Home Bibles ଦିତୀୟ ବଂଶାବଳୀ 34:8 · ଓଡ଼ିଆ ବାଇବେଲ
ଦିତୀୟ ବଂଶାବଳୀ 34:8 · ଓଡ଼ିଆ ବାଇବେଲ

ତାଙ୍କର ରାଜତ୍ବର ଅଷ୍ଟାଦଶ ବର୍ଷା ରେ ସେ ସବୁ ସ୍ଥାନ ଓ ମନ୍ଦିର ପବିତ୍ର କଲାପରେ, ଯୋଶିୟଯ, ଶାଫନ୍, ମା ସଯେ ଏବଂ ୟୋଯାହଙ୍କୁ ସଦାପ୍ରଭୁ ପରମେଶ୍ବରଙ୍କର ମନ୍ଦିର ମରାମତି ପାଇଁ ପଠାଇଲେ। ଶାଫାନ୍ଙ୍କ ପିତାଙ୍କର ନାମ ଥିଲା ଅତ୍ସଲିଯ। ମା ସଯେ ନଗରର ନେତା ଥିଲେ ଓ ୟୋଯାହଙ୍କ ପିତାଙ୍କର ନାମ ଥିଲା ୟୋଯାହସ। ୟୋଯାହ ବିତରଣ ରକ୍ଷକ ଥିଲେ।

Cross references

ଦିତୀୟ ଶାମୁୟେଲ 8:16

ସରକ୍ସ୍ଟଯାର ପକ୍ସ୍ଟତ୍ର ଯୋୟାବ ସୈନ୍ଯମାନଙ୍କ ଉପରେ ପ୍ରାଧାନ୍ଯ ଥିଲା, ଅହୀଟକ୍ସ୍ଟବର ପକ୍ସ୍ଟତ୍ର ଯିହାଶାଫେଟ୍ ମଧ୍ଯ ଇତିହାସ ଲେଖକ ଥିଲେ।

ଦିତୀୟ ଶାମୁୟେଲ 20:24

ଅଦୋରାମ୍ ବେଠି କର୍ମ ଓ କର ଆଦାଯ କରିବାର ଦାଯିତ୍ବ ରେ ଥିଲା ଏବଂ ଅହୀଲୂଦର ପକ୍ସ୍ଟତ୍ର ୟିହୋଶାଫଟ ଯେ କି ଥିଲା ଜଣେ ଇତିହାସ ଲେଖକ।

ଦିତୀୟ ରାଜାବଳୀ 22:3

ଯୋଶିୟ ତାଙ୍କ ରାଜତ୍ବର ଅଷ୍ଟାଦଶ ବର୍ଷ ରେ ମଶୁଲ୍ଲମର ପୌତ୍ର, ଅତ୍ସଲିଯର ପୁତ୍ର ଶାଫନ ସମାନଙ୍କେୁ ସଦାପ୍ରଭୁଙ୍କ ମନ୍ଦିରକୁ ପଠାଇ କହିଲେ।

ପ୍ରଥମ ବଂଶାବଳୀ 18:15

ସରୁଯାର ପୁତ୍ର ଯୋୟାବ ଦାଉଦଙ୍କ ସୈନ୍ଯଦଳର ସନୋପତି ଥିଲେ। ଦାଉଦ ଯେଉଁସବୁ କର୍ମ କରୁଥିଲେ, ତାହାକୁ ଅହୀଲୂଦଙ୍କ ପୁତ୍ର ଯିହାଶାଫେଟ୍ ଲେଖି ରଖୁଥିଲେ।

ଦିତୀୟ ବଂଶାବଳୀ 18:25

ତା'ପରେ ଇଶ୍ରାୟେଲର ରାଜା କହିଲେ, ମୀଖାଯଙ୍କୁ ନଇୟୋଅ ଓ ତାଙ୍କୁ ନଗରର ନଗରପାଳ ଆମାନେ ଓ ରାଜାଙ୍କ ପୁତ୍ର ୟୋଯାଶ୍ଙ୍କ ନିକଟକୁ ପଠାଇଦିଅ।

