Home Bibles ☰ Books ରୋମୀୟଙ୍କ ପ୍ରତି ପତ୍ର 16:5 · ଓଡ଼ିଆ ବାଇବେଲ
ରୋମୀୟଙ୍କ ପ୍ରତି ପତ୍ର 16:5 · ଓଡ଼ିଆ ବାଇବେଲ

ତାଙ୍କ ଘ ରେ ହେଉଥିବା ମଣ୍ତଳୀକୁ ମଧ୍ଯ ନମସ୍କାର।

Cross references

ମାଥିଉଲିଖିତ ସୁସମାଚାର 18:20

ଏକଥା ସତ୍ଯ। କାରଣ ଯେଉଁଠା ରେ, ମାେ ନାମ ରେ ବିଶ୍ବାସ କରୁଥିବା ଦୁଇତିନି ଜଣ ଲୋକ ଏକାଠି ହୁଅନ୍ତି, ମୁଁ ମଠାେ ରେ ସମାନଙ୍କେ ସହିତ ଅଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 18:12

ଗାଲ୍ଲିଯୋନ୍ ଆଖାଯାର ରାଜ୍ଯପାଳ ହେଲେ। ସେ ସମୟରେ ଯିହୂଦୀୟମାନେ ମିଳିତ ଭାବରେ ଚେ଼ଷ୍ଟା କରି ପାଉଲଙ୍କୁ ଆକ୍ରମଣ କଲେ। ସମାନେେ ତାହାଙ୍କୁ ଅଦାଲତାକୁ ନଇଗେଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 18:27

ସେ ଯେତବେେଳେ ଆଖାଯାକୁ ବାହାରିଲେ, ସେତବେେଳେ ଭାଇମାନେ ତାହାଙ୍କୁ ଉତ୍ସାହିତ କଲେ। ସମାନେେ ତାହାଙ୍କୁ ସ୍ବାଗତ କରିବାପାଇଁ ଶିଷ୍ଯମାନଙ୍କୁ ପତ୍ର ଲେଖିଲେ। ସେ ସଠାେରେ ପହଞ୍ଚି ପରମେଶ୍ବରଙ୍କ ଅନୁଗ୍ରହ ରେ ବିଶ୍ବାସ କରିଥିବା ଲୋକମାନଙ୍କର ବହୁତ ସାହାୟ୍ଯ କଲେ।

ରୋମୀୟଙ୍କ ପ୍ରତି ପତ୍ର 11:16

ଆମ୍ବ ଭୋଜନର ପ୍ରଥମ ଭାଗଟି ଯଦି ପରମେଶ୍ବରଙ୍କୁ ସମର୍ପଣ କରାଯାଏ, ତା' ହେଲେ ସମସ୍ତ ଭୋଜନ ପବିତ୍ର ହୁଏ। ଯଦି କୌଣସି ଗଛର ଚରେ ପବିତ୍ର, ତା' ହେଲେ ସହେି ଗଛର ସମସ୍ତ ଡାଳ ମଧ୍ଯ ପବିତ୍ର।

ରୋମୀୟଙ୍କ ପ୍ରତି ପତ୍ର 15:26

ୟିରୁଶାଲମଠା ରେ ଥିବା ପରମେଶ୍ବରଙ୍କ ଲୋକମାନେ ଗରିବ ଅଟନ୍ତି, ଏବଂ ମାକିଦନିଆ ଓ ଆଖାଯାର ବିଶ୍ବାସୀ ଲୋକେ ଅର୍ଥ ସଂଗ୍ରହ କରିବା ପାଇଁ ସ୍ଥିର କରିଛନ୍ତି। ତେଣୁ ସମାନେେ ସମାନଙ୍କେର ସହାୟ ହାଇପୋରିବେ।

ରୋମୀୟଙ୍କ ପ୍ରତି ପତ୍ର 16:8

ପ୍ରଭୁଙ୍କ ଠା ରେ ସ୍ଥିତ ମାରେ ପ୍ରିୟ ମାତ୍ର ଆମ୍ପ୍ଲିଯାତାଙ୍କୁ ନମସ୍କାର।

ରୋମୀୟଙ୍କ ପ୍ରତି ପତ୍ର 16:12

ପ୍ରଭୁଙ୍କର ପରିଶ୍ରମୀ କୀର୍ୟ୍ଯ କର୍ତ୍ତା କୁଫଣୋ ଓ କୁଫୋସାଙ୍କୁ ନମସ୍କାର। ମାରେପ୍ରିୟ ପ୍ରଭୁଙ୍କ ସବୋ ରେ ପରିଶ୍ରମକାରିଣୀ ପର୍ଶିଙ୍କୁ ନମସ୍କାର।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 16:15

ତୁମ୍ଭମାନେେ ସ୍ତିଫାନର ପରିବାରବର୍ଗଙ୍କୁ ଜାଣିଛ। ସମାନେେ ଆଖାଯା ଦେଶର ପ୍ରଥମ ବିଶ୍ବାସୀ ଥିଲେ। ସମାନେେ ପରମେଶ୍ବରଙ୍କ ଲୋକମାନଙ୍କ ସବୋ ରେ ନିଜକୁ ସମର୍ପିତ କରିଛନ୍ତି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 16:19

