Home Bibles ଦିତୀୟ ବିବରଣ 26:3 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 26:3 · ଓଡ଼ିଆ ବାଇବେଲ

ତୁମ୍ଭେ ସହେି ସମୟରେ ଯାଜକ ନିକଟକକ୍ସ୍ଟ ୟିବା ଉଚିତ୍ ଏବଂ କହିବ, 'ସଦାପ୍ରଭୁ ଆମ୍ଭମାନଙ୍କୁ ଯେଉଁ ଦେଶ ଦବୋପାଇଁ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ନିକଟରେ ଶପଥ କରିଥିଲେ, ସହେି ଦେଶ ରେ ଆମ୍ଭେ ବାସ କରୁଅଛକ୍ସ୍ଟ। ଏହା ଆମ୍ଭେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ସାକ୍ଷାତ ରେ ଘାଷେଣା କରୁଅଛକ୍ସ୍ଟ।'

Cross references

ଆଦି ପୁସ୍ତକ 17:8

ବର୍ତ୍ତମାନ ତୁମ୍ଭେ ଯେଉଁ ଦେଶ ରେ ଅସ୍ଥାଯୀ ଭାବରେ ବାସ କରୁଅଛ ତାହା ଚିରଦିନ ପାଇଁ ତୁମ୍ଭର ହବେ। ମୁଁ ତୁମ୍ଭକୁ ଏବଂ ତୁମ୍ଭ ଭବିଷ୍ଯତ୍ ବଂଶଧରମାନଙ୍କୁ କିଣାନର ସମଗ୍ର ଦେଶ ଚିରକାଳ ପାଇ ଦବେି ଏବଂ ମୁଁ ସମାନଙ୍କେର ପରମେଶ୍ବର ହବେି।

ଆଦି ପୁସ୍ତକ 26:3

ତୁମ୍ଭେ ଏହି ଦେଶ ରେ ପ୍ରବାସ କର। ତହିଁରେ ମୁଁ ତୁମ୍ଭକୁ ସାହାୟ୍ଯ ଓ ଆଶୀର୍ବାଦ କରିବି। ପୁଣି ମୁଁ ତୁମ୍ଭକୁ ଓ ତୁମ୍ଭ ବଂଶକୁ ଏହି ସମସ୍ତ ଭୂମି ଦବେି। ତୁମ୍ଭ ପିତା ଅବ୍ରାହାମଙ୍କ ନିକଟରେ କରିଥବା ଶପଥ ମୁଁ ସଫଳ କରିବି।

ଦିତୀୟ ବିବରଣ 1:8

ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ଏହି ଦେଶ ଦଇେଅଛୁ, ଏହାସବୁ ତୁମ୍ଭମାନଙ୍କର, ୟାଅ ଏବଂ ଏହାକକ୍ସ୍ଟ ଅଧିକାର କର। ଆମ୍ଭେ ତୁମ୍ଭର ପୂର୍ବପୁରୁଷ ୟାଥ: ଅବ୍ରହାମ, ଇସହାକ୍ ଓ ୟାକୁବକୁ ଏହା ଦବୋ ପାଇଁ ଶପଥ କରିଥିଲକ୍ସ୍ଟ, ଆମ୍ଭେ ସମାନଙ୍କେୁ ଓ ସମାନଙ୍କେର ବଂଶଧରମାନଙ୍କୁ ଏହି ଦେଶମାନ ଦବୋ ପାଇଁ ଶପଥ କରିଥିଲକ୍ସ୍ଟ।'

ଦିତୀୟ ବିବରଣ 19:17

ଯେଉଁ ଦକ୍ସ୍ଟଇ ବ୍ଯକ୍ତି ମଧିଅରେ ବି ରୋଧ ଥାଏ, ସେ ଦକ୍ସ୍ଟ ହେଁ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ସେ ସମୟରେ ଯାଜକ ଓ ବିଗ୍ଭରକର୍ତ୍ତାଙ୍କ ଆଗ ରେ ଛିଡା ହବେେ।

