଦୋଷାର୍ଥକ ନବୈେଦ୍ଯ ଉତ୍ସର୍ଗ କରିବ। ପୁଣି ନିରୂପିତ ମୂଲ୍ଯ ଅନୁସାରେ ପଲରୁ ଏକ ନିଖୁଣ ମଷେ ଦୋଷାର୍ଥକ ନବୈେଦ୍ଯ ରୂପେ ଯାଜକ ନିକଟକୁ ଆଣିବ।

ଲେବୀୟ ପୁସ୍ତକ 19:23

ଭବିଷ୍ଯତ ରେ ତୁମ୍ଭମାନେେ ତୁମ୍ଭମାନଙ୍କର ଦେଶ ରେ ପ୍ରବେଶ କରିବ। ତୁମ୍ଭମାନେେ ଭୋଜନର୍ଥେ ସେତବେେଳେ ବହୁପ୍ରକାର ଫଳବୃକ୍ଷ ରୋପଣ କରିବ। ମାତ୍ର ବୃକ୍ଷ ରୋପଣ ପରେ ତୁମ୍ଭମାନେେ ତିନି ବର୍ଷ ପର୍ୟ୍ଯନ୍ତ ଅପେକ୍ଷା କରିବ। ସେଥିରୁ କୌଣସି ଫଳ ବ୍ଯବହାର କରିବ ନାହିଁ। କାରଣ ତାହା ଅଶୁଚି।

ଗଣନା ପୁସ୍ତକ 18:2

ତୁମ୍ଭେ ଲବେୀୟମାନଙ୍କଠାରୁ ତୁମ୍ଭର ଅନ୍ୟ ଭ୍ରାତୃଗଣଙ୍କୁ ତୁମ୍ଭ ନିକଟକୁ ଆଣ। ସମାନେେ ତୁମ୍ଭ ସହିତ ୟୋଗ ଦବେେ ଓ ତୁମ୍ଭର ସାହାୟ୍ଯ କରିବେ। ଯେତବେେଳେ ତୁମ୍ଭେ ଓ ତୁମ୍ଭ ପୁତ୍ରଗଣ ସାକ୍ଷ୍ଯ ତମ୍ବୁ ସମ୍ମୁଖ ରେ ରହିବ।

ଗଣନା ପୁସ୍ତକ 18:12

ଇଶ୍ରାୟେଲ ଲୋକମାନେ ମାେ ଉବ୍ଦେଶ୍ଯ ରେ ଯେଉଁ ପ୍ରଥମଜାତ ଉତ୍ତମ ତୈଳ, ଉତ୍ତମ ଦ୍ରାକ୍ଷାଫଳ ଓ ଶସ୍ଯ ଉତ୍ସର୍ଗ କରିବେ, ତାହା ସବୁ ଆମ୍ଭେ ତୁମ୍ଭକୁ ଦଲେୁ।

ଦିତୀୟ ବିବରଣ 26:2

ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଦତ୍ତ ଆପଣା ସହେି ଦେଶ ରେ ଭୂମିରକ୍ସ୍ଟ ଫଳିଥିବା ସମସ୍ତ ଫଳ ଓ ପରିବାରକ୍ସ୍ଟ ପ୍ରଥମଜାତ ଫଳ କିଛି କିଛି ରଖି ଗ୍ଭଙ୍ଗକ୍ସ୍ଟଡି ରେ ତାହା ନଇେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତାଙ୍କ ନାମ ସ୍ଥାପନାର୍ଥେ ତାଙ୍କର ମନୋନୀତ ସ୍ଥାନକକ୍ସ୍ଟ ତୁମ୍ଭେ ୟିବ।

ଦିତୀୟ ବଂଶାବଳୀ 31:3

ହିଜକିଯ ତାଙ୍କର ନିଜର ପଶୁପଲ ମଧ୍ଯରୁ କତେୋଟିକୁ ହାମବେଳି ଉପହାର ସ୍ବରୂପେ ଉତ୍ସର୍ଗ କରିବାକୁ ଦେଲେ। ଏହିସବୁ ପଶୁଗୁଡ଼ିକୁ ପ୍ରତିଦିନ ସକାଳେ ଓ ସନ୍ଧ୍ଯା ସମୟରେ ହାମବେଳି ଉପହାର ସ୍ବରୂପେ ବ୍ଯବହାର କରାଯାଉଥିଲା। ଏହି ପଶୁଗୁଡ଼ିକୁ ବିଶ୍ରାମର ବିଶଷେ ଦିନ, ଅମାବାସ୍ଯା ଉତ୍ସବ ଓ ଅନ୍ଯାନ୍ଯ ବିଶଷେ ସଭାମାନଙ୍କ ରେ ଉତ୍ସର୍ଗ କରାଯାଉଥିଲା। ସଦାପ୍ରଭୁଙ୍କ ବ୍ଯବସ୍ଥା ନିଯମ ରେ ଯେଉଁପରି ଲଖାଯାେଉଥିଲା, ଏହା ସହେିପରି କରାଯାଉଥିଲା।

ନିହିମିୟା 13:31

ନିରୂପିତ ସମୟରେ କାଠ ଓ ପ୍ରଥମଜାତ ଫଳର ଉପହାର ନିମନ୍ତେ ଲୋକ ନିୟୁକ୍ତ କଲି।

ହିତୋପଦେଶ 3:9

ତୁମ୍ଭ ସମ୍ପଦରୁ ସଦାପ୍ରଭୁଙ୍କ ସମ୍ମାନ କର। ତାଙ୍କୁ ତୁମ୍ଭ ପ୍ରଥମ ଅମଳର କିଛି ଅଂଶ ଦିଅ।

ମଲାଖୀ 3:8

ଉତ୍ତର ରେ ସର୍ବଶକ୍ତିମାନ୍ ସଦାପ୍ରଭୁ କହିଲେ,ତୁମ୍ଭମାନେେ ପରମେଶ୍ବରଙ୍କ ଦ୍ରବ୍ଯ ଗ୍ଭରେି କରିବା ବନ୍ଦ କର। ପରମେଶ୍ବରଙ୍କ ଦ୍ରବ୍ଯ ଗ୍ଭରେିକରିବା ଉଚିତ ନୁହେଁ। ମାତ୍ର ତୁମ୍ଭମାନେେ ଆମ୍ଭର ଦ୍ରବ୍ଯ ଗ୍ଭରେିକଲ।

Interlinear

Choose Theme