Home Bibles ☰ Books ଦିତୀୟ ରାଜାବଳୀ 9:17 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 9:17 · ଓଡ଼ିଆ ବାଇବେଲ

ଜଣେ ବିଶ୍ବାସ ଯୋଗ୍ଯ ପ୍ରହରୀ ୟିଷ୍ରିଯଲରେ ଦୁର୍ଗ ଉପରେ ଛିଡା ହାଇେ ଦେଖିଲା, ଯହେୂର ବଡ ଦଳ ଆସୁଅଛନ୍ତି। ସେ ଯୋରାମ ନିକଟକୁ ୟାଇ କହିଲେ, ମୁଁ ଏକ ବଡ ଦଳ ଲୋକ ଆସିବାର ଦେଖୁଛି।

Cross references

ପ୍ରଥମ ଶାମୁୟେଲ 16:4

ଶାମକ୍ସ୍ଟଯଲେ ସଦାପ୍ରଭୁଙ୍କର ବାକ୍ଯ ଅନକ୍ସ୍ଟସା ରେ କାର୍ୟ୍ଯ କଲେ। ଶାମକ୍ସ୍ଟଯଲେ ବୈଥ୍ଲହମେ ରେ ପହନ୍ଚିଲେ। ତହିଁରେ ନଗରର ପକ୍ସ୍ଟରକ୍ସ୍ଟଖାମାନେ କଐମାନ ହାଇେ ତାକକ୍ସ୍ଟ ଭଟେିବାକକ୍ସ୍ଟ ଆସି ପଚାରିଲେ, ଆପଣଙ୍କ ଆଗମନ କକ୍ସ୍ଟଶଳ ତ?

ପ୍ରଥମ ଶାମୁୟେଲ 17:22

ଦାଉଦ ସାମଗ୍ରୀ ରକ୍ଷକ ହସ୍ତ ରେ, ନିଜର ସାମଗ୍ରୀ ରଖି ସୈନ୍ଯମାନଙ୍କ ମଝିକକ୍ସ୍ଟ ଆସି ନିଜର ଭାଇମାନଙ୍କୁ କକ୍ସ୍ଟଶଳବାର୍ତ୍ତା ପଚାରିଲେ।

ଦିତୀୟ ଶାମୁୟେଲ 13:34

ଏଥି ମଧିଅରେ ଅବଶା ଲୋମ ପଳାଯନ କରିଥିଲା।

ଦିତୀୟ ଶାମୁୟେଲ 18:24

ଦାଉଦ ନଗରର ଦକ୍ସ୍ଟଇ ଫାଟକର ମଧିଅରେ ବସିଥିଲେ। ତା'ପରେ ଜଣେ ପ୍ରହରୀ ଦ୍ବାର ଛାତର କାନ୍ଥ ଉପରକକ୍ସ୍ଟ ୟାଇ ଦେଖିଲା ଜଣେ ଲୋକ ଦୌଡି ଦୌଡି ଆସକ୍ସ୍ଟଅଛି।

ପ୍ରଥମ ରାଜାବଳୀ 2:15

ଅଦୋନିଯ କହିଲେ, ତୁମ୍ଭେ ଜାଣ ଏକ ସମୟରେ ଏ ରାଜ୍ଯ ମାରେ ଥିଲା। ସମସ୍ତ ଇଶ୍ରାୟେଲୀୟଗଣ ମାେତେ ରାଜା ହବୋ ପାଇଁ ପସନ୍ଦ କରିଥିଲେ। କିନ୍ତୁ ମାରେ ଭାଇ ରାଜା ହାଇେ ୟାଇଛି। ଏହା ସଦାପ୍ରଭୁଙ୍କର ଇଚ୍ଛା।

ଦିତୀୟ ରାଜାବଳୀ 7:14

ତେଣୁ ସମାନେେ ଅଶ୍ବ ସହିତ ଦୁଇଟି ରଥ ନେଲେ। ରାଜା ସମାନଙ୍କେୁ ଅରାମୀଯ ସୈନ୍ଯମାନଙ୍କ ପେଛ ପଠାଇଲେ। ରାଜା ସମାନଙ୍କେୁ କହିଲେ, ୟା ଏବଂ ଦେଖ କ'ଣ ଘଟିଛି?