ଦିତୀୟ ବଂଶାବଳୀ 24:5

ଯୋୟାଶ୍ ଯାଜକ ଓ ଲବେୀୟମାନଙ୍କୁ ଏକତ୍ରୀତ କଲେ। ସେ ସମାନଙ୍କେୁ କହିଲେ, ଯିହୁଦାର ସହରଗୁଡ଼ିକୁ ୟାଅ ଓ ଇଶ୍ରାୟେଲର ଲୋକମାନେ ପ୍ରତିବର୍ଷ ଯେଉଁ ଅର୍ଥ ଦିଅନ୍ତି, ତାହାକୁ ଠୁଳ କର। ତୁମ୍ଭମାନଙ୍କର ପରମେଶ୍ବରଙ୍କ ମନ୍ଦିରକୁ ପୁନଃନିର୍ମିତ କରିବା ନିମନ୍ତେ ସହେି ଅର୍ଥକୁ ବ୍ଯବହାର କର। ଶୀଘ୍ର ୟାଅ ଓ ଏହି କାର୍ୟ୍ଯ କର। କିନ୍ତୁ ଲବେୀୟମାନେ ଚଞ୍ଚଳ ହେଲେ ନାହିଁ।

ଦିତୀୟ ବଂଶାବଳୀ 24:12

ଏହାପରେ ରାଜା ଯୋୟାଶ୍ ଓ ଯିହାୟୋଦାରଦା ସଦାପ୍ରଭୁଙ୍କ ମନ୍ଦିର ରେ କାର୍ୟ୍ଯ କରୁଥିବା ଲୋକମାନଙ୍କୁ ସହେି ଟଙ୍କା ଦେଲେ। ଆଉ ସଦାପ୍ରଭୁଙ୍କ ମନ୍ଦିର ରେ କାର୍ୟ୍ଯ କରୁଥିବା ଲୋକମାନେ ଦକ୍ଷ କାଷ୍ଠ ଖାଦେନକାରୀ ଓ ବଢ଼ଇମାନଙ୍କେୁ ପାରିଶ୍ରମିକ ଦଇେ ନୁୟୁକ୍ତ କଲେ। ଆଉ ଯେଉଁମାନେ ଲୁହା ଓ ପିତ୍ତଳର କାର୍ୟ୍ଯ ଜାଣିଥିଲେ, ସମାନେେ ସମାନଙ୍କେୁ ମଧ୍ଯ ସଦାପ୍ରଭୁଙ୍କ ମନ୍ଦିରର ପୁନଃନିର୍ମାଣ କାର୍ୟ୍ଯ ରେ ପାରିଶ୍ରମିକ ଦଇେ ନିୟୁକ୍ତ କଲେ।

ଯିରିମିୟ 1:2

ଆମାନଙ୍କେ ପୁତ୍ର, ଯିହୁଦା ଦେଶର ରାଜା ଯୋଶିୟର ରାଜତ୍ବର ତ୍ରଯୋଦଶ ବର୍ଷ ରେ ସଦାପ୍ରଭୁଙ୍କର ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା।

ଯିରିମିୟ 21:1

ରାଜା ସିଦିକିଯ ମଲ୍କିଯର ପୁତ୍ର ପଶ୍ହୂରକୁ ଓ ମା ସଯରେ ପୁତ୍ର ସଫନିଯ ଯାଜକକୁ ସଦାପ୍ରଭୁଙ୍କର ବାକ୍ଯ ଦଇେ ଯିରିମିୟ ନିକଟକୁ ପଠାଇଲେ।

ଯିରିମିୟ 26:24

ଯାହା ହେଉ, ଶାଫନର ପୁତ୍ର ଅହୀକାମ ଯିରିମିୟକୁ ରକ୍ଷା କଲେ। ଯେଉଁଥିପାଇଁ ତାଙ୍କୁ ହତ୍ଯା କରିବା ପାଇଁ ଲୋକମାନଙ୍କୁ ହସ୍ତାନ୍ତର କରାଗଲା ନାହିଁ।

ଯିରିମିୟ 29:3

ଯିହୁଦାର ରାଜା ସିଦିକିଯ ବାବିଲର ରାଜା ନବୂଖଦନିତ୍ସର ନିକଟକୁ ଶାଫନର ପୁତ୍ର ଇଲିଯାସା ଓ ହିଲ୍କିଯର ପୁତ୍ର ଗରିଯକୁ ପଠାଇଲେ। ଯିରିମିୟ ସହେିମାନଙ୍କ ହସ୍ତ ରେ ପତ୍ର ଦେଲେ। ସହେି ପତ୍ରଟି ଏହିପରି ପାଠ କରାଗଲା।

