Home Bibles ☰ Books ପ୍ରଥମ ବଂଶାବଳୀ 15:10 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 15:10 · ଓଡ଼ିଆ ବାଇବେଲ

ଉର୍ଷାଯଲଙ୍କେ ପରିବାରବର୍ଗରୁ

Cross references

ଯାତ୍ରା ପୁସ୍ତକ 6:18

କହାତ 133 ବର୍ଷ ପଞ୍ଚିଥିଲେ। କହାତଙ୍କର ପୁତ୍ରମାନେ ଥିଲେ, ଅମ୍ରମ୍, ୟିଷ୍ହର, ହିବ୍ରୋଣ ଓ ଉଷୀଯଲେ,

ଯାତ୍ରା ପୁସ୍ତକ 6:22

ଉଷୀଯଲରେ ସନ୍ତାନ ମୀଶାଯଲେ ଓ ଇଲୀଷାଫନ୍ ଓ ସିଥ୍ରି।

ପ୍ରଥମ ବଂଶାବଳୀ 6:3

ଅମ୍ରାନ୍ଙ୍କର ସନ୍ତାନମାନେ ଥିଲେ ହାରୋଣ, ମାଶାେ ଓ ମରିଯମ୍।

ପ୍ରଥମ ବଂଶାବଳୀ 6:18

କହାତ୍ଙ୍କ ପୁତ୍ରମାନେ ଥିଲେ ଅମ୍ରାମ୍, ୟିଷହର, ହିବ୍ରୋଣ୍ ଓ ଉଷୀଯଲେ।

ପ୍ରଥମ ବଂଶାବଳୀ 6:22

ଏହିମାନେ କହାତଙ୍କ ବଂଶଧର ଥିଲେ। ଅମ୍ମୀନାଦବ୍ କହାତ୍ଙ୍କ ପୁତ୍ର ଥିଲେ। କୋରହ ଅମ୍ମୀନାଦବଙ୍କ ପୁତ୍ର ଥିଲେ। ଅସୀର କୋରହଙ୍କ ପୁତ୍ର ଥିଲେ।

ପ୍ରଥମ ବଂଶାବଳୀ 23:12

କହାତଙ୍କର ଚାରିପୁତ୍ର ଥିଲେ। ସମାନେେ ହେଲେ ଅମ୍ରାମ୍, ୟିଷ୍ହର, ହିବ୍ରୋଣ ଓ ଉଷୀଯଲେ।

Interlinear

Choose Theme