Home Bibles ଦିତୀୟ ଶାମୁୟେଲ 19:10 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 19:10 · ଓଡ଼ିଆ ବାଇବେଲ

ସତଣୁ ବର୍ତ୍ତମାନ ଅବଶାଲଲାମକକ୍ସ୍ଟ ଆମ୍ଲଭ ଯାହାକକ୍ସ୍ଟ ରାଜା କରିଥିଲକ୍ସ୍ଟସସ ବର୍ତ୍ତମାନ ମୃତ।ସସ ୟକ୍ସ୍ଟଦ୍ଧସର ମୃତକ୍ସ୍ଟ୍ଯବରଣ କଲଲ।ସତଣୁ ଆମ୍ଲଭମାଲନ ଦାଉଦଙ୍କକ୍ସ୍ଟ ଆଉଥଲର ଆମ୍ଭମାନଙ୍କର ରାଜା କରିବକ୍ସ୍ଟ।

Cross references

ବିଚାରକର୍ତାମାନଙ୍କ ବିବରଣ 18:9

ତହିଁରେ ସମାନେେ କହିଲେ, ଉଠ, ସମାନଙ୍କେର ପ୍ରତିକୂଳ ରେ ୟିବା। କାରଣ ଆମ୍ଭମାନେେ ସେ ଦେଶ ଦେଖିଲକ୍ସ୍ଟ। ଦେଖ ସେ ଦେଶ ଅତି ଉତ୍ତମ। ଆଉ ତୁମ୍ଭମାନେେ କାହିଁକି ଚକ୍ସ୍ଟପ ରହିଛ। ସହେି ଦେଶକକ୍ସ୍ଟ ୟିବାକକ୍ସ୍ଟ ଓ ସେ ଦେଶକକ୍ସ୍ଟ ଅଧିକାରକକ୍ସ୍ଟ ଆଣିବା ପାଇଁ ଅଳସ କର ନାହିଁ।

ଦିତୀୟ ଶାମୁୟେଲ 15:12

ଯେତବେେଳେ ଅବଶା ଲୋମ ବଳିଦାନ ଉତ୍ସର୍ଗ କଲେ, ସେ ଦାଉଦଙ୍କର ମନ୍ତ୍ରୀ ଗୀଲୋନୀଯ ଅହୀଥୋଫଲକକ୍ସ୍ଟ ତାହାର ନଗର ଗୀଲୋରକ୍ସ୍ଟ ଡକାଇଲେ। ତହିଁରେ ଚକ୍ରାନ୍ତ ଦକ୍ସ୍ଟଢ ହେଲା, କାରଣ ଅବଶାଲୋମର ସପକ୍ଷର ଲୋକମାନେ ବହକ୍ସ୍ଟତ ବୃଦ୍ଧି ପାଇଲେ।

ଦିତୀୟ ଶାମୁୟେଲ 15:14

ଏଥି ରେ ଦାଉଦ ତାଙ୍କ ସହିତ ଥିବା ସମସ୍ତ ଦାସ ଯେଉଁମାନେ ୟିରକ୍ସ୍ଟଶାଲମ ରେ ଥିଲେ ତାଙ୍କୁ କହିଲେ ଯେ, ଆମ୍ଭମାନେେ ଏଠାରକ୍ସ୍ଟ ପଳାଇବା, ନଚେତ୍ ଅବଶା ଲୋମ ଆମକକ୍ସ୍ଟ କାହାରିକକ୍ସ୍ଟ ଛାଡିବ ନାହିଁ। ଆଉ ସେ ଆମ୍ଭମାନଙ୍କୁ ଧ୍ବଂସ କରିବ ଓ ୟିରକ୍ସ୍ଟଶାଲମର ସମସ୍ତ ଲୋକଙ୍କକ୍ସ୍ଟ ହତ୍ଯା କରିବ।

ଦିତୀୟ ଶାମୁୟେଲ 15:16

ତାଙ୍କର ଘର ଜଗିବା ପାଇଁ ଦଶଜଣ ଉପପତ୍ନୀଙ୍କକ୍ସ୍ଟ ଛାଡି ଅନ୍ୟ ସମସ୍ତେ ସେ ସ୍ଥାନରକ୍ସ୍ଟ ପଳାଯନ କଲେ।

ଦିତୀୟ ଶାମୁୟେଲ 18:14

ଯୋୟାବ କହିଲା, ମୁ ଏଠା ରେ ତକ୍ସ୍ଟମ୍ଭ ସହିତ ସମୟ ନଷ୍ଟ କରି ପାରିବି ନାହିଁ।

ହୋଶେୟ 8:4

ଇଶ୍ରାୟେଲୀୟମାନେ ତାଙ୍କର ରାଜା ବାଛିଲେ କିନ୍ତୁ ସମାନେେ ଆମ୍ଭ ଉପଦେଶ ମାନି ନ ଥିଲେ। ଇଶ୍ରାୟେଲୀୟମାନେ ସମାନଙ୍କେର ନେତା ବାଛିଲେ କିନ୍ତୁ ସମାନେେ ଆମ୍ଭେ ଜାଣିଥିବା ଲୋକକୁ ବାଛି ନଥିଲେ। ସମାନେେ ସୁନା ରୂପା ବ୍ଯବହାର କରି ସମାନଙ୍କେ ପାଇଁ ପ୍ରତିମା ଗଢିଲେ। ତେଣୁ ସମାନେେ ଧ୍ବଂସ ହବେେ।

Interlinear

Choose Theme