ଯିରିମିୟ 29:21

କୋଲାଯର ପୁତ୍ର ଆହାବ ଓ ମା ସଯରେ ପୁତ୍ର ସିଦିକିଯ ଆମ୍ଭ ନାମ ରେ ତୁମ୍ଭମାନଙ୍କ ନିକଟରେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି। ତେଣୁ ସମାନଙ୍କେ ବିଷଯ ରେ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ଆମ୍ଭେ ବାବିଲର ରାଜା ନବୂଖଦନିତ୍ସର ନିକଟକୁ ସମାନଙ୍କେୁ ପଠାଇବୁ। ଆଉ ସେ ସମସ୍ତ ଲୋକଙ୍କ ସମ୍ମୁଖ ରେ ସମାନଙ୍କେୁ ବଧ କରିବ।

ଯିରିମିୟ 29:25

ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ହେ ଶମଯିଯ, ତୁମ୍ଭେ ଇଶ୍ରାୟେଲର ସମସ୍ତ ଲୋକଙ୍କୁ ମା ସଯରେ ପୁତ୍ର ସଫନିଯ ଯାଜକକୁ ଓ ଅନ୍ଯାନ୍ଯ ସମସ୍ତ ଯାଜକମାନଙ୍କ ନିକଟକୁ ଆପଣା ନାମ ରେ ଏହି ପତ୍ର ପଠାଅ।

ଯିରିମିୟ 36:10

ସେତବେେଳେ ବାରୂକ ସହେି ନଳାକାର ପୁସ୍ତକ ଲିଖିତ ଯିରିମିୟଙ୍କ ସମସ୍ତ ବାକ୍ଯ ପାଠ କଲେ। ସେ ସଦାପ୍ରଭୁଙ୍କ ମନ୍ଦିରର ଉପର ପ୍ରାଙ୍ଗଣ ରେ, ସଦାପ୍ରଭୁଙ୍କ ମନ୍ଦିରର ନୂତନ ଫାଟକ ନିକଟରେ ଓ ଶାଫନ ଲେଖକର ପୁତ୍ର ଶମରିଯର କଠାେରୀ ରେ ସମସ୍ତ ଲୋକଙ୍କ କର୍ଣ୍ଣ ଗୋଚର ରେ ତାହା ପାଠ କଲେ।

ଯିରିମିୟ 39:14

ସମାନେେ ପ୍ରହରୀ ପ୍ରାଙ୍ଗଣରୁ ଯିରିମିୟଙ୍କୁ ଆଣିଲେ ଓ ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିଯର ହସ୍ତ ରେ ସମର୍ପଣ କଲେ। ଗଦଲିଯ ଯିରିମିୟଙ୍କୁ ତାଙ୍କ ମନ୍ଦିରକୁ ପଠାଇ ଦେଲେ ଓ ସେ ତାଙ୍କ ନିଜ ଲୋକମାନଙ୍କ ମଧିଅରେ ବାସ କଲେ।

ଯିରିମିୟ 40:11

ଯିହୁଦାର ଯେଉଁସବୁ ଲୋକ ମାୟୋବ, ଅମ୍ମାନେ, ଇଦୋମ ଓ ଅନ୍ଯାନ୍ଯ ସବୁ ଦେଶ ରେ ଥିଲେ, ସମାନେେ ଶୁଣିଲେ ଯେ ବାବିଲର ରାଜା ଯିହୁଦା ଏକ ଅବଶିଷ୍ଟ ଅଂଶ ଲୋକ ରଖିଅଛି ଓ ଶାଫନର ପୌତ୍ର, ଅହୀକାମର ପୁତ୍ର ଗଦଲିଯକୁ ସମାନଙ୍କେୁ ଶାସନ କରିବାକୁ ନିୟୁକ୍ତ କରିଅଛି।

ଯିହିଜିକଲ 8:11

ପୁଣି ସେ ସବୁର ସମ୍ମୁଖ ରେ ଇଶ୍ରାୟେଲ ବଂଶୀଯ ପ୍ରାଚୀନବର୍ଗର ସତୁରି ଜଣ ଠିଆ ହାଇେଅଛନ୍ତି ଓ ସମାନଙ୍କେ ମଧ୍ଯ ସ୍ଥାନ ରେ ଶାଫନର ପୁତ୍ର ୟାସନିଯ ଠିଆ ହାଇେଅଛି। ପ୍ରେତ୍ୟକକ ଲୋକ ନିଜ ନିଜ ଧୂପଦାନୀ ହସ୍ତ ରେ ଧରିଛନ୍ତି। ଆଉ ଧୂପରୂପ ଧୂମର ସୁଗନ୍ଧି ଉର୍ଦ୍ଧ୍ବକୁ ଉଠୁଅଛି।

Interlinear

Choose Theme