Home Bibles ଯିଶାଇୟ 44:5 · ଓଡ଼ିଆ ବାଇବେଲ
ଯିଶାଇୟ 44:5 · ଓଡ଼ିଆ ବାଇବେଲ

ଜଲଣ କହିବ, ଆମ୍ଲଭ ସଦାପ୍ରଭୁଙ୍କର,' ଅନ୍ୟ ଜଲଣ ଯାକୁବ'ସବାଲି ନିଜକୁ କହିବ ; ଆଉସକହି 'ସଦାପ୍ରଭୁଙ୍କର' ସ୍ବାକ୍ଷର ନିଜ ହାତସର କରିବ ଓ ଅନ୍ୟସକହି 'ଇଶ୍ରାଲୟଲର ନାମସର ନିଜକୁ ପରିଚଯ ଦଲବ।'

Cross references

ଯାତ୍ରା ପୁସ୍ତକ 13:9

ଏହି ପବିତ୍ର ଦିନଟିକୁ ତୁମ୍ଭମାନେେ ମନେ ରଖିବ। ଏହା ଯେପରି ତୁମ୍ଭମାନଙ୍କ ପାଇଁ, ସଦାପ୍ରଭୁଙ୍କ ବ୍ଯବସ୍ଥା ଯେପରି ତୁମ୍ଭ ମୁଖ ରେ ରହିବ, ଏଥିପାଇଁ ଏହା ଚିହ୍ନ ସ୍ବରୂପ ତୁମ୍ଭ ହସ୍ତ ରେ ଓ ସ୍ମରଣର ଉପାଯ ସ୍ବରୂପ ତୁମ୍ଭ ଚକ୍ଷୁ ଦ୍ବଯର ମଧ୍ଯସ୍ଥାନ ରେ ରହିବ। ଯେ ହତେୁ ସଦାପ୍ରଭୁ ପରାକ୍ରାନ୍ତ ହସ୍ତଦ୍ବାରା ମିଶରଠାରୁ ତୁମ୍ଭକୁ ବାହାର କରି ଆଣିଛନ୍ତି।

ଦିତୀୟ ବିବରଣ 26:17

ତୁମ୍ଭମାନେେ ଆଜି ସଙ୍କଳ୍ପ କରିଅଛ ଯେ, ସେ ସଦାପ୍ରଭୁ ତୁମ୍ଭର ପରମେଶ୍ବର ହବେେ ଓ ତୁମ୍ଭେ ତାହାଙ୍କ ପଥରେ ଗ୍ଭଲିବ ଓ ତାଙ୍କର ବିଧି, ଆଜ୍ଞା, ଶାସନ ମାନି ଚଳିବ ଏବଂ ତାହାଙ୍କ ସ୍ବର ଶକ୍ସ୍ଟଣ।

ଦିତୀୟ ବଂଶାବଳୀ 36:23

ପାରସ୍ଯର ରାଜା କୋରସ୍ କହନ୍ତି, ସଦାପ୍ରଭୁ, ସ୍ବର୍ଗର ପରମେଶ୍ବର, ମାେତେ ସାରା ପୃଥିବୀ ଉପରେ ରାଜା କରିଛନ୍ତି। ସେ ମାେତେ ଯିହୁଦାସ୍ଥିତ ୟିରୁଶାଲମ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବାର ଦାଯିତ୍ବ ଦଇେଅଛନ୍ତି। ବର୍ତ୍ତମାନ, ତୁମ୍ଭେ ଯେଉଁମାନେ ପରମେଶ୍ବରଙ୍କ ଲୋକ ଅଟ, ୟିରୁଶାଲମକୁ ଫରେି ୟିବା ନିମନ୍ତେ ସ୍ବାଧୀନ ଅଟ ଏବଂ ସଦାପ୍ରଭୁ ପରମେଶ୍ବର ତୁମ୍ଭ ପ୍ରେତ୍ୟକକଙ୍କ ସହିତ ରେ ରୁହନ୍ତୁ।

ନିହିମିୟା 9:38

ତଥାପି ଏସବୁ ଘଟିଲେ ହେଁ ଆମ୍ଭମାନେେ ଏକ ନିଶ୍ଚିତ ନିଯମ କରି ତାହା ଲେଖିଅଛୁ। ଆଉ ଆମ୍ଭମାନଙ୍କର ଅଧିପତିମାନେ, ଆମ୍ଭମାନଙ୍କ ଲବେୀୟମାନେ ଓ ଆମ୍ଭମାନଙ୍କ ଯାଜକମାନେ ତାହା ମାହେରାଙ୍କିତ କରୁଅଛନ୍ତି।

ଗୀତସଂହିତା 116:16

ମୁଁ ତୁମ୍ଭର ଦାସ। ମୁଁ ତୁମ୍ଭର ଜଣେ ଦାସୀର ସନ୍ତାନ ଅଟେ। ହେ ସଦାପ୍ରଭୁ, ତୁମ୍ଭେ ମାେତେ ମୃତ୍ଯୁର ଶିଙ୍କୁଳିରୁ ମୁକ୍ତ କର।

