ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କ ପଶ୍ଚାଦଗମନ କରିବ। ତାହାଙ୍କକ୍ସ୍ଟ ଭୟ କରିବ। ତାହାଙ୍କ ଆଜ୍ଞା ସବୁ ପାଳନ କରିବ। ତାହାଙ୍କ ବାକ୍ଯ ପ୍ରତି ଧ୍ଯାନ ଦବେେ। ତାଙ୍କର ସବୋ କରିବ। ଏବଂ ତାଙ୍କଠା ରେ ଆସକ୍ତି ହବେ।
Cross references
ଏଣୁ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ଓ ସମସ୍ତ ଶକ୍ତି ସହିତ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶଓରଙ୍କୁ ପ୍ ରମେ କରିବ।
ତୁମ୍ଭେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶଓରଙ୍କୁ ଭୟ କରିବ ଓ ତୁମ୍ଭେ ତାଙ୍କର ସବୋ କରିବ ଓ ତାହାଙ୍କ ନାମ ରେ ଶପଥ କରିବ।
ତୁମ୍ଭେ ସଦାପ୍ରଭୁ ଆପଣା ପରମେଶଓରଙ୍କୁ ଭୟ କରିବ। ତାଙ୍କର ଉପାସନା କରିବ। ତାହାଙ୍କଠା ରେ ତୁମ୍ଭେ ଆସକ୍ତ ହବେ। ତାହାଙ୍କ ନାମ ରେ ତୁମ୍ଭେ ଶପଥ କରିବ।
ତୁମ୍ଭମାନେେ ସଦାପ୍ରଭୁ ଆପଣା ପରମେଶଓରଙ୍କୁ ପ୍ ରମେ କରିବା ଉଚିତ୍। ତୁମ୍ଭମାନେେ ତାଙ୍କର ବ୍ଯବସ୍ଥା, ବିଧି ଓ ଆଦେଶ ସବୁ ସର୍ବଦା ପାଳନ କରିବା ଉଚିତ୍।
ତୁମ୍ଭମାନେେ ତକ୍ସ୍ଟମ୍ଭ ସଦାପ୍ରଭୁ ପରମେଶଓରଙ୍କୁ ପ୍ ରମେ କରିବ ଓ ଭଲ ପାଇବ। ତାଙ୍କୁ ମାନି ଚଳିବ। ତାଙ୍କୁ କଦାପି ଛାଡିବ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କର ଜୀବନ, ଏବଂ ସଦାପ୍ରଭୁ ତୁମ୍ଭକୁ ଦୀର୍ଘ୍ଯ ଜୀବନ ଦବେେ ସହେି ଦେଶ ରେ, ଯେଉଁ ଦେଶ ଦବୋ ପାଇଁ ତୁମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମ, ଇସହାକ୍ ଏବଂ ୟାକକ୍ସ୍ଟବଙ୍କକ୍ସ୍ଟ କହିଥିଲେ।
ଏଥି ରେ ରାଜା ସ୍ତମ୍ଭ ସମ୍ମୁଖ ରେ ଠିଆ ହେଲେ। ସଦାପ୍ରଭୁଙ୍କ ସହିତ ଗୋଟିଏ ୟୁକ୍ତି କଲେ ଏବଂ ସଦାପ୍ରଭୁଙ୍କୁ ଅନୁକରଣ କରିବାକୁ ତାଙ୍କର ଆଜ୍ଞାମାନ, ସାକ୍ଷକଥା ଓ ନିଯମମାନ ତାଙ୍କ ସମସ୍ତ ହୃଦଯ ଓ ମନ ସହିତ ପ୍ରତିଜ୍ଞା କଲେ ଏବଂ ପ୍ରେତ୍ୟକକ ଲୋକ ଏହା କରିବାକୁ ରାଜି ହେଲେ।
ଏହାପରେ ରାଜା ତାଙ୍କ ସ୍ଥାନ ରେ ଉଠି ଛିଡ଼ା ହେଲେ ଓ ସେ ସଦାପ୍ରଭୁଙ୍କ ସହିତ ଗୋଟିଏ ନିଯମ କଲେ। ସେ ସଦାପ୍ରଭୁଙ୍କ ଅନୁଗମନ କରିବା ଓ ସଦାପ୍ରଭୁଙ୍କ ଆଦେଶ, ନିଯମ ଓ ନୀତିକୁ ମାନିବା ପାଇଁ ସମସ୍ତ ହୃଦଯ ଓ ଆତ୍ମାର ସହିତ ପୁସ୍ତକରେ ଥିବା ନିଯମର ବାକ୍ଯକୁ ମାନିବା ନିମନ୍ତେ ସମ୍ମତ ହେଲେ।