ଗୀତସଂହିତା 105:9

ସେ ଅବ୍ରହାମଙ୍କ ସାଙ୍ଗରେ କରିଥିବା ଚୁକ୍ତିକୁ ପରମେଶ୍ବର ଇସହାକଙ୍କ ସହିତ କରିଥିବା ପ୍ରତିଜ୍ଞା ମନେ ରଖିବେ।

ଲୂକଲିଖିତ ସୁସମାଚାର 1:72

ସେ ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦୟା ଦଖାଇବେେ ବୋଲି କହିଥିଲେ ଏବଂ ସେ ତାହାଙ୍କର ପବିତ୍ର ପ୍ରତିଜ୍ଞା ମନେ ରଖିଛନ୍ତି।

ଏବ୍ରୀ 6:16

ମନୁଷ୍ଯମାନେ ନିଜ ଅପେକ୍ଷା ମହତ୍ ଲୋକର ନାମ ନଇେ ଶପଥ କରିଥାନ୍ତି। ଏହା ଦ୍ବାରା ସମାନଙ୍କେର କଥାର ସତ୍ଯତା ପ୍ରମାଣିତ ହୁଏ ଓ ସମାନଙ୍କେ ବିବାଦର ନିଷ୍ପତ୍ତି ହୁଏ।

ଏବ୍ରୀ 7:26

ଅତଏବ, ଯୀଶୁଖ୍ରୀଷ୍ଟଙ୍କ ଭଳି ମହାୟାଜକ ଆମ୍ଭର ଆବଶ୍ଯକ ଥିଲା। ସେ ପବିତ୍ର, ତାହାଙ୍କଠା ରେ କୌଣସି ପାପ ନାହିଁ। ସେ ପବିତ୍ର ଓ ପାପୀମାନଙ୍କ ଦ୍ବାରା ପ୍ରଭାବିତ ନୁହଁନ୍ତି। ତାଙ୍କୁ ସ୍ବର୍ଗଠାରୁ ମଧ୍ଯ ଉଚ୍ଚସ୍ଥାନକୁ ନିଆ ଯାଇଛି।

ଏବ୍ରୀ 10:21

ପରମେଶ୍ବରଙ୍କ ଘରକୁ ଶାସନ କରୁଥିବା ଭଳି ଆମ୍ଭର ମଧ୍ଯ ଜଣେ ମହାୟାଜକ ଅଛନ୍ତି।

ଏବ୍ରୀ 13:15

ଅତଏବ ଯୀଶୁଙ୍କ ମାଧ୍ଯମ ରେ ପରମେଶ୍ବରଙ୍କୁ ଆମ୍ଭର ବଳି ଉତ୍ସର୍ଗ କରିବା ବିଷୟ ଆମ୍ଭେ କବେେ ହେଲେ ବନ୍ଦ କରିବା ଉଚିତ ନୁହେଁ। ମୁଖ ଦ୍ବାରା ପ୍ରଶଂସାପୂର୍ବକ ତାହାଙ୍କର ନାମ ଉଚ୍ଚାରଣ ସହେି 'ବଳି' ଅଟେ।

ପିତରଙ୍କ ପ୍ରଥମ ପତ୍ 2:5

ଅତଏବ ତାହାଙ୍କ ପାଖକୁ ଆସ। ତୁମ୍ଭମାନେେ ମଧ୍ଯ ଜୀବନ୍ତ ପଥର ଭଳି। ପରମେଶ୍ବର ଗୋଟିଏ ଆଧ୍ଯାତ୍ମିକ ମନ୍ଦିର ନିର୍ମାଣ କରୁଛନ୍ତି। ସହେି ମନ୍ଦିର ରେ ପରମେଶ୍ବରଙ୍କ ଦ୍ବାରା ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ଗୃହୀତ ହବୋ ଭଳି ଆଧ୍ଯାତ୍ମିକ ବଳିଦାନ ଉତ୍ସର୍ଗ କରି ପବିତ୍ର ଯାଜକ ହବୋ ପାଇଁ, ନିଜକୁ ନିଯୋଜିତ କର।

Interlinear

Choose Theme