ତୁମ୍ଭମାନେେ ଆଜି ସଙ୍କଳ୍ପ କରିଅଛ ଯେ, ସେ ସଦାପ୍ରଭୁ ତୁମ୍ଭର ପରମେଶ୍ବର ହବେେ ଓ ତୁମ୍ଭେ ତାହାଙ୍କ ପଥରେ ଗ୍ଭଲିବ ଓ ତାଙ୍କର ବିଧି, ଆଜ୍ଞା, ଶାସନ ମାନି ଚଳିବ ଏବଂ ତାହାଙ୍କ ସ୍ବର ଶକ୍ସ୍ଟଣ।
Cross references
ଯଦି ପରମେଶ୍ବର ମାେତେ ନିରାପଦ ରେ ମାେ ଗୃହକୁ ଫରୋଇ ଆଣନ୍ତି। ତବେେ ସଦାପ୍ରଭୁ ମାରେ ପରମେଶ୍ବର ହବେେ।
ସଦାପ୍ରଭୁ ହେଉଛନ୍ତି ମାରେ ଶକ୍ତି। ସେ ମାେତେ ରକ୍ଷା କରନ୍ତି। ଏବଂ ମୁଁ ତାଙ୍କର ପ୍ରଶଂସା କରି ଗାନ କରିବି। ସଦାପ୍ରଭୁ ହେଉଛନ୍ତି ମାରେ ପରମେଶ୍ବର ଏବଂ ମୁଁ ତାଙ୍କର ପ୍ରଶଂସା କରିବି। ସଦାପ୍ରଭୁ ହେଉଛନ୍ତି ମାରେ ପୂର୍ବପୁରୁଷମାନଙ୍କର ପରମେଶ୍ବର ଏବଂ ମୁଁ ତାଙ୍କର ସମ୍ମାନ କରିବି।
ସମସ୍ତ ଲୋକେ ଏକ ସମୟରେ କହିଲେ, ଆମ୍ଭେ ସଦାପ୍ରଭୁଙ୍କର ସମସ୍ତ ଆଜ୍ଞା ମାନିବୁ।
ଆଉ ସମାନେେ ମାଶାଙ୍କେୁ କହିଲେ, ତୁମ୍ଭେ ଆମ୍ଭମାନଙ୍କ ସଙ୍ଗେ କଥା କୁହ ଆମ୍ଭମାନେେ ଶୁଣିବୁ, ମାତ୍ର ପରମେଶ୍ବର ଆମ୍ଭମାନଙ୍କ ସଙ୍ଗେ କଥା ନ କୁହନ୍ତୁ, ନ ହେଲ ଆମ୍ଭମାନେେ ମରିୟିବୁ।
ମାଶାେ ବିଶଷେ ନିଯମ ଲଖାୟୋଇଥିବା ନଳାକାର ପୁସ୍ତକ ନଇେ ଲୋକମାନଙ୍କ ଆଗ ରେ ପାଠ କଲେ। ସମାନେେ କହିଲେ, ସଦାପ୍ରଭୁ ଯାହାସବୁ କରିଛନ୍ତି ଆମ୍ଭମାନେେ ଏହା କରିବୁ ଏବଂ ଆମ୍ଭମାନେେ ମାନିବୁ।
ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ହାରେବେ ରେ ଆମ୍ଭମାନଙ୍କ ସହିତ ଗୋଟିଏ ନିଯମ କଲେ।
ଏବେ ହେ ଇଶ୍ରାୟେଲ, ଶକ୍ସ୍ଟଣ! ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ବାସ୍ତବ ରେ ତକ୍ସ୍ଟମ୍ଭଠାରକ୍ସ୍ଟ କ'ଣ ଗ୍ଭହାଁନ୍ତି ଜାଣ? ସେ ଗ୍ଭହାଁନ୍ତି ତାଙ୍କର ବାକ୍ଯ ଅନକ୍ସ୍ଟସା ରେ କର୍ମମାନ କର। ବିଧି ନିଯମ ପାଳନ କର। ପରମେଶ୍ବର ଗ୍ଭହାଁନ୍ତି ତୁମ୍ଭମାନେେ ଅନ୍ତକରଣ ସହକା ରେ ସଦାପ୍ରଭୁଙ୍କୁ ପ୍ ରମେ କର ଓ ତାଙ୍କର ସବୋ କର। ତାଙ୍କର ବ୍ଯବସ୍ଥା ଓ ଆଦେଶ ମାନି ଚଳ।
ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କ ପଶ୍ଚାଦଗମନ କରିବ। ତାହାଙ୍କକ୍ସ୍ଟ ଭୟ କରିବ। ତାହାଙ୍କ ଆଜ୍ଞା ସବୁ ପାଳନ କରିବ। ତାହାଙ୍କ ବାକ୍ଯ ପ୍ରତି ଧ୍ଯାନ ଦବେେ। ତାଙ୍କର ସବୋ କରିବ। ଏବଂ ତାଙ୍କଠା ରେ ଆସକ୍ତି ହବେ।
ଯଦି ତୁମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ବରଙ୍କ ଆଜ୍ଞା ମାନ ତାହା ମୁ ( ମାଶାେ) ତୁମ୍ଭମାନଙ୍କୁ ଆଜି ଦେଉଛି ଏବଂ ତାଙ୍କ ଦୃଷ୍ଟି ରେ ଯାହା ଠିକ୍ ତାହା କର। ତା ହେଲେ ସେ ଯାହା ପ୍ରତିଜ୍ଞା କଲେ ତାହା କରିବେ।
କିନ୍ତୁ ଏପରି ହବେ ଯଦି ତୁମ୍ଭମାନେେ ସଦାପ୍ରଭୁ ପରମେଶ୍ବରଙ୍କର ଆଜ୍ଞା ଓ ବିଧିମାନ ପାଳନ କରି ଚଳିବ। ତୁମ୍ଭମାନେେ ସାବଧାନତା ସହକା ରେ ମୁ ଆଜି ତୁମ୍ଭକୁ ଯେଉଁ ଆଜ୍ଞା ବିଧି କହକ୍ସ୍ଟଛି ତାହା ପାଳନ କରିବ।
ଏଣୁ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ କଥା ରେ କର୍ଣପାତ କର ଓ ଆଜି ମୁ ତାଙ୍କର ଯେଉଁ ସମସ୍ତ ଆଜ୍ଞା ବିଧି ତକ୍ସ୍ଟମ୍ଭଙ୍କକ୍ସ୍ଟ ଆଜ୍ଞା କରୁଅଛି। ତାହା ପାଳନ କର।
ତୁମ୍ଭମାନେେ ସମସ୍ତେ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କଠାରେ ଚକ୍ସ୍ଟକ୍ତି କରିବା ପାଇଁ ଏଠା ରେ ଛିଡା ହାଇେଛ। ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଆଜି ଏହି ଚକ୍ସ୍ଟକ୍ତି କରୁଛନ୍ତି।
ମୁ ତୁମ୍ଭମାନଙ୍କୁ ନିର୍ଦ୍ଦେଶ ଦେଉଛି, ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭର ପରମେଶଓରଙ୍କୁ ପ୍ ରମେ କର। ତୁମ୍ଭମାନେେ ତାଙ୍କୁ ଅନକ୍ସ୍ଟସରଣ କରି ତାଙ୍କର ବାକ୍ଯମାନ, ନିଯମ ବିଧି ପାଳନ କର। ତବେେ ତୁମ୍ଭମାନେେ ବଞ୍ଚିବ ଏବଂ ତୁମ୍ଭର ଜାତି ବଢିବ। ପକ୍ସ୍ଟଣି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଦେଉଥିବା ଦେଶ ରେ ତୁମ୍ଭକୁ ଆଶୀର୍ବାଦ କରିବେ, ଯେଉଁଠାକକ୍ସ୍ଟ ତୁମ୍ଭମାନେେ ଅଧିକାର କରିବା ପାଇଁ ଯାଉଛ।