Home Bibles ଯିରିମିୟ 36:10 · ଓଡ଼ିଆ ବାଇବେଲ
ଯିରିମିୟ 36:10 · ଓଡ଼ିଆ ବାଇବେଲ

ସେତବେେଳେ ବାରୂକ ସହେି ନଳାକାର ପୁସ୍ତକ ଲିଖିତ ଯିରିମିୟଙ୍କ ସମସ୍ତ ବାକ୍ଯ ପାଠ କଲେ। ସେ ସଦାପ୍ରଭୁଙ୍କ ମନ୍ଦିରର ଉପର ପ୍ରାଙ୍ଗଣ ରେ, ସଦାପ୍ରଭୁଙ୍କ ମନ୍ଦିରର ନୂତନ ଫାଟକ ନିକଟରେ ଓ ଶାଫନ ଲେଖକର ପୁତ୍ର ଶମରିଯର କଠାେରୀ ରେ ସମସ୍ତ ଲୋକଙ୍କ କର୍ଣ୍ଣ ଗୋଚର ରେ ତାହା ପାଠ କଲେ।

Cross references

ଦିତୀୟ ଶାମୁୟେଲ 8:17

ଅହୀଟକ୍ସ୍ଟବର ପକ୍ସ୍ଟତ୍ର ସାଦୋକ୍ ଓ ଅବିଯାଥରର ପକ୍ସ୍ଟତ୍ର ଅହୀମଲକେ ଯାଜକ ଥିଲେ। ସରାଯ ଲେଖକ ଥିଲେ।

ଦିତୀୟ ଶାମୁୟେଲ 20:25

ଶିବା ଥିଲା ଲେଖକ, ପକ୍ସ୍ଟଣି ସାଦୋକ୍ ଓ ଅବିଯାଥର ଯାଜକ ଥିଲେ।

ଦିତୀୟ ରାଜାବଳୀ 15:35

ମାତ୍ର ସେ ଉଚ୍ଚସ୍ଥଳୀଗୁଡିକୁ ବିନିଷ୍ଟ କଲେ ନାହିଁ। ସେ ସମୟରେ ମଧ୍ଯ ଲୋକମାନେ ସହେି ଉଚ୍ଚସ୍ଥଳୀ ରେ ବଳୀଦାନ କଲେ ଓ ଧୂପ ଜଳାଇଲେ। ଯୋଥମ ସଦାପ୍ରଭୁଙ୍କ ମନ୍ଦିରର ଉପର ଦ୍ବାର ନିର୍ମାଣ କଲେ।

ଦିତୀୟ ରାଜାବଳୀ 18:37

ହିଲ୍କିଯର ପୁତ୍ର ଇଲିଯାକୀମ ନାମକ ରାଜଗୃହାଧ୍ଯକ୍ଷ, ଶିବନ୍ ଲେଖକ ଓ ଆସଫର ପୁତ୍ର ୟୋଯାହ ନାମ ଇତିହାସ ଲେଖକ ନିଜ ନିଜ ବସ୍ତ୍ରସବୁ ଚିରି ହିଜିକିଯ ନିକଟକୁ ଆସି ଆଦେଶକାରୀ କଥାସବୁ ତାଙ୍କୁ ଜଣାଇଲେ।

ଦିତୀୟ ରାଜାବଳୀ 22:3

ଯୋଶିୟ ତାଙ୍କ ରାଜତ୍ବର ଅଷ୍ଟାଦଶ ବର୍ଷ ରେ ମଶୁଲ୍ଲମର ପୌତ୍ର, ଅତ୍ସଲିଯର ପୁତ୍ର ଶାଫନ ସମାନଙ୍କେୁ ସଦାପ୍ରଭୁଙ୍କ ମନ୍ଦିରକୁ ପଠାଇ କହିଲେ।

ଯିରିମିୟ 26:10

ଅନନ୍ତ ରେ ଯିହୁଦାର ଅଧିପତିମାନେ ଏହିସବୁ ବିଷଯ ଶୁଣି ରାଜଗୃହରୁ ସଦାପ୍ରଭୁଙ୍କ ମନ୍ଦିରକୁ ଆସିଲେ ଓ ସଦାପ୍ରଭୁଙ୍କ ମନ୍ଦିରର ନୂତନ ଦ୍ବାରର ପ୍ରବେଶ ସ୍ଥାନ ରେ ବସିଲେ।

ଯିରିମିୟ 26:24

ଯାହା ହେଉ, ଶାଫନର ପୁତ୍ର ଅହୀକାମ ଯିରିମିୟକୁ ରକ୍ଷା କଲେ। ଯେଉଁଥିପାଇଁ ତାଙ୍କୁ ହତ୍ଯା କରିବା ପାଇଁ ଲୋକମାନଙ୍କୁ ହସ୍ତାନ୍ତର କରାଗଲା ନାହିଁ।