ଦିତୀୟ ରାଜାବଳୀ 9:19

ତା'ପରେ ୟୋରାମ ଦ୍ବିତୀୟ ଦୂତକୁ ଅଶ୍ବ ପୃଷ୍ଠ ରେ ପଠାଇଲେ। ଦୂତ ସମାନଙ୍କେୁ ଭଟେିଲେ ଏବଂ କହିଲେ, ରାଜା ପଗ୍ଭରୁଛନ୍ତି, 'କୁଶଳ କି?'

ଯିଶାଇୟ 21:6

ମାରେପ୍ରଭୁ ମାେତେ କହିଲେ, ୟାଅ ଏକ ଜଣ ପ୍ରହରି ନିୟୁକ୍ତ କର। ସେ ଯାହା ଦେଖିବ ତାହା ସପରେି ପ୍ରକାଶ କରିବ।

ଯିଶାଇୟ 21:11

ଦୁମା ବିଷଯ ରେ ଶାେକବାର୍ତ୍ତା। ଜଣେ ସଯେୀରଠାରୁ ମାେତେ ଡ଼ାକି କହିଲେ, ହେ ପ୍ରହରି, ଆଉ ରାତ୍ରି କେତେ ରହିଲା ?'

ଯିଶାଇୟ 56:10

ତାହାର ପ୍ରହରିଗଣ ଅନ୍ଧ, ସେ ସମସ୍ତ ଜ୍ଞାନହୀନ, ସମାନେେ ନିର୍ବାକ ଶ୍ବାନ, ସମାନେେ ଭୁକିପାରନ୍ତି ନାହିଁ। ସମାନେେ ସ୍ବପ୍ନଦର୍ଶୀ, ନିଦ୍ରାଡ଼ ଓ ଶାଇେ ରହିବାକୁ ଭଲ ପାଆନ୍ତି।

ଯିଶାଇୟ 62:6

ହେ ୟିରୁଶାଲମ, ଆମ୍ଭେ ତୁମ୍ଭ ପ୍ରାଚୀର ଉପ ରେ ପ୍ରହରିଗଣ ନିୟୁକ୍ତ କରିଅଛୁ ; ସମାନେେ କି ଦିନ କି ରାତି ନୀରବ ରହିବେ ନାହିଁ। ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବେ ଓ ତୁମ୍ଭମାନେେ ନିଶ୍ଚିତ ତାଙ୍କର ପ୍ରତିଜ୍ଞା ସ୍ମରଣ କରିବ।

ଯିହିଜିକଲ 33:2

ହେ ମନୁଷ୍ଯ ପୁତ୍ର, ତୁମ୍ଭେ ନିଜ ଲୋକମାନଙ୍କୁ କୁହ, 'ଆମ୍ଭେ ଯେତବେେଳେ କୌଣସି ଦେଶ ବିରୁଦ୍ଧ ରେ ଖଡ୍ଗ ଆଣୁ, ସେ ଦେଶର ଲୋକମାନେ ନିଜ ଲୋକମାନଙ୍କ ମଧ୍ଯରୁ ଜଣଙ୍କୁ ସେତବେେଳେ ଏକ ପ୍ରହରୀ କରି ନିୟୁକ୍ତ କରନ୍ତି।

ଲୂକଲିଖିତ ସୁସମାଚାର 10:5

ଯେ କୌଣସି ଘ ରେ ପ୍ରବେଶ କରିବା ମାତ୍ ରେ ପ୍ରଥମେ କୁହ, 'ଏ ଘରକୁ ଶାନ୍ତି ମିଳୁ।'

Interlinear

Choose Theme