ଯାତ୍ରା ପୁସ୍ତକ 32:24 · ଓଡ଼ିଆ ବାଇବେଲ
ତେଣୁ ମୁଁ ଲୋକମାନଙ୍କୁ କହିଲି, 'ଯଦି ତୁମ୍ଭମାନଙ୍କ ପାଖ ରେ କିଛି ସୁବର୍ଣ୍ଣର ଅଳଙ୍କାର ଅଛି, ତବେେ ମାେ ପାଖକୁ ଆଣ, ତେଣୁ ସମାନେେ ମାେତେ ତାଙ୍କର ସବୁ ସୁବର୍ଣ୍ଣ ଦେଲେ।' ମୁଁ ସୁବର୍ଣ୍ଣକୁ ନିଆଁ ରେ ଫୋପାଡି ଦଲେି ଓ ଏହି ବାଛୁରୀ ତିଆରି କଲି।
Cross references
ଆଦି ପୁସ୍ତକ 3:12
ମନୁଷ୍ଯ ଉତ୍ତର ଦଲୋ, ତୁମ୍ଭେ ମାେ ପାଇଁ ଯେଉଁ ସ୍ତ୍ରୀ ତିଆରି କରିଥିଲ ସେ ମାେତେ ସହେି ଫଳ ଖାଇବାକୁ ଦଲୋ। ତେଣୁ ମୁଁ ତାହା ଖାଇଲି।
ଯାତ୍ରା ପୁସ୍ତକ 32:4
ହାରୋଣ ଲୋକମାନଙ୍କଠାରୁ ସୁବର୍ଣ୍ଣ ଗ୍ରହଣ କଲେ। ତା'ପରେ ହାରୋଣ ସେଥିରୁ ଏକ ସୁବର୍ଣ୍ଣର ଶିଳ୍ପାସ୍ତ୍ର ରେ ଛାଞ୍ଚ ପ୍ରସ୍ତୁତ କରି ସେଥି ରେ ଢଳା ବାଛୁରୀ ନିର୍ମାଣ କଲେ।
ଲୂକଲିଖିତ ସୁସମାଚାର 10:29
ନିଜେ ଠିକ୍ ଜୀବନ ଯାପନ କରୁଛନ୍ତି ବୋଲି ଧର୍ମଶାସ୍ତ୍ରୀ ଜଣକ ପ୍ରମାଣ କରିବାକୁ ଚାହୁଁଥିଲେ। ତେଣୁ ସେ ଯୀଶୁଙ୍କୁ ପଚାରିଲେ, ତବେେ ଯେଉଁମାନଙ୍କୁ ପ୍ ରମେ କରିବି, ସମାନେେ କିଏ?
ରୋମୀୟଙ୍କ ପ୍ରତି ପତ୍ର 3:10
ଶାସ୍ତ୍ର ରେ ଏହିପରି ଲଖାେ ଅଛି,