ଏସିଆର ସମସ୍ତ ମଣ୍ଡଳୀ ତୁମ୍ଭମାନଙ୍କୁ ଅଭିବାଦନ ଜଣାନ୍ତି। ଆକ୍ବିଲା ଓ ପ୍ରୀସ୍କା ପ୍ରଭୁଙ୍କ ନାମ ରେ ଅନକେ ଅଭିବାଦନ ପଠାନ୍ତି। ତାହାଙ୍କ ଘ ରେ ମିଳିତ ହେଉଥିବା ମଣ୍ଡଳୀ ତୁମ୍ଭମାନଙ୍କୁ ମଧ୍ଯ ଅଭିବାଦନ ଜଣାଏ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:1

ଯୀଶୁ ଖ୍ରୀଷ୍ଟଙ୍କ ଜଣେ ପ୍ ରରେିତ ପାଉଲଙ୍କର ନମସ୍କାର। ପରମେଶ୍ବରଙ୍କ ଇଚ୍ଛା ରେ ମୁଁ ଜଣେ ପ୍ ରରେିତ ହାଇେଛି। ଆମ୍ଭ ଭାଇ ତୀମଥି ମଧ୍ଯ ତୁମ୍ଭମାନଙ୍କୁ ଶୁଭେଚ୍ଛା ଜଣାନ୍ତି। କରିନ୍ଥୀଠା ରେ ଥିବା ପରମେଶ୍ବରଙ୍କ ମଣ୍ଡଳୀ ଓ ସମଗ୍ର ଆଖାଯା ପ୍ରଦେଶର ପରମେଶ୍ବରଙ୍କ ସମସ୍ତ ପବିତ୍ର ଲୋକଙ୍କ ନିକଟକୁ ପତ୍ର।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 9:2

ମୁଁ ଜାଣେ ଯେ, ତୁମ୍ଭମାନେେ ସାହାୟ୍ଯ କରିବା ପାଇଁ କେତେ ଆଗ୍ରହୀ। ମାକିଦନିଆର ଲୋକମାନଙ୍କ ଆଗ ରେ ଗର୍ବ ସହିତ ମୁଁ କୁ ହେ ଯେ, ଆଖାଯାର ଲୋକେ ଗତ ବର୍ଷ ଠାରୁ ପ୍ରସ୍ତୁତ ଅଛନ୍ତି। ତୁମ୍ଭମାନଙ୍କର ଆଗ୍ରହ ଦେଖି ଏଠିକାର ଅଧିକାଂଶ ଲୋକ ଉତ୍ସାହିତ ହାଇେ ଦାନ ଦବୋ ପାଇଁ ପ୍ରସ୍ତୁତ ଅଛନ୍ତି।

କଲସୀୟଙ୍କ ପ୍ରତି ପତ୍ର 4:15

ଲାଅଦିକୀଆର ଭାଇ ଓ ଭଉଣୀମାନଙ୍କୁ ନମସ୍କାର ଜଣାଅ। ନୁମ୍ଫା ଓ ତାଙ୍କ ଘ ରେ ମିଳିତ ହେଉଥିବା ମଣ୍ଡଳୀକୁ ନମସ୍କାର ଜଣାଅ।

ଫିଲୀମୋନଙ୍କ ପ୍ରତି ପତ୍ର 1:2

ଆମ୍ଭର ପ୍ରିୟ ମିତ୍ର ଓ ସହକର୍ମୀ ଫିଲୀମାନେ, ଆମ୍ଭର ଭଉଣୀ ଆପ୍ପିଯା, ସାଥି ସୈନିକ ଆଖିପ୍ପ, ଓ ତୁମ୍ଭ ଘରଠା ରେ ଏକତ୍ରୀତ ହେଉଥିବା ଉପାସନା ମଣ୍ଡଳୀକୁ ପତ୍ର ଲେଖୁଛୁ।

ଯାକୁବଙ୍କ ପତ୍ 1:18

ସତ୍ଯ ବାକ୍ଯ ଦ୍ବାରା ସେ ଆମ୍ଭକୁ ଜୀବନ ଦାନ ଦବୋ ନିମନ୍ତେ ସ୍ଥିର କଲେ। ତାହାଙ୍କ ସୃଷ୍ଟ ସମସ୍ତ ବସ୍ତୁ ମଧ୍ଯରୁ ଆମ୍ଭମାନଙ୍କୁ ସର୍ବାଧିକ ମହତ୍ବପୂର୍ଣ୍ଣ କରିବା ତାହାଙ୍କର ଇଚ୍ଛା ଥିଲା।

ଯୋହନଙ୍କ ତୃତୀୟ ପତ୍ର 1:1

ପ୍ରାଚୀନ ଯେ ମୁଁ, ମୁଁ ମୋର ପ୍ରିୟ ବନ୍ଧୁ ଗାୟଙ୍କ ନିକଟକୁ ଲେଖୁଛି। ମୁଁ ତାହାଙ୍କୁ ସତ୍ୟରେ ରହି ପ୍ରେମ କରେ।

Interlinear

Choose Theme