ମାରେପ୍ରଭୁ ମାେତେ କହିଲେ, ୟାଅ ଏକ ଜଣ ପ୍ରହରି ନିୟୁକ୍ତ କର। ସେ ଯାହା ଦେଖିବ ତାହା ସପରେି ପ୍ରକାଶ କରିବ।
Cross references
ପ୍ରହରୀଟି ରାଜା ଦାଉଦଙ୍କକ୍ସ୍ଟ କହିଲେ, ରାଜା ଦାଉଦ କହିଲେ, ଯଦି ସେ ଲୋକଜଣକ ଏକା ଆସକ୍ସ୍ଟଅଛି ତବେେ ସେ ଖବର ନଇେ ଆସିଛ।
ଜଣେ ବିଶ୍ବାସ ଯୋଗ୍ଯ ପ୍ରହରୀ ୟିଷ୍ରିଯଲରେ ଦୁର୍ଗ ଉପରେ ଛିଡା ହାଇେ ଦେଖିଲା, ଯହେୂର ବଡ ଦଳ ଆସୁଅଛନ୍ତି। ସେ ଯୋରାମ ନିକଟକୁ ୟାଇ କହିଲେ, ମୁଁ ଏକ ବଡ ଦଳ ଲୋକ ଆସିବାର ଦେଖୁଛି।
ହେ ୟିରୁଶାଲମ, ଆମ୍ଭେ ତୁମ୍ଭ ପ୍ରାଚୀର ଉପ ରେ ପ୍ରହରିଗଣ ନିୟୁକ୍ତ କରିଅଛୁ ; ସମାନେେ କି ଦିନ କି ରାତି ନୀରବ ରହିବେ ନାହିଁ। ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବେ ଓ ତୁମ୍ଭମାନେେ ନିଶ୍ଚିତ ତାଙ୍କର ପ୍ରତିଜ୍ଞା ସ୍ମରଣ କରିବ।
ବାବିଲର ପ୍ରାଚୀର ବିରୁଦ୍ଧ ରେ ଧ୍ବଜା ସ୍ଥାପନ କର। ଅଧିକ ପ୍ରହରୀଗଣ, ରକ୍ଷକ ଦଳ ଯଥା ସ୍ଥାନ ରେ ନିୟୁକ୍ତ କର। ଗୋପନ ସ୍ଥାନ ରେ ସୈନ୍ଯ ରଖ, କାରଣ ସଦାପ୍ରଭୁ ବାବିଲ ବିରୁଦ୍ଧ ରେ ଯାହା କରିବାକୁ ଯୋଜନା କରିଛନ୍ତି, ତାହା ସେ ନିଶ୍ଚଯ ସଫଳ କରିବେ।
ହେ ମନୁଷ୍ଯ ପୁତ୍ର, ଆମ୍ଭେ ଇଶ୍ରାୟେଲ ବଂଶ ପ୍ରତି ତୁମ୍ଭକୁ ପ୍ରହରୀ କରି ନିୟୁକ୍ତ କରିଅଛୁ। ଏଣୁ ଆମ୍ଭ ମୁଖର କଥା ଶୁଣ ଓ ଆମ୍ଭ ନାମ ରେ ସମାନଙ୍କେୁ ଚତନୋ ଦିଅ।
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ନିଜ ଲୋକମାନଙ୍କୁ କୁହ, 'ଆମ୍ଭେ ଯେତବେେଳେ କୌଣସି ଦେଶ ବିରୁଦ୍ଧ ରେ ଖଡ୍ଗ ଆଣୁ, ସେ ଦେଶର ଲୋକମାନେ ନିଜ ଲୋକମାନଙ୍କ ମଧ୍ଯରୁ ଜଣଙ୍କୁ ସେତବେେଳେ ଏକ ପ୍ରହରୀ କରି ନିୟୁକ୍ତ କରନ୍ତି।
ମୁଁ ଜଣେ ରକ୍ଷୀ ପରି ଛିଡା ହବେି। ମୁଁ ନଗର ପ୍ରାଚୀର ରେ ଜଗିବି। ସଦାପ୍ରଭୁ ମାେତେ କ'ଣ କହିବେ, ମୁଁ ତାହା ଦେଖିବାକୁ ଅପେକ୍ଷା କରିବି। ସେ ମାରେ ପ୍ରଶ୍ନର ଉତ୍ତର କିପରି କରୁଛନ୍ତି, ମୁଁ ତାହା ଶିକ୍ଷା କରିବାକୁ ଅପେକ୍ଷା କରିବି।