ଯିରିମିୟ 29:3

ଯିହୁଦାର ରାଜା ସିଦିକିଯ ବାବିଲର ରାଜା ନବୂଖଦନିତ୍ସର ନିକଟକୁ ଶାଫନର ପୁତ୍ର ଇଲିଯାସା ଓ ହିଲ୍କିଯର ପୁତ୍ର ଗରିଯକୁ ପଠାଇଲେ। ଯିରିମିୟ ସହେିମାନଙ୍କ ହସ୍ତ ରେ ପତ୍ର ଦେଲେ। ସହେି ପତ୍ରଟି ଏହିପରି ପାଠ କରାଗଲା।

ଯିରିମିୟ 35:4

ସମାନଙ୍କେୁ ସଦାପ୍ରଭୁଙ୍କ ଗୃହକୁ ନଇଗେଲି। ମୁଁ ପରମେଶ୍ବରଙ୍କ ଲୋକ ୟିଗଦଲିଯର ପୁତ୍ର ହାନନର ପୁତ୍ରମାନଙ୍କର କୋଠରୀକୁ ଗଲି। ସହେି କଠାେରୀ ଉଲ୍ଲମର ପୁତ୍ର ମା ସଯେ ନାମକ ଦ୍ବାରପାଳର କଠାେରୀ ଉପ ରେ, ଅଧିପତିଗଣର କୋଠରୀ ନିକଟରେ ଥିଲା।

ଯିରିମିୟ 36:6

ତେଣୁ ତୁମ୍ଭେ ୟାଅ ଓ ମାେ ମୁଖରୁ ଯାହାସବୁ ଶୁଣିଛ ଏହି ପୁସ୍ତକରେ ଲେଖ, ସଦାପ୍ରଭୁଙ୍କର ସହେିସବୁ ବାକ୍ଯ ଉପବାସ ଦିନ ସଦାପ୍ରଭୁଙ୍କ ମନ୍ଦିର ରେ ଉପସ୍ଥିତ ସମସ୍ତ ଲୋକଙ୍କ କର୍ଣ୍ଣଗୋଚର ରେ ପାଠ କର। ଆଉ ମଧ୍ଯ ଯିହୁଦାର ନଗରଗୁଡ଼ିକରୁ ଆଗତ ସମସ୍ତ ଲୋକଙ୍କ ଶୁଣିବା ଭଳି ତାହା ପାଠ କର।

ଯିରିମିୟ 36:8

ତେଣୁ ନରେିଯର ପୁତ୍ର ବାରୂକ ଯିରିମିୟ ଭବିଷ୍ଯଦବକ୍ତାଙ୍କର କହିବାନୁସା ରେ ସମସ୍ତ କାର୍ୟ୍ଯ କରି ସହେି ପୁସ୍ତକରେ ଲିଖିତ ସଦାପ୍ରଭୁଙ୍କର ବାକ୍ଯ ସଦାପ୍ରଭୁଙ୍କ ମନ୍ଦିର ରେ ପାଠ କଲେ।

ଯିରିମିୟ 36:11

ବାରୂକ ତାହା ପାଠ କଲା ବେଳେ ଶାଫନର ପୌତ୍ର ଶମରିଯର ପୁତ୍ର ମୀଖାଯ ସଦାପ୍ରଭୁଙ୍କର ବାକ୍ଯ ଶୁଣିଲେ।

ଯିରିମିୟ 36:25

ଆୁ ରାଜା ଯେପରି ପୁସ୍ତକ ପୋଡ଼ି ନ ପକାନ୍ତି, ଏଥିପାଇଁ ଇଲନାଥନ, ଦଲାଯ ଓ ଶମରିଯ ତାହାଙ୍କୁ ନିବଦନେ କରିଥିଲେ, ମାତ୍ର ସେ ସମାନଙ୍କେ କଥା ଶୁଣିଲେ ନାହିଁ।

ଯିରିମିୟ 52:25

ଆଉ ସେ ନଗରରୁ ଯୋଦ୍ଧାମାନଙ୍କ ଦାଯିତ୍ବ ରେ ଥିବା ଅଧିପତିଗଣଙ୍କୁ, ନଗରର ସାତଜଣ ରାଜାଙ୍କର ଉପଦେଷ୍ଟାଙ୍କୁ ଦେଶର ଲୋକ ଗଣନାକାରୀ ଓ ନଗର ମଧିଅରେ ପ୍ରାପ୍ତ ଦେଶୀଯ ଷାଠିଏ ଜଣଙ୍କୁ ବନ୍ଦୀକରି ନଲୋ।

Interlinear

Choose Theme