Home Bibles ☰ Books ଦିତୀୟ ଶାମୁୟେଲ 6:4 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 6:4 · ଓଡ଼ିଆ ବାଇବେଲ

ସମାନେେ ପର୍ବତସ୍ଥ ଶିର୍ଷଦେଶ ରେ ଅବୀନାଦବର ଗୃହରକ୍ସ୍ଟ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ଆଣିଲେ ଓ ଉଷ ପବିତ୍ର ସିନ୍ଦକ୍ସ୍ଟକ ପାଶର୍‌ବ ରେ ଗ୍ଭଲିଲା ଏବଂ ଅହୀୟୋ ପବିତ୍ର ସିନ୍ଦକ୍ସ୍ଟକ ଆଗେ ଆଗେ ଗ୍ଭଲିଲା।

Cross references

ପ୍ରଥମ ଶାମୁୟେଲ 7:1

ଅନନ୍ତର କିରିଯଥ-ୟିଯାରୀମୀଯ ଲୋକମାନେ ଆସିଲେ ଏବଂ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ନଇଗେଲେ। ସମାନେେ ପର୍ବତସ୍ଥିତ ଅବୀନାଦବର ଗୃହକକ୍ସ୍ଟ ତାହା ଆଗିଲେ। ସଦାପ୍ରଭୁଙ୍କ ସିନ୍ଦକ୍ସ୍ଟକ ଜଗିବାକକ୍ସ୍ଟ ତା'ର ପକ୍ସ୍ଟତ୍ର ଇଲିଯାସରକକ୍ସ୍ଟ ବିଶଷେ ଉତ୍ସବ ମାଧ୍ଯମ ରେ ପବିତ୍ର କଲେ।

ପ୍ରଥମ ବଂଶାବଳୀ 13:7

ଲୋକମାନେ ନିଯମସିନ୍ଦୁକକୁ ଅବୀନାଦବଙ୍କ ଗୃହରୁ କାଢ଼ି ଆଣିଲେ। ସମାନେେ ତାହାକୁ ଏକ ନୂତନ ଶଗଡ଼ଗାଡ଼ି ରେ ରଖିଲେ। ଉଷ ଓ ଅହିଯୋ ସହେି ଶଗଡ଼କୁ ଚଳାଇଲେ।

Interlinear

Choose Theme