କବଳେ ଆମ୍ଭେ ଏତିକି ଆଜ୍ଞା କରିଥିଲୁ, 'ତୁମ୍ଭମାନେେ ଆମ୍ଭ ଆଜ୍ଞା ପାଳନ କରିବ, ଆମ୍ଭେ ତୁମ୍ଭର ପରମେଶ୍ବର ହବୋ ଓ ତୁମ୍ଭମାନେେ ଆମ୍ଭର ଲୋକ ହବେ। ଆମ୍ଭେ ଯେଉଁ ଆଜ୍ଞା କରିବୁ, ତୁମ୍ଭମାନେେ ସହେି ପଥରେ ଚାଲିଲେ ତୁମ୍ଭମାନଙ୍କର ମଙ୍ଗଳ ହବେ।'
ହେ ମାନବ, ଯାହା ଉତ୍ତମ ତାହା ସଦାପ୍ରଭୁ ତୁମ୍ଭକୁ ଜଣାଇଛନ୍ତି। ଏହାହିଁ ସଦାପ୍ରଭୁ ତୁମ୍ଭଠାରୁ ଇଚ୍ଛା କରନ୍ତି। ଅନ୍ୟମାନଙ୍କ ପ୍ରତି ଭଲହୁଅ, ବଦାନ୍ଯତା ଓ କରୁଣାକୁ ଭଲ ପାଅ, ପରମେଶ୍ବରଙ୍କ ସହିତ ନମ୍ରତାର ସହିତ ବାସ କର।
ସମାନେେ ଦୁ ହେଁ ପରମେଶ୍ବରଙ୍କ ଆଗ ରେ ଉତ୍ତମ ବ୍ଯକ୍ତି ଥିଲେ। ସମାନେେ ଉଭୟ ପ୍ରଭୁଙ୍କର ସମସ୍ତ ଆଜ୍ଞା ପାଳନ କରୁଥିଲେ। ପ୍ରଭୁ ଲୋକମାନଙ୍କୁ ପାଳିବାକୁ କହିଥିବା ସମସ୍ତ କଥା ସମାନେେ ଦୁ ହେଁ ପାଳୁଥିଲେ। ସମାନଙ୍କେର କୌଣସି ଭୁଲ ନଥିଲା।
ପାପର ସବୋ କରିବା ପାଇଁ ତୁମ୍ଭମାନଙ୍କ ଶରୀରର ଅଙ୍ଗ ଗୁଡ଼କକୁ ଅନୁମତି ଦିଅ ନାହିଁ। ମନ୍ଦ କାମ କରିବା ପାଇଁ ଶରୀରକୁ ବ୍ଯବହାର କର ନାହିଁ। ତା' ପରିବର୍ତେ ନିଜକୁ ପରମେଶ୍ବରଙ୍କଠା ରେ ସମର୍ପଣ କର। ଯେଉଁମାନେ ମରି ଥିଲେ ଓ ଏବେ ଜୀବିତ ଅଛନ୍ତି ସେ ଲୋକଙ୍କ ଭଳି ହୁଅ। ନିଜ ଶରୀରର ଅଙ୍ଗହୁଡ଼ିକୁ ଭଲ କାମ କରିବା ପାଇଁ ପରମେଶ୍ବରଙ୍କଠା ରେ ସମର୍ପଣ କର।
କିନ୍ତୁ ଯେଉଁଲୋକ ପ୍ରଭୁଙ୍କ ସଙ୍ଗ ରେ ରହେ ସେ ଆତ୍ମା ରେ ତାହାଙ୍କ ସହିତ ଏକ ହୁଏ।
ଯେପରି ତୁମ୍ଭମାନେେ ପ୍ରଭୁଙ୍କୁ ଗୌରବ ଆରିଲା ଭଳି ଓ ପ୍ରେତ୍ୟକକ ଢ଼ଙ୍ଗ ରେ ତାହାଙ୍କୁ ପ୍ରସନ୍ନ କଲା ଭଳି ଏହି ବିଷୟଗୁଡ଼ିକ ବ୍ଯବହାର କରି ଜୀବନ-ଯାପନ କରିବ ; ଯେପରି ତୁମ୍ଭମାନେେ ସମସ୍ତ ପ୍ରକାରର ଭଲ କାମ କରିବ ଓ ପରମେଶ୍ବର ବିଷୟକ ଜ୍ଞାନ ରେ ବିକାଶ ଲାଭ କରିବ ;
ଭାଇ ଓ ଭଉଣୀମାନେ! ବର୍ତ୍ତମାନ ତୁମ୍ଭମାନଙ୍କୁ ମାରେ କେତକେ ଅନ୍ୟ କଥାଗୁଡ଼ିକ କହିବାକୁ ଅଛି। ପରମେଶ୍ବରଙ୍କୁ ପ୍ରସନ୍ନ କରିପାରୁଥିବା ଜୀବନଯାପନ ପ୍ରଣାଳୀ ବିଷୟ ରେ ଆମ୍ଭମାନେେ ତୁମ୍ଭମାନଙ୍କୁ ଶିଖାଇଛୁ। ତୁମ୍ଭମାନେେ ସହେିଭଳି ଜୀବନଯାପନ କରୁଛ। ପ୍ରଭୁଯୀଶୁଙ୍କ ପାଇଁ ଅଧିକରୁ ଅଧିକ ସହେିଭଳି ଜୀବନଯାପନ କରିବା ପାଇଁ ଆମ୍ଭେ ତୁମ୍ଭମାନଙ୍କୁ କହୁଛୁ ଓ ଉତ୍ସାହିତ ମଧ୍ଯ କରୁଛୁ।