Home Bibles ☰ Books ଯିହୋଶୂୟ 24:22 · ଓଡ଼ିଆ ବାଇବେଲ
ଯିହୋଶୂୟ 24:22 · ଓଡ଼ିଆ ବାଇବେଲ

ଏହାପରେ ଯିହାଶୂେୟ ଲୋକମାନଙ୍କୁ କହିଲେ, ତୁମ୍ଭେ ନିଜ ପାଇଁ ନିଜେ ସାକ୍ଷୀ କି? ତୁମ୍ଭେ ସଦାପ୍ରଭୁଙ୍କ ସବୋ ଉପାସନା କରୁଛ ବୋଲି?

Cross references

ଦିତୀୟ ବିବରଣ 26:17

ତୁମ୍ଭମାନେେ ଆଜି ସଙ୍କଳ୍ପ କରିଅଛ ଯେ, ସେ ସଦାପ୍ରଭୁ ତୁମ୍ଭର ପରମେଶ୍ବର ହବେେ ଓ ତୁମ୍ଭେ ତାହାଙ୍କ ପଥରେ ଗ୍ଭଲିବ ଓ ତାଙ୍କର ବିଧି, ଆଜ୍ଞା, ଶାସନ ମାନି ଚଳିବ ଏବଂ ତାହାଙ୍କ ସ୍ବର ଶକ୍ସ୍ଟଣ।

ଆୟୁବ ପୁସ୍ତକ 15:6

ଏହା ଦ୍ବାରା ମୁଁ ପ୍ରମାଣ କରିବାକୁ ଚେଷ୍ଟା କରୁନାହିଁ ଯେ ତୁମ୍ଭେ ଯାହା କରୁଛ ସବୁ ଅଧର୍ମ ବୋଲି। ଯେଉଁ ବିଷଯ ତୁମ୍ଭ ନିଜ ମୁଖ ଦ୍ବାରା କହୁଛ ତାହା ତୁମ୍ଭେ ଭୁଲ୍ ବୋଲି ଦଖାେଉଛ। ତୁମ୍ଭର ନିଜ ଓଠ ତୁମ୍ଭ୍ ବିରୁଦ୍ଧ ରେ ସାକ୍ଷ୍ଯ ଦେଉଛି।

ଗୀତସଂହିତା 119:11

ମୁଁ ମାେ ହୃଦଯରେ ତୁମ୍ଭର ପ୍ରତିଜ୍ଞାକୁ ସଞ୍ଚଯ କରି ରଖିଅଛି, ୟପରେି ମୁଁ ତୁମ୍ଭ ବିରୁଦ୍ଧରେ ପାପ ନ କରିବି।

ଗୀତସଂହିତା 119:173

ତୁମ୍ଭର ନିର୍ଦ୍ଦେଶ ଗୁଡ଼ିକୁ ମାନିବା ପାଇଁ ମୁଁ ମନୋନୀତ କରିଅଛି। ତଣେୁ ମାରେ ସାହାୟ୍ଯ ପାଇଁ ବାହାରି ଆସ।

ଲୂକଲିଖିତ ସୁସମାଚାର 10:42

କିନ୍ତୁ ଗୋଟିଏ ଜିନିଷ ସବୁଠାରୁ ସହତ୍ତ୍ବପୂର୍ଣ୍ଣ। ମରିୟମ ନିଜ ପାଇଁ ଠିକ୍ ଜିନିଷଟି ପସନ୍ଦ କରିଛ ଏବଂ ଏହା ତା'ଠାରୁ ଛଡଇେ ନିଆୟିବନାହିଁ।

ଲୂକଲିଖିତ ସୁସମାଚାର 19:22

ତା'ପରେ ରାଜା ସହେି ଚାକରକୁ କହିଲେ, 'ତୁମ୍ଭେ ଜଣେ ଦୁଷ୍ଟ ଚାକର। ତୁମ୍ଭେ ମାେ ପ୍ରତି ବ୍ଯବହାର କରିଥିବା ଭାଷା ରେ ମୁଁ ତୁମ୍ଭରି ବିଚାର କରିବି। ତୁମ୍ଭେ କହିଛ ଯେ, ମୁଁ ଜଣେ କଠାେର ବ୍ଯକ୍ତି। ପୁଣି କହିଛ ଯେ ମୁଁ ଅର୍ଜ୍ବନ ନକରି ଟଙ୍କା ନିଏ ଓ ଉତ୍ପନ୍ନ ନକରି ମଧ୍ଯ ଖାଦ୍ୟଶସ୍ଯ ସଂଗ୍ରହ କରେ।'

Interlinear

Choose Theme