Home Bibles ଦିତୀୟ ଶାମୁୟେଲ 13:34 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 13:34 · ଓଡ଼ିଆ ବାଇବେଲ

ଏଥି ମଧିଅରେ ଅବଶା ଲୋମ ପଳାଯନ କରିଥିଲା।

Cross references

ଆଦି ପୁସ୍ତକ 4:8

କଯିନ ତା'ର ଭାଇ ହବେଲକୁ କହିଲା, ଚ଼ାଲ କ୍ଷତକେୁ ୟିବା। ତେଣୁ କଯିନ ଏବଂ ହବେଲ କ୍ଷତକେୁ ବାହାରି ଗଲେ। ଏହାପରେ କଯିନ ହବେଲକୁ ଆକ୍ରମଣ କରି ହତ୍ଯା କଲେ।

ଦିତୀୟ ଶାମୁୟେଲ 13:37

ତାଙ୍କର ପକ୍ସ୍ଟତ୍ର ଅମ୍ମାନଙ୍କେ ପାଇଁ ଦାଉଦ ବହକ୍ସ୍ଟତ ଦିନ ଶାେକ କଲେ।

ହିତୋପଦେଶ 28:17

ଯେଉଁ ଲୋକ କୌଣସି ଲୋକର ରକ୍ତ ରେ ଭାରଗ୍ରସ୍ତ ହୁଏ, ସେ ଗର୍ତ୍ତ ପର୍ୟ୍ଯନ୍ତ ପଳାଇବ। ତାକୁ କହେି ଅଟକାଇବେ ନାହିଁ।

ଆମୋଷ 5:19

ସଦାପ୍ରଭୁଙ୍କର ଦିନଟି ଏପରି ସମୟ ହବେ, ଯବେେ ତବେଳେେ ଜଣେ ବ୍ଯକ୍ତି ସିଂହ ମୁହଁରୁ ରକ୍ଷା ପାଇ ଭାଲୁ ଦ୍ବାରା ଆକ୍ରମିତ ହୁଏ କି ନିଜ ଘରର କାନ୍ଥ ରେ ହାତ ରଖି ବିଶ୍ରାମ ନବୋ ସମୟରେ ଦନ୍ତଘାତ ହୁଏ।

Interlinear

Choose Theme