Home Bibles ☰ Books ପ୍ରଥମ ଶାମୁୟେଲ 17:50 · ଓଡ଼ିଆ ବାଇବେଲ
ପ୍ରଥମ ଶାମୁୟେଲ 17:50 · ଓଡ଼ିଆ ବାଇବେଲ

ଏହିପରି ଭାବରେ ଦାଉଦ ବାଟକ୍ସ୍ଟଳି ଓ ପଥର ଦ୍ବାରା ସହେି ପଲେଷ୍ଟୀୟକକ୍ସ୍ଟ ପରାସ୍ତ କଲେ ଓ ଆଘାତକରି ବଧ କଲେ। ମାତ୍ର ଦାଉଦଙ୍କ ହସ୍ତ ରେ ଖଡ୍ଗ ନ ଥିଲା।

Cross references

ବିଚାରକର୍ତାମାନଙ୍କ ବିବରଣ 3:31

ଏହୂଦ୍ଙ୍କ ପରେ ଇଶ୍ରାୟେଲମାନଙ୍କୁ ଆଉ ଜଣେ ରକ୍ଷା କଲେ। ସେ ଶମ୍ଗାର, ଅନାତର ପକ୍ସ୍ଟତ୍ର ଥିଲେ। ସେ 600 ପଲେଷ୍ଟୀୟ ଲୋକଙ୍କକ୍ସ୍ଟ ଗୋକଣ୍ଟକ ପଞ୍ଚମ ଦ୍ବାରା ହତ୍ଯା କଲେ। ସେ ଇଶ୍ରାୟେଲକକ୍ସ୍ଟ ମଧ୍ଯ ରକ୍ଷା କଲେ।

ବିଚାରକର୍ତାମାନଙ୍କ ବିବରଣ 15:15

ଶାମ୍ଶାେନ୍ ଗୋଟିଏ ଗଧର କଞ୍ଚା ଥମାେଣି ପାଇଲେ ସେ ସେଥି ରେ ସଠାେରେ ଥିବା 1,000 ପଲେଷ୍ଟୀୟମାନଙ୍କୁ ହତ୍ଯା କଲେ।

ପ୍ରଥମ ଶାମୁୟେଲ 13:22

ଏଣୁ ୟକ୍ସ୍ଟଦ୍ଧ ସମୟରେ କୌଣସି ଇଶ୍ରାୟେଲୀୟଙ୍କ ପାଖ ରେ ଖଡ୍ଗ କିମ୍ବା ବର୍ଚ୍ଛା ନ ଥିଲା, କବଳେ ଶାଉଲ ଏବଂ ତାଙ୍କ ପକ୍ସ୍ଟତ୍ର ଯୋନାଥନଙ୍କ ପାଖ ରେ ଲୌହ ଅସ୍ତ୍ର ଥିଲା।

ପ୍ରଥମ ଶାମୁୟେଲ 17:39

ଦାଉଦ ଆପଣା ବସ୍ତ୍ର ଉପରେ ଖଡ୍ଗ ବାନ୍ଧି ଗ୍ଭଲିବାକକ୍ସ୍ଟ ଚେଷ୍ଟା କଲେ, ସେ ଅକୃତକାର୍ୟ୍ଯ ହେଲେ, କାରଣ ଏହିପରି ଓଜନିଆଁ ସାମଗ୍ରି ପିନ୍ଧିବାର ଅଭ୍ଯାସ ନଥିଲା।

ପ୍ରଥମ ଶାମୁୟେଲ 21:9

ଦାଉଦ ଅହୀମଲକେକକ୍ସ୍ଟ କହିଲେ, ଏଠା ରେ ତକ୍ସ୍ଟମ୍ଭ ହାତ ରେ ଖଣ୍ତା କିମ୍ବା ବର୍ଚ୍ଛା ନାହିଁତ? ମୁ ଆପଣା ଖଡ୍ଗ ବା ଅସ୍ତ୍ରଶସ୍ତ୍ର ସାଥି ରେ ଆଣି ନାହିଁ। ଯେଣକ୍ସ୍ଟ ରାଜାଙ୍କ ଅଭିୟାନ ଶିଘ୍ର କରିବାକୁ ପଡିବ।

ପ୍ରଥମ ଶାମୁୟେଲ 23:21

ଶାଉଲ କହିଲେ, ତୁମ୍ଭେ ମାେତେ ସାହାର୍ୟ୍ଯ କରିଥିବାରକ୍ସ୍ଟ ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତକ୍ସ୍ଟ।

Interlinear

Choose Theme