Home Bibles ଆମୋଷ 5:23 · ଓଡ଼ିଆ ବାଇବେଲ
ଆମୋଷ 5:23 · ଓଡ଼ିଆ ବାଇବେଲ

ତୁମ୍ଭମାନଙ୍କର ସହେି ଉଚ୍ଚସ୍ବର ସଙ୍ଗୀତ ବନ୍ଦ କର। କାରଣ ଆମ୍ଭେ ସଗେୁଡିକୁ ଶୁଣିବାକୁ ଗ୍ଭହୁଁ ଓ ତୁମ୍ଭର ବୀଣାବାଦନଗୁଡିକ ଦୁର କର।

Cross references

ଆମୋଷ 6:5

ତୁମ୍ଭେ ବୀଣାବାଦନ କରୁଛ ଏବଂ ଦାଉଦଙ୍କ ପରି ତୁମ୍ଭର ବାଦ୍ଯୟନ୍ତ୍ରଗୁଡିକରେ ଅଭ୍ଯାସ କରୁଛ।

ଆମୋଷ 8:3

ପୁଣି ମନ୍ଦିର ଗୀତ ଦୁଃଖପୂର୍ଣ୍ଣ ମୃତ୍ଯୁକାଳୀନ ସଙ୍ଗୀତ ରେ ପରିଣତ ହବେ। ସଦାପ୍ରଭୁ, ମାରେ ପ୍ରଭୁ ଏହା କହିଲେ: ସବୁ ସ୍ଥାନ ରେ ମୃତ ଶରୀର ପଡିରହିବ। ନୀରବ ରେ ଲୋକମାନେ ସହେି ଶବଗୁଡିକୁ ନଇେ ଏକ ସ୍ଥାନ ରେ ପକାଇବେ।

ଆମୋଷ 8:10

ତୁମ୍ଭର ଅବସର ଦିନକୁ ମୃତ ଲୋକର ଶୋକ ଦିବସ ରେ ପରିଣତ କରାଇବା ଏବଂ ତୁମ୍ଭର ସମସ୍ତ ସଙ୍ଗୀତ ମୃତ ଲୋକଙ୍କ ବିଳାପ ରେ ପରିଣତ ହବେ। ଆମ୍ଭେ ସମସ୍ତଙ୍କୁ ଦୁଃଖ ବସ୍ତ୍ର ପରିଧାନ କରାଇବା ଓ ସମସ୍ତଙ୍କର ମସ୍ତକକୁ ଲଣ୍ତା କରାଇବା। ଗୋଟିଏ ଲୋକର ଏକମାତ୍ର ସନ୍ତାନର ମୃତ୍ଯୁ ରେ ଯେପରି ଆକୁଳ କ୍ରନ୍ଦନ କରାୟାଏ ସହେିପରି କରୁଣ ବିଳାପ କରାଇବା। ଏହା ଅତି ଦୁଃଖର ଅନ୍ତିମ ପରିଣତି ହବେ।

Interlinear

Choose Theme