ଯିଶାଇୟ 2:3

ବହୁ ଲୋକ ସଠାେକୁ ଯିବେ। ସମାନେେ କହିବେ, ଆସ, ଆମ୍ଭମାନେେ ସଦାପ୍ରଭୁଙ୍କ ପର୍ବତକୁ ୟିବା। ଯାକୁବଙ୍କ ପରମେଶ୍ବରଙ୍କ ମନ୍ଦିରକୁ ଆମ୍ଭମାନେେ ୟିବା। ସେତବେେଳେ ପରମେଶ୍ବର ଆମ୍ଭମାନଙ୍କୁ ତାଙ୍କ ପଥ ବିଷଯ ରେ ଶିକ୍ଷା ଦବେେ। ଆମ୍ଭମାନେେ ତାହା ଅନୁସରଣ କରିବା।

ଯିରିମିୟ 50:5

ସମାନେେ ସିୟୋନକୁ ୟିବାକୁ ପଥ ପଚାରିବେ। ସହେିଆଡ଼େ ମୁଖକରି ସମାନେେ କହିବେ, 'ତୁମ୍ଭମାନେେ ଆସ, ଆମ୍ଭମାନଙ୍କ ସହିତ ଅନନ୍ତକାଳସ୍ଥାଯୀ ଅବିସ୍ମରଣୀଯ ନିଯମ ଦ୍ବାରା ସଦାପ୍ରଭୁଙ୍କଠା ରେ ଆସକ୍ତ ହୁଅ।'

ମୀଖା 4:2

ବିଭିନ୍ନ ଗୋଷ୍ଠୀରୁ ଲୋକମାନେ ସଠାେକୁ ଯିବେ ଏବଂ କହିବେ,

ଯିଖରିୟ 8:20

ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ଭବିଷ୍ଯତ ରେ ଅନକେ ସହର ରେ ବାସ କରୁଥିବା ଲୋକମାନେ ଆସିବେ।

ଯିଖରିୟ 13:9

ତା'ପ ରେ ଆମ୍ଭେ ସହେି ଏକ ତୃତୀଯାଂଶ ଲୋକଙ୍କୁ ଅଗ୍ନି ରେ ପରୀକ୍ଷା କରିବା। ଆମ୍ଭେ ସମାନଙ୍କେୁ ରୂପା ଯେପରି ନିର୍ମଳ ହୁଏ ସହେିପରି ବିଶୁଦ୍ଧ କରିବା। ସୁବର୍ଣ୍ଣକୁ ପରୀକ୍ଷା କଲାପରି ଆମ୍ଭେ ସହେି ଲୋକଙ୍କୁ ପରୀକ୍ଷା କରିବା। ଆମ୍ଭ ନାମ ଧରି ଆମ୍ଭକୁ ସମାନେେ ଡାକିବେ ଏବଂ ଆମ୍ଭେ ସମାନଙ୍କେୁ ଉତ୍ତର ଦବୋ, 'ଏମାନେ ଆମ୍ଭର ଲୋକ', ଆଉ ସମାନେେ କହିବେ, 'ସଦାପ୍ରଭୁ ଆମ୍ଭର ପରମେଶ୍ବର ଅଟନ୍ତି।'

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 8:5

ସମାନେେ ଯେଉଁଭଳି ଭାବରେ ଦେଲେ ଆମ୍ଭେ ତାହା କବେେ ଭାବି ନ ଥିଲୁ। ସମାନେେ ତାହାଙ୍କର ଅର୍ତ ଦବୋ ପୂର୍ବରୁ ପ୍ରଥମେ ନିଜକୁ ପ୍ରଭୁଙ୍କଠା ରେ ଓ ଆମ୍ଭଠା ରେ ସମର୍ପଣ କଲେ।

ଗାଲାତୀୟଙ୍କ ପ୍ରତି ପତ୍ର 6:16

ଯେଉଁମାନେ ଏହି ନିୟମ ପାଳନ କରୁଛନ୍ତି, ସମାନଙ୍କେୁ ଓ ପରମେଶ୍ବରଙ୍କ ସମସ୍ତ ଲୋକମାନଙ୍କୁ ଶାନ୍ତି ଓ ଦୟା ମିଳୁ।

ପିତରଙ୍କ ପ୍ରଥମ ପତ୍ 2:9

କିନ୍ତୁ ତୁମ୍ଭମାନେେ ମନୋନୀତ ଲୋକ ଅଟ। ତୁମ୍ଭମାନେେ ରାଜାଙ୍କର ଯାଜକ। ତୁମ୍ଭମାନେେ ପବିତ୍ର ଜାତି ଅଟ। ତୁମ୍ଭମାନେେ ପରମେଶ୍ବରଙ୍କ ଲୋକ। ପରମେଶ୍ବର କରିଥିବା ଆଶ୍ଚର୍ୟ୍ଯ ଘଟଣାମାନ କହିବା ପାଇଁ ପରମେଶ୍ବର ତୁମ୍ଭକୁ ମନୋନୀତ କରିଛନ୍ତି। ସେ ଅନ୍ଧକାରରୁ ତୁମ୍ଭମାନଙ୍କୁ ତାହାଙ୍କର ଆଶ୍ଚର୍ୟ୍ଯ ଜନକ ଆଲୋକକୁ ଆଣିଛନ୍ତି।

Interlinear

Choose Theme